ଆଇଏଏସ ଇଣ୍ଟେରଭିୟୁରେ ପଚରାଗଲା- ନାମ ନ ନେଇ ଲଗାତାର ପଡୁଥିବା ତିନି ଦିନର ନାମ କୁହ

ଆମେ ସମସ୍ତେ ଜାଣିଛେ କି ସିବିଲ ସେବାର ପରୀକ୍ଷା ବହୁତ କଠିନ ହୋଇଥାଏ । ଏଥିରେ ପାର୍ଥୀମାନଙ୍କୁ ଇଣ୍ଟରଭିୟୁ ଦେବାକୁ ପଡିଥାଏ ଏବଂ ଏଥିରେ ପାସ କରିଥିବା ବ୍ୟକ୍ତିଙ୍କୁ ହିଁ ଚୟନ କରାଯାଇ ଥାଏ । ଏଥିରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ସମସ୍ତେ ଦେଇ ପାରିନଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏମିତି ପ୍ରଶ୍ନ ଆଣିଛୁ ଯାହା ଏହି ଭଳି ପରୀକ୍ଷାରେ ପଚରାଯାଇ ସାରିଛି । ତାହେଲେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ବିଷୟରେ ।

ପ୍ରଶ୍ନ – ୧

କଣ ଆପଣ ବୁଧବାର, ଶୁକ୍ରବାର ଏବଂ ରବିବାର ନାମ ନ ନେଇ ତିନୋଟି ଲଗାତାର ପଡୁଥିବା ଦିନର ନାମ ନେଇ ପାରିବେ ?

ଉତ୍ତର

ପ୍ରଶ୍ନରୁ ଏହାର ଉତ୍ତର ଅସମ୍ଭବ ବୋଲି ଲାଗୁଛି । କିନ୍ତୁ ଯଦି ଏଭଳି ପ୍ରଶ୍ନ ପଚରା ଯାଇଛି ତାହେଲେ ତାର ଉତ୍ତର ମଧ୍ୟ ନିହାତି ଥିବ । ଏହାର ଉତ୍ତର ହେଉଛି କାଲି, ଆଜି ଏବଂ କାଲି ।

ପ୍ରଶ୍ନ – ୨

ଯଦି ୨ଟି ଏକ କମ୍ପାନୀ ଅଟେ ଏବଂ ୩ଟି ଭିଡ, ତେବେ ୪ ଏବଂ ୫ କଣ ହେବ ?

ଉତ୍ତର

ଏହି ପ୍ରଶ୍ନ ଶୁଣିବା ପରେ ଆପଣ କହିବେ କି ଏହି ପ୍ରଶ୍ନ ଭୁଲ ଅଛି କିମ୍ବା ଅଧା ଅଛି । ଯଦି ଆପଣ ଏହି ପ୍ରଶ୍ନ କୌଣସି ବ୍ୟକ୍ତିଙ୍କୁ ପଚାରିବେ ତାହେଲେ ସିଏ ଆପଣଙ୍କୁ ପାଗଳ ବୋଲି କହିବ କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ଏହାର ମଧ୍ୟ ଉତ୍ତର ଅଛି । ଏହାର ସଠିକ ଉତ୍ତର ହେଉଛି ୯ । କାରଣ ୪ ଏବଂ ୫ ସବୁବେଳେ ୯ ହିଁ ହୋଇଥାଏ ।

ପ୍ରଶ୍ନ – ୩

ଅଧା ସେଓ ଭଳି କଣ ଦେଖାଯାଇ ଥାଏ ?

ଉତ୍ତର

ଏହି ପ୍ରଶ୍ନ ଶୁଣିବା ପରେ ମଧ୍ୟ ଆପଣ ବହୁତ ଚିନ୍ତାରେ ପଡିଯିବେ କି ଏହାର ଉତ୍ତର କଣ ହେବ । ଏହାର ଉତ୍ତର ହେଉଛି ଅଧା ସେଓ ଅନ୍ୟ ଏକ ଅଧା ସେଓ ଭଳି ଦେଖା ଯାଇଥାଏ ।

ପ୍ରଶ୍ନ – ୪

ବେ ଅଫ ବେଙ୍ଗଲ କେଉଁ ଷ୍ଟେଟରେ ଅଛି ?

ଉତ୍ତର

ଏହାର ସଠିକ ଉତ୍ତର ହେଉଛି ଲିକ୍ୟୁଡି ଷ୍ଟେଟ ରେ ।

ପ୍ରଶ୍ନ – ୫

ଆପଣ ଗୋଟିଏ କଞ୍ଚା ଅଣ୍ଡାକୁ ଏକ କଠିନ ପୃଷ୍ଠରେ କେମିତି ଛାଡିଦେବେ ଯାହାଦ୍ୱାରା ଏହା ଫାଟିବ ନାହିଁ ?

ଉତ୍ତର

କଠିନ ପୃଷ୍ଠ ଅଣ୍ଡା ଦ୍ଵାରା ଭାଙ୍ଗିବ ନାହିଁ ଆପଣ ଏହାକୁ ଯେମିତି ବି ଛାଡନ୍ତୁ । ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।