+୨ ପାସ ଛାତ୍ର କରନ୍ତୁ ଆବେଦନ, ଗ୍ରାମ ରୋଜଗାର ସେବକ ପଦରେ ଭର୍ତ୍ତି, ଜାଣନ୍ତୁ ସବିଶେଷ ତଥ୍ୟ

ଜିଲ୍ଲା ଗ୍ରାମୀଣ ବିକାଶ ଏଜେନ୍ସି ମୟୂରଭଞ୍ଜ ଓଡିଶା ଗ୍ରାମ ରୋଜଗାର ସେବା ଖାଲି ପଦରେ ଅନୁଭବି ଛାତ୍ରମାନଙ୍କୁ ଭର୍ତ୍ତି କରିବା ପାଇଁ ଏକ ସୂଚନା ଜାରି କରିଛନ୍ତି । ଯଦି ଆପଣ ବି +୨ ପାସ କରିଛନ୍ତି ଓ ଅନୁଭବି ଅଛନ୍ତି ଓ ଏକ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହି ପଦ ଗୁଡିକ ପାଇଁ ଆପଣ ଆବେଦନ କରି ପାରିବେ । ଏହିଭଳି ଚାନ୍ସ ପୁଣିଥରେ ଆପଣଙ୍କୁ ମିଳିବ ନାହିଁ । ସେଥିପାଇଁ ଜଲ୍ଦି ହିଁ ଆବେଦନ କରନ୍ତୁ ।

ଏହି ସରକାରୀ ଚାକିରିକୁ ନିଜର କରି ସମସ୍ତ ସ୍ଵପ୍ନକୁ ପୁରା କରନ୍ତୁ । ବର୍ତ୍ତମାନ ହିଁ ଏହି ସରକାରୀ ପଦ ଗୁଡିକ ପାଇଁ ଆବେଦନ କରନ୍ତୁ ଓ ବର୍ତ୍ତମାନ ଲକଡାଉନ ସମୟ ମଧ୍ୟରେ ସରକାରୀ ଚାକିରି କରନ୍ତୁ ।

ମହତ୍ଵପୂର୍ଣ ସୂଚନା

ପଦର ନାମ – ଗ୍ରାମ୍ୟ ରୋଜଗାର ସେବକ

ମୋଟ ପଦ ସଂଖ୍ୟା – ୪୨

ଅନ୍ତିମ ତାରିଖ – ୧୦ – ୦୭ – ୨୦୨୦

ଜିଲ୍ଲା ଗ୍ରାମୀଣ ବିକାଶ ଏଜେନ୍ସି ମୟୂରଭଞ୍ଜ ଓଡିଶା ସରକାରଙ୍କ ଭର୍ତ୍ତିର ବିବରଣ ୨୦୨୦

ଆୟୁ ସୀମା – ଆବେଦନ କାରୀମାନଙ୍କ ବୟସ ୧୮ ବର୍ଷ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଦରକାର । ଆରକ୍ଷିତ ବର୍ଗର ଲୋକମାନଙ୍କ ଆୟୁ ସୀମା ନିର୍ଧାରିତ କରା ଯାଇ ନାହିଁ ।

ସ୍ୟାଲେରୀ – ଯେଉଁ ଆବେଦନକାରି ମାନଙ୍କ ଚୟନ ଏହି ପଦ ପାଇଁ କରା ଯାଉଛି ତାଙ୍କୁ ୭୦୦୦ ଟଙ୍କା ସ୍ୟାଲେରୀ ଦିଆଯିବ ।

ଯୋଗ୍ୟତା – ଆବେଦନକାରୀକୁ କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ +୨ ପାସ କରିଥିବା ସାର୍ଟିଫିକେଟ ମିଳିଥିବା ଦରକାର ।

କେମିତି କରିବେ ଆବେଦନ

ପ୍ରାର୍ଥୀମାନେ ଆବେଦନ ଫର୍ମର ନିର୍ଦ୍ଧାରିତ ଫର୍ମାଟରେ ଡକ୍ୟୁମେଣ୍ଟ୍ ଏବଂ ଆବଶ୍ୟକ ପ୍ରମାଣପତ୍ରର ସାର୍ଟିଫିକେଟ୍ କପି ସହିତ ଆବେଦନ କରିପାରିବେ | ଆବେଦନକାରି ଆବେଦନ କରିବା ସମୟରେ ସମସ୍ତ ସୂଚନା ଓ ବିବରଣକୁ ଧ୍ୟାନର ସହ ଭର୍ତ୍ତି କରିବାକୁ ଅନୁରୋଧ କରା ଯାଇଛି ।