ଶ୍ରାବଣ ମାସରେ ପାଣି ନେଇ ଯାଉଥିବା ବେଳେ କେଉଁ ପାପ ପାଇଁ ଚାଲି ଯାଇଛି 5 କାଉଡିଆ ଙ୍କ ଜୀବନ ?

ଅଧାରେ ରହିଗଲା ଶିବ ଦର୍ଶନ ? ଝୁଲିଥିଲା ବିଦ୍ୟୁତ ତାର । କାହିଁଙ୍କି ରାଗିଲେ ଶିବ ଶମ୍ବୁ ? କେଉଁ ଭୁଲ ପାଇଁ ଚାଲିଗଲା 5 କାଉଡିଆଙ୍କ ଜୀବନ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି ଆଉ ଭକ୍ତ ମାନେ ବୋଲବମ ଯାତ୍ରା ଆରମ୍ଭ କରିଦେଇଛନ୍ତି । ମହାଦେବଙ୍କର ସବୁ ଦେବତାଙ୍କ ଗଣରେ ବିଶେଷ ସ୍ଥାନ ଅଛି । ସୋମବାର ଦିନ ଶିବ ପ୍ରଭୁଙ୍କ ଦିନ ଅଟେ । ଭଗବାନ ଶିବ ବହୁତ ଦୟାଳୁ ଅଟନ୍ତି କିନ୍ତୁ ରାଗିଲେ ତାଙ୍କର ତୃତୀୟ ନୟନ ଖୋଲିଯାଏ ।

ଯାହା ପ୍ରଳୟର କାରଣ ହୋଇଥାଏ । ମହାଦେବଙ୍କ ରାଗ ବହୁତ ଭୟଙ୍କର ଅଟେ । ସେ ହେଉଛନ୍ତି ଦେବ ଦେବ ମହାଦେବ ଓ ତିନି ଲୋକର ଶ୍ରେଷ୍ଠ ଦେବତା । ଶିବ ପୁରାଣ ଅନୁଯାୟୀ ଯେଉଁ ଲୋକ ଭାବି ଚିନ୍ତି ପାପ କରିଥାଏ ଭଗବାନ କେବେ ତାଙ୍କୁ କ୍ଷମା କରନ୍ତି ନାହିଁ । ଯଦି ଆପଣ ଅଜାଣତରେ ପାପ କରିଛନ୍ତି ତେବେ ହୁଏ ତ ଭଗବାନ କ୍ଷମା କରିପାରନ୍ତି । କାଉଡିଆ ମାନେ ବେଶ ଆନନ୍ଦରେ ବାହାରିଥିଲେ ଶିବଙ୍କ ମଥାରେ ଜଳ ଲାଗି କରିବା ପାଇଁ ।

କିନ୍ତୁ କିଏ ବା ଜାଣିଥିଲା ମହାଦେବଙ୍କ ପାଖରେ ସେ ଆଉ ପହଞ୍ଚି ପାରିବେ ନାହିଁ ଆଉ ଏଟା ତାଙ୍କର ଶେଷ ଯାତ୍ରା ବୋଲି । ମହାଦେବଙ୍କ ନିକଟରୁ ପାଣି ନେଇ ଯାଉଥିବା ସମୟରେ 5 କାଉଡିଆଙ୍କ ଅକାଳରେ ଚାଲିଯାଇଛି ଜୀବନ । ଗତ କାଲି ସନ୍ଧ୍ୟାରେ କାଉଡିଆ ମାନେ ହରିଦ୍ଵାର ଗଙ୍ଗା ନଦୀରୁ ପାଣି ନେଇ ଯାଉଥିଲେ । ରାଲି କରି ବାହାରି ପଡିଥିଲେ ଜଳ ଲାଗି କରିବା ପାଇଁ ।

ସୂଚନା ଅନୁଯାୟୀ ମିରଟ ର ରାଲି ନିକଟରେ କାଉଡିଆ ମାନେ ଶନିବାର ସନ୍ଧ୍ୟା ପ୍ରାୟ 8ଟା ସମୟରେ ଗାଁ ରେ ପହଞ୍ଚି ଥିଲେ । ଉଚ୍ଚ ଡିଜେ ସାଉଣ୍ଡ ସହ କାଉଡିଆ ମାନେ ଗାଁ ରେ ପ୍ରବେଶ କରିବା ସହ ରାସ୍ତା କଡରେ ଥିବା ହାଇ ଭୋଲେଟେଜ ତାର ଡିଜେ ସଂସ୍ପର୍ଶରେ ଆସିବାରୁ ଟାଙ୍କର ଜୀବନ ଚାଲିଯାଇଛି । ଏହା ପରେ କେହି କିଛି କିଛି ବୁଝିବା ଆଗରୁ ଜଣଙ୍କ ପରେ ଜଣେ କାଉଡିଆ ମାନେ ପ୍ରାଣ ହରାଇଥିଲେ ।

କେହି କେହି ପାୱାର ହାଉସକୁ ଡାକି ବନ୍ଦ କରିବାକୁ ଅନୁରୋଧ କରିଲେ କିନ୍ତୁ ଏହି ଶୁଣି ଥିଲେ । ଆଉ ତାପ ରେ 5 ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିଲା । 20ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି ଓ 4 ଜଣଙ୍କୁ ମୃତ ଘୋଷଣା କରା ଯାଇଛି । 5 ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣଙ୍କର ବସ୍ତା ସଂକଟାପନ୍ନ ଅଛି ।

ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମେରଟ ଜିଲ୍ଲା ରେ ରାଲି ଘାଟରେ । 11 କେବି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି 5 ଜଣ କାଉଡିଆ ପ୍ରାଣ ହରାଇଛନ୍ତି । ତେବେ କାହିଁକି ଏମିତି କାଉଡିଆଙ୍କ ସହ ହୋଇଥିଲା କଣ ମହାଦେବ ତାଙ୍କ ଉପରେ ରାଗିଥିଲେ ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।