ଘରେ ବସି ବସି ଆପଣ ବୋର ହୋଇ ଯାଉଥିବେ କିମ୍ବା ବେଳେ ବେଳେ ଅଫିସରେ କାମ ନ ଥିଲେ ବି ବୋର ଲାଗୁଥିବ, ତେବେ ଲୋକମାନେ ଏହା ମଧ୍ୟରେ ଏମିତି କିଛି କାମ କରିବାକୁ ପସନ୍ଦ କରନ୍ତି କିମ୍ବା ପଢିବାକୁ ପସନ୍ଦ କରନ୍ତି ଯାହା ଦ୍ଵାରା ତାଙ୍କର ମୁଡ ଫ୍ରେସ ହୋଇଯାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଭାଇରାଲ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢି ଆପଣଙ୍କ ହସ ଅଟକିବ ନାହିଁ । ଏହି ଜୋକ୍ସ ଗୁଡିକ ଇଣ୍ଟର୍ନେଟରେ ବହୁତ ଭାଇରାଲ ହେଉଛି ।
ପ୍ରଥମ ଜୋକ୍ସ
‘ରାହୁଲ ବାବା ୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ
କିମ୍ବା ସଲମାନ ଖାନଙ୍କ ବିବାହ ପ୍ରଥମେ ହବ’
ଏହି କଥାକୁ ନେଇ ପାଞ୍ଚ ଜଣ ପୁଅ ଜୁଆ ଖେଳୁଥିବାର ଧରା ପଡିଲେ ।
କିନ୍ତୁ ପୋଲିସ ଛୋଟ ପିଲା ଭାବି ତାଙ୍କୁ ଛାଡି ଦେଲେ!!!!
ଦ୍ଵିତୀୟ ଜୋକ୍ସ
‘ମା ସୁରେଶକୁ ଗାଳି ଦେଇ କହିଲେ କି – ସୁରେଶ ତୁମେ ବହୁତ ଦୁଷ୍ଟାମି କରୁଛ ଓ ତୁମେ ମାଙ୍କଡ ଭଳି ଲାଗୁଛ ।
ସୁରେଶ କହିଲା – ନା ମା ! ଆପଣ ମିଛ କହୁଛନ୍ତି ।
ପଡୋଶୀ ଆଣ୍ଟି ତ କହୁଥିଲେ କି ତୁମର ଚେହେରା ବିଲକୁଲ ତୁମର ବାପାଙ୍କ ସହ ମିଶୁଛି ।‘
ତୃତୀୟ ଜୋକ୍ସ
ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିଲା ।
ତାକୁ ଏକ ଶବ୍ଦ ଶୁଣିବାକୁ ମିଳିଲା କି ‘ଛିଡା ହୋଇ ଯାଅ’ ଓ ସେ ଛିଡା ହୋଇଗଲା ।
ତେବେ ତାହା ପାଖ ଦେଇ ଏକ ଟ୍ରକ ଗଲା ଓ ତାହାର ଜୀବନ ବଞ୍ଚିଗଲା ।
ଏହା ପରେ ସେ ସେହି ଶବ୍ଦକୁ ଧନ୍ୟବାଦ କହି ସେଠୁ ଚାଲିଗଲା ।
କିଛି ଦିନ ପରେ ସେହି ବ୍ୟକ୍ତି ଜଣକ ପାହାଡ ରାସ୍ତା ଦେଇ ଯାଉଥିଲା ।
ପୁଣି ଥରେ ଆବାଜ ଆସିଲା କି ‘ଛିଡା ହୋଇ ଯାଅ’ ।
ଯେମିତି ସେ ଛିଡା ହୋଇ ଯାଇଛି, ତେବେ ତାହା ଆଗରେ ଏକ ପଥର ଖସି ପଡିଲା ।
ତାହାର ଜୀବନ ବଞ୍ଚିଗଲା ।
ବ୍ୟକ୍ତି ଜଣକ ଧନ୍ୟବାଦ କହି ପଚାରିଲା କି ଆପଣ କିଏ, ଯିଏ ବାରମ୍ବାର ମୋର ଜୀବନ ବଞ୍ଚାଉଛନ୍ତି ? ମୋ ବିବାହ ସମୟରେ କେଉଁଠି ଥିଲେ ।
ଶୂନ୍ୟରୁ ଆବାଜ ଆସିଲା କି, ମୁଁ ସେହି ସମୟରେ ବି ଆବାଜ ଦେଇ ଥିଲି । ଏବେ DJ ବଜାଇ ନିଅ କିମ୍ବା ଆବାଜ ଶୁଣ ।
ଚତୁର୍ଥ ଜୋକ୍ସ
ଗ୍ରାମର ପତ୍ନୀ ନିଜର ସ୍ଵାମୀକୁ ମାରୁ ଥିଲା !
ପଡୋଶୀ କହିଲା – କାହିଁକି ବିଚରାକୁ ମାରୁଛ ?
ପତ୍ନୀ କହିଲା – ବିଚରା ନୁହେଁ, ମୁଁ ଫୋନ କରିଥିଲି ତ ଗୋଟିଏ ଝିଅ କହିଲା କି,
ଯେଉଁ ବ୍ୟକ୍ତି ସହ ଆପଣ ସମ୍ପର୍କ କରିବାକୁ ଚାହୁଁଛନ୍ତି ସେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ।
ପଞ୍ଚମ ଜୋକ୍ସ
ଆଜିକାଲି ଜନତା ସିବିଆଇ ଓ ସୁପ୍ରିମ କୋର୍ଟ ଉପରେ ବିଶ୍ଵାସ କରୁ ନାହାନ୍ତି
ଓ ଆମେ ପିଲାଦିନରେ ‘ଆଦା ପାଦା କିଏ ପାଦା’ କହି ଚୋରକୁ ଧରି ଦେଉ ଥିଲୁ ।
ଷଷ୍ଠ ଜୋକ୍ସ
ସାନ୍ତା ଶୌଚାଳୟରେ ବସି ଥିଲା ।
ସାମ୍ନାରେ ଲେଖା ହୋଇଥିଲା କି – ଦୟା କରି ଅଧିକରୁ ଅଧିକ ପାଣିର ବ୍ୟବହାର କରନ୍ତୁ ।
ଏହା ପଢି ସାନ୍ତା ବସି ବସି ଚାରି ଡବା ପାଣି ପିଇ ଦେଲା ।
ସପ୍ତମ ଜୋକ୍ସ
ଯୁବକ ନିଜର ଗର୍ଭବତୀ ଗର୍ଲଫ୍ରେନ୍ଡକୁ ଡାକ୍ତର ପାଖକୁ ନେଇ ଗଲା …
ଯୁବକ – ସାର ମୋର ଗର୍ଲଫ୍ରେନ୍ଡ ଗର୍ଭବତୀ ହୋଇ ଯାଇଛି । କିନ୍ତୁ ମୁଁ ସାବଧାନ ଥିଲି ।
ଡାକ୍ତର – ଗୋଟିଏ କାହାଣୀ କହୁଛି, ଗୋଟିଏ ଶିକାରୀ ଦିନେ ଜଙ୍ଗଲକୁ ବନ୍ଧୁକ ଜାଗାରେ ନିଜର ଛତା ନେଇଗଲା । ଅଚାନକ ସିଂହ ସାମ୍ନାକୁ ଆସିଗଲା । ତେବେ ସେ ଛତା ଖୋଲିଲା ଓ ସିଂହକୁ ଗୁଳି ମାରି ଦେଲା । ସିଂହ ମରିଗଲା ।
ଯୁବକ – ଗୁଳି ଅନ୍ୟ କେହି ମାରିଥିବେ ।
ଡାକ୍ତର – ଠିକ କହିଛ
ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।