ଜ୍ଯୋତିଷ ଦେଲେ ବଡ ସଂକେତ କି ଭାରତ ସଜାଇବ ବିପଦ । କହିଲେ ରୋହିତ ସେନା ଭାରି ପଡିବ । ନିୟୁଜଲ୍ୟାଣ୍ଡ ସେମି ଫାଇନାଲ ରେ ଧୂଳିସାତ ହେବ । ହଁ ଦର୍ଶକ ବନ୍ଧୁ ଆଜି ଭାରତ ନିୟୁଜଲ୍ୟାଣ୍ଡ ମଧ୍ୟରେ ଖେଳା ଯିବ ବିଶ୍ଵକପ ପ୍ରଥମ ସେମି ଫାଇନାଲ । ଏହି ମ୍ୟାଚ ର ବିଜୟୀ ହେବ ସେହି ଦଳ ଫାଇନାଲ ମ୍ୟାଚ କୁ ଟିକେଟ ପାଇବ । ତେବେ ଚଳିତ ବିଶ୍ଵକପରେ ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଥିବା ବେଳେ ଆଇସିସି ଇତିହାସରେ ନିୟୁଜଲ୍ୟାଣ୍ଡ ବିପକ୍ଷରେ ଫେଲ ମାରିଛି ଭାରତ ।
ତେବେ ଆଜିର ମ୍ୟାଚ ରେ ଭାରତ ପାଇଁ ବିଜୟୀ ହେବା ସହଜ ନୁହେଁ । ତଥାପି କ୍ରିକେଟ ପ୍ରେମୀଙ୍କ ମନରେ ଏବେ ପ୍ରଶ୍ନ ଆସୁଛି କି ଆଜିର ମ୍ଯାଚରେ କିଏ ମାରିବ ବାଜି ? ତେବେ ଏହାର ଉତ୍ତର ଦେଇଛନ୍ତି ପଣ୍ଡିତ ରୁଷିକାନ୍ତ ମିଶ୍ର । ପୂର୍ଣ୍ଣୟ ର ପଣ୍ଡିତ ରୁଷିକାନ୍ତ ମିଶ୍ର ଶାସ୍ତ୍ରୀ କହିଛନ୍ତି ଯେ “ଅଧିନାୟକ ରୋହିତ ଶର୍ମା ଙ୍କ କୁଣ୍ଡଳୀ ଅନୁଯାୟୀ ତାଙ୍କ ଅଧୀନରେ ଖେଳୁଥିବା ଭାରତ ଭଲ ପ୍ରଦର୍ଶନ କରୁଛି ।
ବର୍ତ୍ତମାନ ତାଙ୍କର ସମୟ ଠିକ ଚାଲିଛି । ଏଣୁ ନିୟୁଜଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ ରେ ମଧ୍ୟ ଭାରତ ଦମଦାର ପ୍ରଦର୍ଶନ କରିବ ବୋଲି କହିଛନ୍ତି ପଣ୍ଡିତ ରୁଷିକାନ୍ତ । ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମା ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ନିୟୁଜଲ୍ୟାଣ୍ଡ ତରଫରୁ ଖେଳୁଥିବା ଷ୍ଟାର ରନ ର ରବୀନ୍ଦ୍ର ଙ୍କ ଜାତକ ରେ ଯୋଗ ଭଲ ଅଛି ।
ତେଣୁ ବିଶ୍ଵକପରେ ଏହି 3 ଜଣ ଷ୍ଟାର ଖେଳାଳି ଙ୍କ ଜାତଜ ସୁଖକର ରହିଛି ବୋଲି ପଣ୍ଡିତ ରୁଷିକାନ୍ତ ମିଶ୍ର କହିଛନ୍ତି । ଆଗକୁ ମିଶ୍ର କହିଛନ୍ତି ଯେ ଅଧିନାୟକ ରୋହିତ ଙ୍କ ରାଶି ହେଉଛି କର୍କଟ । ରୋହିତ ଙ୍କର ଜାତକରେ 10ମ ସ୍ଥାନରେ ଥିବା ଗ୍ରହରେ ସୂର୍ଯ୍ୟ, ଚନ୍ଦ୍ର, ସୂର୍ଯ୍ୟ ରହିଥାନ୍ତି । ତାଙ୍କର କ୍ଯାରିୟର ଭଲ ଚାଲିଛି ଓ ଆଗକୁ ମଧ୍ୟ ଭଲ ରହିବ ବୋଲି ସେ କହିଛନ୍ତି ।
ଏହା ଛଡା ଷ୍ଟାର ବ୍ୟାଟର ବିରାଟ, ସ୍ପିନ ଓ ବୋଲୋର ଜସପ୍ରୀତ ବୁମରା ଙ୍କର ଜାତକରେ ଶୁଭ ଫଳ ରହିଛି । ଏଣୁ ନିୟୁଜଲ୍ୟାଣ୍ଡ ବିରୁଦ୍ଧରେ ଭାରତ ଭଲ ପ୍ରଦର୍ଶନ କରିବା ବୋଇ କହିଛନ୍ତି ରୁଷିକାନ୍ତ ମିଶ୍ର । ତେବେ ଦେଖାଯାଉ ଜ୍ଯୋତିଷ ରୁଷିକାନ୍ତ ଙ୍କ ଏହି ଭବିଷ୍ୟ ବାଣୀ ସତ ହେଉଛି ନା ଏହା ଏକ ଅପପ୍ରଚାର । ତାହା ତ ସମୟ କହିବ । ତେବେ ଆଜିର ମ୍ଯାଚ ଦମଦାର ହେବାକୁ ଥିବା ବେଳେ ଦୁଇ ଟିମ ଏହି ମ୍ଯାଚ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।