ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ଦୁଃଖ ସୁଖ ଲାଗି ରହିଥାଏ । ତଥାଇ ମଣିଷ ଜୀବନରେ ସଂଘର୍ଷ ଜାରି ରଖିଥାଏ । ସବୁବେଳେ ସୁଖ ରହିବ କିଛି ମାନେ ନାହିଁ । ତେବେ ମଣିଷ ଜୀବନରେ ସୁଖ ପାଇବାକୁ କଠିନ ପରିଶ୍ରମ କରିଥାଏ ଓ ଟଙ୍କା ରୋଜଗାର କରିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ସଂଖ୍ୟା । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟେ ସଂଖ୍ୟା ବାଛିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କର ବର୍ତ୍ତମାନ ଓ ଭବିଷ୍ୟତ ସ୍ଥିତି ବିଷୟରେ ।

1- ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ଆପଣ ଯେତେ ଚେଷ୍ଟା କରିଲେ ବି ସମସ୍ୟାର ସମାଧାନ କରିପାରୁ ନାହାନ୍ତି । କେତେ ମାସ ହୋଇଗଲାଣି ଆପଣ ସେହି କର୍ମର ବ୍ୟସ୍ତତା ସ୍ଵୀକାର କରିଲେ ବି ପ୍ରତେକ କାର୍ଯ୍ୟ ରେ ବିଘ୍ନ ରାହୁଅଛି । ଆପଣ ଯେତେ ସିଧା ଯିବାକୁ ଚେଷ୍ଟା କରିଲେ ବି ମାୟା ଜାଲ ରେ ପଡି ଛଟପଟ ହେଉଛନ୍ତି । ବହୁ କ୍ଲେଶ ଓ ଚିନ୍ତା ଅନେକ ଗୁଡାଏ କାର୍ଯ୍ୟ ବାକି ଅଛି ଆପଣଙ୍କର । ଆଗକୁ ଏକ ମାଙ୍ଗଳିକ କାର୍ଯ୍ୟ ଆସୁଥିବାରୁ ଆପଣ ଚିନ୍ତାରେ ଅଛନ୍ତି । ଆଗାମୀ 45 ଦିନ ପରେ ଆପଣଙ୍କର ଶୁଭ ସମୟର ଆଗମନ ହେବ । ଯାହା ବି ସମସ୍ଯା ରହିଛି ତାହାର ସମାଧାନ ଆପେ ଆପେ ହୋଇଯିବ ।
2- ଯଦି ଆପଣ ଦ୍ଵିତୀୟ ନମ୍ବରକୁ ବାଛିଛନ୍ତି ତେବେ ବୃତ୍ତି କ୍ଷେତ୍ରରେ ଯେଉଁ ସ୍ୱଳ୍ପ ହାର ଦେଖା ଦେଇଛି ତାର ଉନ୍ନତି ଆଗାମୀ 7 ମାସ ମଧ୍ୟରେ ହେବାର ଅଛି । ଯଦି ଆପଣ ସନ୍ତାନଙ୍କ ଉନ୍ନତି ପାଇଁ ଆଶା କରୁଛନ୍ତି ତେବେ ବ୍ଯାକୁଳ ହେଲେ ହେବେନି । ଅଧିକ ଏ ବିଷୟରେ ଚିନ୍ତା କରନ୍ତୁନି । କିନ୍ତୁ ଜାଣି ନିଅନ୍ତୁ ଆପଣଙ୍କ ସନ୍ତାନଙ୍କ ଜୀବନରେ ବହୁତ ଉନ୍ନତି ଦେଖାଯିବାର ଅଛି । ଅଶ୍ଵଗନ୍ଧା ଓ ମେଥି ମୋଡକ 3 ମାସ ଯାଏଁ ସେବନ କରନ୍ତୁ । ଏହା ସ୍ତ୍ରୀ ମାନେ ସେବନ କରିଲେ ଅଧିକ ଭଲ । ରାଜନୀତିରେ ବଡ ବଡ ପଦବୀ ହାସଲ କରିବେ । ଈଶ୍ବରଙ୍କ ଚିନ୍ତା ଆଗରୁ ଯେତେ କରୁଥିଲେ ଏବେ କରୁ ନାହାନ୍ତି ।

3- ଯଦି ଆପଣ ତୃତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣ ବହୁତ ଚିନ୍ତାରେ ଥାଇ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଯତ୍ନପୂର୍ବକ କାର୍ଯ୍ୟ କରୁଥିବା ବେଳେ ବିପଦରେ ପଡ଼ୁଛନ୍ତି । ରାଜତ୍ବରେ ଆପଣଙ୍କ ଲାଗି ଯେମିତି ସମାନ ଥିଲା ଏବେ ବଞ୍ଚିତ ହେଉଛନ୍ତି । ଆପଣ ଯାହାକୁ ସୁଖ ବୋଲି ଭାବୁଥିଲେ ତାହା ଦୁଃଖ ରେ ପରିଣତ ହୋଇଛି । ଆପଣ ଯାହାଙ୍କୁ ଭଲ ପାଉଥିଲେ ସେ ଏବେ ଆପଣଙ୍କ ପାଖରେ ନାହାନ୍ତି । ଏବେ ଧର୍ମ ବୃଦ୍ଧି ଘଟୁଛି । ବିଦ୍ୟା କ୍ଷେତ୍ରରେ ବିଜୟୀ ହେବେ । ପାରିବାରିକ କ୍ଷେତ୍ରରେ ସମସ୍ଯା ହେବନି । ଏବେ ଆପଣ ଖର୍ଚ୍ଚାନ୍ତରେ ପଡି ସମସ୍ୟାରେ ପଡିଛନ୍ତି । ଆପଣଙ୍କ ଜୀବନରେ ଏବେ ଖୁଶିର ଦିନ ଆସିବାକୁ ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।