ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମୂର୍ତ୍ତି ସ୍ଥାପନ ପୂର୍ବରୁ ମା ସୀତା ଙ୍କ ପଛେ ପଛେ ଚାଲିଲେ ରାମ ଓ ଲକ୍ଷ୍ମଣ ।

ଅଯୋଧ୍ୟାରେ ସୀତା ଙ୍କ ପଛରେ ଚାଲିଲେ ରାମ । ଆଗରେ ସୀତା ଚାଲିଲେ ପଛରେ ରାମ ଲକ୍ଷ୍ମଣ । ସ୍ଵାଗତ କରିଲେ ଏମାନଙ୍କୁ ସହ ସହ ଶ୍ରଦ୍ଧାଳୁ । ହଁ ଦର୍ଶକ ବନ୍ଧୁ ଏବେ ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି ରାମ, ଲକ୍ଷ୍ମଣ, ସୀତା । ଅନେକ ବର୍ଷ ପରେ ଦେଖିବାକୁ ମିଳିଲା ରାମାୟଣ ର ଚିତ୍ର । ଭକ୍ତ ଏ ଦୃଶ୍ୟ ଦେଖି କାନ୍ଦି ପକାଇଲେ । ଆଉ ଏମିତି ଦ୍ରୁଶ୍ଯ ଦେଖିକି ଭକ୍ତ ମାନେ ପ୍ରଭୁଙ୍କୁ ସ୍ମରଣ କରିବାକୁ ଲାଗିଲେ । ଭକ୍ତ ମାନେ କହିଲେ ତୁମ ହେଉଛ ଆମର ଚଳନ୍ତି ପ୍ରତିମା ।

ଆମର ଭାଗ୍ୟ କି ଆମେ ତୁମକୁ ଅଯୋଧ୍ୟାରେ ଏକ ସହ ଦେଖିଲୁ । ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି ରାମାନନ୍ଦ ସାଗର ଙ୍କ ରଚିତ ରାମାୟଣ ଧାରାବାହିକ ରେ ଅଭିନୟ କରିଥିଲା କଳାକାର ରାମ, ଲକ୍ଷ୍ମଣ ଓ ସୀତା । ଅଯୋଧ୍ୟାର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପାଇବା ପରେ ଅଯୋଧ୍ୟାରେ ରାସ୍ତା ରେ ଚାଲି ଚାଲି ଯାଉଛନ୍ତି ରାମ ମନ୍ଦିରକୁ ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଉ ଏହା ସହ ଜୟ ଶ୍ରୀରାମ ଧ୍ୱନି ରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ସହର । ଏହି ଭିଡିଓ ରେ ଆଗରେ ମା ସୀତା ଯାଉଥିବା ବେଳେ ପଛରେ ରାମ ଓ ଲକ୍ଷ୍ମଣ ଯାଉଛନ୍ତି । ଏହି 3 କଳାକାର ରାମାୟଣ ରେ ଅଭିନୟ କରିଥିଲେ ମଧ୍ୟ ନିଜର ପରିଚୟ କୁ ହରାଇ ଆଜି ଯାଏଁ ଭଗବାନ ଙ୍କ ପରିଚୟ ନେଇ ଆସି ବି ଲୋକଙ୍କ ମରେ ରହିଛନ୍ତି । ଏହି 3 କଳାକାର ଙ୍କୁ ଭକ୍ତ ମାନେ ଭଗବାନକ ଚଳନ୍ତି ପ୍ରତିମା ବୋଲି ଭାବି ନେଇଛନ୍ତି ।

ଯେଉଁଠି ପାଇଁ ଅଯୋଧ୍ୟର ରାସ୍ତା ରେ ଦେଖି ଏମାନଙ୍କୁ ଭାବ ବିହ୍ଵଳ ହୋଇ ଉଠି ପଡିଛନ୍ତି । ଆଉ ଲୋକ ମାନେ ରାମ ଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଛନ୍ତି । ତେବେ ରାମାୟଣ ରେ ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ, ମା ସୀତା ଙ୍କ ଭୂମିକାରେ କରିଥିବା ଦୀପିକା ଚିକଲିୟା ଙ୍କୁ ପୂର୍ବରୁ ଅଯୋଧ୍ୟାକୁ ଆସିବାକୁ ନିମନ୍ତ୍ରଣ ମିଳିଥିଲା । ହେଲେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନିଲ ଲହରୀ ଙ୍କୁ ନିମନ୍ତ୍ରଣ ହୋଇ ନ ଥିଲା ।

ଯାହା ପାଇଁ ପାଇଁ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସୁନୀଲ ଲହରୀ । ଯାହାକୁ ଦେଖିବା ପରେ ଏବେ ସୁନୀଲ ଲହରୀ ଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇଛି । ଆଉ ଏବେ ଏହି 3 କଳାକାର ଅଯୋଧ୍ୟା ରେ ପହଞ୍ଚି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉଶ୍ଚବ ରେ ଯୋଗ ଦାନ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।