ଜ୍ଵାଇଁ ଦେଖି ଯାଇଥିଲେ ହେଲେ ଶବ ହୋଇ ଫେରିଲେ! ସମ୍ପୁର୍ଣ୍ଣ ଖବର ଜାଣି ମୁଣ୍ଡରେ ହାତ ଦେବେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବାପା ମନରେ କେତେ ଯେ ଆଶା ଆଉ ସ୍ଵପ୍ନ ରହିଥାଏ । ହେଲେ ଆଜି ଜଣେ ବାପାଙ୍କ ସ୍ଵପ୍ନ ଭାଙ୍ଗି ଯାଇଛି ଆଶା ନଷ୍ଟ ହୋଇଯାଇଛି । ସ୍ଵପ୍ନ ଆଶା କଣ ଆଜ୍ଞା ସେହି ବାପାଙ୍କ ଜୀବନ ହିଁ ଚାଲିଯାଇଛି । ଝିଅ ପାଇଁ ଖୁସି ଆଣିବା ପାଇଁ ଯାଇଥିଲେ ଝିଅକ ପାଇଁ ଭଲ ବରଟିଏ ଖୋଜିବା ପାଇଁ ଯାଇଥିଲେ ଆଉ ନିଜେ ହଜିଗଲେ ଅଫେରା ରାଇଜରେ । ଅଧାବାଟରେ ଚାଲିଗଲା ଜୀବନ ଝିଅ ପାଇଁ ଜ୍ଵାଇଁ ଠିକ କରିବାର ସ୍ଵପ୍ନ ସାଜିଲା ବଇରୀ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସୂଚନା ଅନୁଯାୟୀ ଦଶପଲା ଗଣିଆ ଥାନା ଅନ୍ତର୍ଗତ କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ ସାମ୍ନାରେ ଘଟି ଯାଇଛି ଦୁ-ର୍ଘ-ଟ-ଣା । ଖଣ୍ଡପଡା ଲକ୍ଷ୍ମୀ ପ୍ରସାଦ ଗ୍ରାମର ମହେଶ୍ଵର ବେହେରା ନିଜ ଝିଅର ବାହାଘର ପାଇଁ ପୁଅ ଦେଖିବାକୁ କିଶିର ପ୍ରସାଦ ଗ୍ରାମକୁ ଆସିଥିଲେ । ପ୍ରସ୍ତାବ ଦେଖିବା ପରେ ଚାଲିଚାଲି ରାସ୍ତାପାର ହେଉଥିଲେ ।

ହେଲେ ଦୃତ ଗତିରେ ଆସୁଥିବା ଗାଡି ମହେଶ୍ଵରଙ୍କୁ ଏତେ ଜୋରେ ଧକ୍କା ଦେଇଥିଲା କି ସେହି ଘଟଣା ସ୍ତଳରେ ହିଁ ମହେଶ୍ଵରଙ୍କ ଜୀବନ ଚାଲିଯାଇଥିଲା । ମହେଶ୍ଵରଙ୍କ ମୃ-ତ୍ୟୁ ଖବର ପାଇବା ମାତ୍ରେ ପରିବାର ଲୋକେ ସେହି ସ୍ଥାନକୁ ଧାଇଁ ଆସିଥିଲେ ଆଉ ରାସ୍ତା ମଝିରେ କାନ୍ଦ ବୋବାଳି ପକାଇଥିଲେ । ଝିଅ ବାହାଘର ପାଇଁ ପୁଅ ଦେଖିବାକୁ ଆସିଥିବା ବାପା ଆଉ କିଛି ଦିନ ପରେ ଝିଅକୁ ସବାରିରେ ଶାଶୁ ଘର ପଠାଇ ଥାନ୍ତେ ।

ହେଲେ ନିଜେ ଚାଲିଗଲେ କୋକେଇରେ । ସତରେ ଏହା କେତେ ଯେ କଷ୍ଟ ଆଣି ଦେଉଛି ମନରେ । ଭଗବାନ ଏତେ ନିଷ୍ଠୁର କେମିତି ହେଲ ଏଭଳି କିଛି କହି ତାଙ୍କ ଘର ଲୋକଙ୍କ ଛାତି ଫାଟି ଯାଉଛି । ବାପାରେ ଧନରେ କୁଆଡେ ଗଲୁ କଣ କଲୁ କହି ଘର ଲୋକେ ଚିତ୍କାର କରି ଛାତି ଫଟାଇ ରାସ୍ତା ମଝିରେ ଗାଡି ଯାଉଛନ୍ତି ।

ଆଉ ଆଫେରା ରାଇଜକୁ ଚାଲିଯାଇଥିବା ମହେଶ୍ଵର କାହାର କଥା ବି ଶୁଣୁ ନାହାନ୍ତି ଆଉ ଉଠୁ ନାହାନ୍ତି ଆଉ ସେ କେବେ ମଧ୍ୟ ଝିଅ ବାହାଘର ସ୍ଵପ୍ନ ଦେଖିବାକୁ ରହିଲେ କି ଆଉ କେବେ ବି ଝିଅ ପାଇଁ ବରପାତ୍ର ଖୋଜିବା ପାଇଁ ଯିବେ ନାହିଁ । ଏହା ତାଙ୍କ ଝିଅ ଏବଂ ପରିବାର ଲୋକଙ୍କ ମାନତରେ କେତେ ଯେ ଦୁଃଖ ଆଣିଦେଇଥିବା ତାହାର କଳନା ଆମେ କେବେ ମଧ୍ୟ କରିପାରିବା ନାହିଁ । ଏଭଳି ଏକ ଦୁଃଖଦ ଘଟଣା ସମ୍ପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ରହିବ ତାହା ଆମକୁ ନିହାତି ଭାବରେ ଜଣାନ୍ତୁ ।