Jyotish Shashtra: ପ୍ରେମ ସମ୍ପର୍କରେ କେବେ ବି ମିଛ କୁହନ୍ତି ନି ଏହି 2 ନାମର ଝିଅ

ବନ୍ଧୁଗଣ ରାଶିଫଳ ଏକ ଏପରି ବିଷୟ ଯାହାକୁ କି ମଣିଷ ବିଶ୍ୱାସ କରିଥାନ୍ତି ତ ପୁଣି କିଛି ଲୋକ ବିଶ୍ୱାସ କରି ମଧ୍ଯ ନଥାନ୍ତି । ଯେଉଁ ମାନେ ବିଜ୍ଞାନ କୁ ମାନି କହିଥାନ୍ତି କି ଏ ସବୁ କିଛି ଅନ୍ଧ ବିଶ୍ବାସ ଅଟେ, ସେମାନେ ମଧ୍ଯ କେବେ ନା କେବେ ରାଶିଫଳ ପଢ଼ି ଦେଇଥାନ୍ତି । ଏପରିରେ ଅନେକ ଥର ଦେଖାଯାଏ କି ଯେତେବେଳେ କୌଣସି ମଣିଷ ସହ କିଛି ଖରାପ୍ ହୋଇଥାଏ, ସେତେବେଳେ ସେ ବ୍ୟକ୍ତି ସର୍ବପ୍ରଥମେ ନିଜର ଭାଗ୍ୟ କୁ ହିଁ ଦୋଷ ଦେଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ମାନଙ୍କ ଅନୁସାରେ କିଛି ଏପରି ନାମ ରହିଛି ଯେଉଁ ନାମର ବ୍ୟକ୍ତି ଙ୍କ ର ସ୍ଵଭାବ ଅନ୍ୟ ମାନଙ୍କ ଠାରୁ କିଛି ଭିନ୍ନ ହୋଇଥାଏ । ଏପରି ରେ ପୁଣି ଝିଅ ମାନଙ୍କର ସ୍ଵଭାବ ବିଷୟ ରେ ଆକଳନ କରିବା ପ୍ରାୟତଃ ଅସମ୍ଭବ ହୋଇଥାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ର ଗଣନା ଅନୁସାରେ କିଛି ଅକ୍ଷର ନାମର ଝିଅ ମାନେ ଖୁବ ଭଲ ହୋଇଥାନ୍ତି ।

ଏପରିକି ଏମାନେ ମିଛ ମଧ୍ୟ କହି ନଥା’ନ୍ତି । ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମ R ଅକ୍ଷରୁ ଆରମ୍ଭ ହୋଇଥାଏ, ସେମାନେ ଖୁବ ଭଲ ସ୍ଵଭାବ ର ହୋଇଥାନ୍ତି । ଏହି ଝିଅ ମାନେ କେବେ ମଧ୍ୟ କୌଣସି ଭୁଲ କାମ କରି ନଥାନ୍ତି । କିନ୍ତୁ ଏମାନେ ଟିକେ ଚଞ୍ଚଳ ସ୍ଵଭାବର ହୋଇଥା’ନ୍ତି ।

ଏହି ଝିଅ ମାନେ ମିଛ କଥା କହି ନଥାନ୍ତି, ଏମାନେ କେବଳ ସେହି ସ୍ଥାନ ରେ ମିଛ କୁହନ୍ତି ଯେଉଁଠାରେ କି ପରିସ୍ଥିତି ଅନୁସାରେ ଆବଶ୍ୟକ ହୋଇଥାଏ । ବା ଏପରି ସ୍ଥାନରେ ଯେଉଁ ଠାରେ କି ମିଛ କହିବ ଦ୍ଵାରା କାହାର ଭଲ ହୋଇଥାଏ । ଏହି ଝିଅ ମାନେ କେବେ ମଧ୍ୟ କାହା ମନ କୁ କଷ୍ଟ ଦେଇ ନଥାନ୍ତି । ସବୁବେଳେ ସମସ୍ତଙ୍କୁ ଖୁସି ଦେବା ପାଇଁ ଏମାନେ ଚିନ୍ତା କରିଥାନ୍ତି ।

ଦ୍ଵିତୀୟ ଅକ୍ଷର ଟି ହେଉଛି ଇଂରାଜିର B ଅକ୍ଷର ରେ ଯେଉଁ ଝିଅ ମାନଙ୍କର ନାମ ପଡିଥାଏ, ସେହି ମାନେ ମଧ୍ୟ ଖୁବ ଭଲ ହୋଇଥାନ୍ତି । ଏମାନେ ସବୁବେଳେ ସତ କହିବ ତଥା ସତ ରାସ୍ତାରେ ହିଁ ଯିବାକୁ ଜୀବନରେ ଇଛା କରିଥାନ୍ତି । ଏମାନେ କେବେ ମଧ୍ୟ କାହାକୁ କଷ୍ଟ ଦେଇ  ନଥାନ୍ତି । ସବୁବେଳେ ସମସ୍ତ ଙ୍କର ମନ ଜାଣି କମ ମଧ୍ୟ କରିଥାନ୍ତି ।

ସବୁବେଳେ ସତ୍ଯର ଶାଠ ଦେଇଥାନ୍ତି । ଏହି କାରଣ ରୁ ସମସ୍ତେ ଏହି ମାନଙ୍କୁ ପସନ୍ଦ ମଧ୍ୟ କରିଥାନ୍ତି । ଓ ଏମାନେ ସମସ୍ତ ଙ୍କର ପ୍ରିୟ ହୋଇ ରହିଥାନ୍ତି । ସମସ୍ତେ ଏମାନଙ୍କ ପାଖରେ ରହିବାକୁ ଇଛା କରିଥାନ୍ତି । ତେବେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ