Jyotisha Shastra- ସ୍ତ୍ରୀ ସହ ସବୁବେଳେ ଝଗଡା କରନ୍ତି ଏହି 4ନାମର ପୁରୁଷ

ବର୍ତ୍ତମାନ ଯୁଗରେ ଏମିତି କୌଣସି ପୁରୁଷ ନାହିଁ ଯିଏକି ତାଙ୍କର ସ୍ତ୍ରୀଙ୍କ ସହ ଝଗଡା କରି ନ ଥିବେ । ସବୁ ଦମ୍ପତିଙ୍କ ଜୀବନରେ ଏମିତି କେବେ ନା କେବେ ସମୟ ଆସେ ଯେତେବେଳେ ସ୍ଵାମୀ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥାଏ । କିଛି ଦପତ୍ତି ବେଳେ ବେଳେ ଝଗଡା ଜରିଥାନ୍ତି ତ କିଛି ଦମ୍ପତ୍ତି ସବୁବେଳେ ଝଗଡା କରିଥାନ୍ତି । ଏମିତିରେ ଆଜି ଆମେ ଜାଣିବା ସେ ନାମର ବ୍ୟକ୍ତିଙ୍କ ବିଷୟରେ ଯେଉଁମାନେ ସବୁବେଳେ ନିଜର ସ୍ତ୍ରୀଙ୍କ ସହିତ ଝଗଡା କରିଥାନ୍ତି ।

C ନାମ ବାଲା ପୁରୁଷ

ଏହି ନାମ ବାଲା ବ୍ୟକ୍ତିମାନେ ବହୁତ ରାଗି ସ୍ଵଭାବର ଅଟନ୍ତି । ଏମାନଙ୍କୁ ସବୁବେଳେ ସାମାନ୍ୟ କଥାରେ ରାଗ ଆସିଯାଏ । ଏମାନେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରି ନ ପାରିବାରୁ ନିଜ ସ୍ତ୍ରୀ ସହ ଝଗଡା କରିଥାନ୍ତି । ବେଳେ ବେଳେ ଏମାନଙ୍କ ମଧ୍ୟରେ ଏମିତି ଝଗଡା ହୁଏ ଯେ ଏମାନେ ବହୁତ ଦିନ ପର୍ଯ୍ୟନ୍ତ ପରସ୍ପର ଠାରୁ ଦୂରେଇ ହୋଇ ରହିଥାନ୍ତି । ଏଥିପାଇଁ ଏହି ନାମର ବ୍ୟକ୍ତିମାନେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ନିଜ ବୈବାହିକ ଜୀବନରେ ସବୁ ବେଳେ ଅଶାନ୍ତି ହିଁ ଦେଖିବେ ।

L ନାମ ବାଲା ପୁରୁଷ

ଏହି ନାମ ବାଲା ପୁରୁଷ ସବୁବେଳେ ନିଜର ମନମାନି କରନ୍ତି । ଏମାନଙ୍କ ମତରେ ଯେଉଁ କଥା ଏମାନଙ୍କୁ ଠିକ ଲାଗେ ସେହି କଥାରେ ଜିଦ ଧରି ବସନ୍ତି । ଏହି ପୁରୁଷ କାହାର କୌଣସି କଥାକୁ ମହତ୍ଵ ଦିଅନ୍ତି ନାହିଁ । ଏହି ଗୁଣ ପାଇଁ ଏହି ପୁରୁଷମାନେ ସାମାନ୍ୟ କଥାକୁ ନେଇ ନିଜ ସ୍ତ୍ରୀ ସହ ଝଗଡା କରିଥାନ୍ତି । ଏହି ନାମ ବାଲା ପୁରୁଷଙ୍କ ପାଖରେ ଧର୍ଯ୍ୟ ଧରିବାର ଶକ୍ତି ନ ଥାଏ । ଯଦି କୌଣସି କଥାରେ କିମ୍ବା କାମରେ ସ୍ତ୍ରୀର ବିଳମ୍ବ ହୋଇଯାଏ ତେବେ ଏହି ବ୍ୟକ୍ତି ସଙ୍ଗେ ସ୍ନାଗେ ରାଗି ଯାଆନ୍ତି ।

P ନାମ ବାଲା ପୁରୁଷ

ଏହି ନାମ ବାଲା ପୁରୁଷ ଅନ୍ୟର କୌଣସି କଥାକୁ ଗୁରୁତ୍ଵ ଦିଅନ୍ତି ନାହିଁ କି ତାଙ୍କର କୌଣସି କଥାକୁ ଶୁଣନ୍ତି ନାହିଁ । ଏହି ପୁରୁଷମାନେ ସବୁବେଳେ ନିଜ ଇଚ୍ଛାରେ କାମ କରିଥାନ୍ତି । ଏମାନେ ସବୁ ବେଳେ ନିଜ ସ୍ତ୍ରୀକୁ ନିର୍ବୁଦ୍ଧିଆ ବୋଲି ଭବିଥାନ୍ତି ସେଥିପାଇଁ ସବୁ ଗୁରୁତ୍ଵ ପୂର୍ଣ କାର୍ଯ୍ୟରେ ସ୍ତ୍ରୀର କୌଣସି ସହମତି ନିଅନ୍ତି ନାହିଁ । ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିଥାନ୍ତି । ଏହି କାରଣ ପାଇଁ ତାଙ୍କ ସ୍ତ୍ରୀମାନେ ରାଗନ୍ତି ଓ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଏ ।

V ନାମ ବାଲା ପୁରୁଷ

ଏହି ନାମ ବାଲା ପୁରୁଷ ଘରେ ନିଜକୁ ମୁଖିଆ ବୋଲି ଭାବିଥାନ୍ତି ସ୍ତ୍ରୀକୁ କୌଣସି କ୍ଷେତ୍ରରେ ଗୁରୁତ୍ଵ ଦିଅନ୍ତି ନାହିଁ । ଏମାନେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ନିଜ ସ୍ତ୍ରୀ ସହ କୌଣସି ବି ପରାମର୍ଶ କରନ୍ତି ନାହିଁ । ଏମାନେ ବହୁତ ଶୀଘ୍ର କ୍ରୋଧ କରନ୍ତି । ଏମାନଙ୍କ କୌଣସି କଥାରେ ଯଦି ସ୍ତ୍ରୀମାନେ ବିରୋଧ କରନ୍ତି ତେବେ ଏମାନେ ସ୍ତ୍ରୀ ସହ ଝଗଡା କରନ୍ତି  । ଏମାନେ କିଛି ବର୍ଷ ପରେ ପରସ୍ପର ଠାରୁ ଅଲଗା ହୋଇଯାନ୍ତି । ଏଥିପାଇଁ ଏହି ପୁରୁଷମାନେ ନିଜ ପ୍ରକୃତିକୁ ସୁଧାର ନିଅନ୍ତୁ ନଚେତ ଏମାନଙ୍କ ଜୀବନରେ ବୈବାହିକ ଅଶାନ୍ତି ସୃଷ୍ଟି ହୋଇପାରେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।