ଜୀବନରେ କେବେ ବି ଅଲଗା ହୁଅନ୍ତି ନାହିଁ ଏହି 4 ଟି ନାମର ଯୋଡି- Jyotish Shastra

ପୁଅ ହେଉ ବା ଝିଅ ସମସ୍ତଙ୍କ ଜୀବନରେ ଏମିତି ଗୋଟେ ସମୟ ଆସିଥାଏ ଯେବେ ସେମାନେ ନିଜ ପାଇଁ ଏକ ଜୀବନସାଥି ଖୋଜିବାକୁ ଲାଗନ୍ତି । ସମସ୍ତଙ୍କର ଇଚ୍ଛା ଥାଏ କି ତାଙ୍କ ଜୀବନସାଥି ସବୁଠୁ ଭଲ ହୁଅନ୍ତୁ ଓ ପ୍ରେମିକ-ପ୍ରେମିକା ହୁଅନ୍ତୁ ବା ପତି-ପତ୍ନୀ ସମସ୍ତେ ଚାହାଁନ୍ତି କି ତାଙ୍କ ସାଥୀ ସବୁ ଦିନ ପାଇଁ ତାଙ୍କ ସାଥିରେ ରୁହନ୍ତୁ । କିନ୍ତୁ ବହୁତ ଯୋଡ଼ି ଏମିତି ଅଛନ୍ତି ଯେଉଁମାନେ ନିଜ ସମ୍ପର୍କକୁ ବେଶୀ ଦିନ ସମ୍ଭାଳି ରଖି ପାରନ୍ତି ନାହିଁ ଓ ଅନ୍ୟ ପଟେ ଏପରି ମଧ୍ୟ ଯୋଡ଼ି ଅଛନ୍ତି ଯେଉଁମାନେ ପ୍ରେମରେ ଜୀବନସାରା ସମ୍ପର୍କକୁ ନିଭାଇ ଥାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି ନାମର ଯୋଡ଼ି ବିଷୟରେ ଜଣାଇବୁ ଯେଉଁମାନେ ଜୀବନସାରା ନିଜ ସାଥିଙ୍କ ହାତ ଛାଡନ୍ତି ନାହିଁ ।

୧- K ଓ T ନାମର ଯୋଡ଼ି

ଏହି ନାମର ଯୋଡ଼ି ନିଜ ସାଥିଙ୍କୁ ଖୁବ୍ ପ୍ରେମ କରନ୍ତି ଓ ନିଜ ପ୍ରେମ ମଧ୍ୟରେ କାହାରିକୁ ମଧ୍ୟ ଆସିବାକୁ ଦିଅନ୍ତୁ ନାହିଁ । ଏମାନେ ନିଜ ସାଥିଙ୍କ ପ୍ରତି ବହୁତ ବିଶ୍ଵସ୍ତ ରୁହନ୍ତି ଓ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନିଜ ସାଥିଙ୍କୁ ଖୁବ୍ ପ୍ରେମ କରନ୍ତି । ଏମାନଙ୍କ ମନରେ ସାଥିଙ୍କୁ ଧୋକା ଦେବା ବିଷୟ କେବେ ଆସେ ନାହିଁ କି ଏମାନେ ନିଜ ସାଥିଙ୍କ ଠୁ ଦୂରେଇ ଯିବାକୁ କେବେ ମଧ୍ୟ ଚିନ୍ତା କରନ୍ତି ନାହିଁ ।

୨- B ଓ M ନାମର ଯୋଡ଼ି

ଏହି ନାମର ଯୋଡ଼ି ନିଜ ସାଥିଙ୍କୁ ନିଜ ଠୁ ମଧ୍ୟ ଅଧିକ ବିଶ୍ୱାସ କରନ୍ତି । ଏହି ଯୋଡ଼ି ମାନେ ନିଜ ଜୀବନ ସାଥିଙ୍କ ସହ କେବେ ମଧ୍ୟ ଧୋକା କରନ୍ତି ନାହିଁ ଓ ସାରା ଜୀବନ ନିଜ ସାଥିଙ୍କ ସହ ବିତାନ୍ତି । ଏମାନଙ୍କ ମଧ୍ୟରେ ପରସ୍ପର ପ୍ରତି ବହୁତ ବିଶ୍ୱାସ ଦେଖିବାକୁ ମିଳିଥାଏ ଓ ଏହି ବିଶ୍ୱାସ କାରଣରୁ ଏମାନଙ୍କ ସଂପର୍କ ସାରା ଜୀବନ ଅତୁଟ ରହିଥାଏ ।

୩- A ଓ S ନାମର ଯୋଡ଼ି

ପ୍ରେମ ମାମଲାରେ ଏହି A ଓ S ନାମର ଯୋଡ଼ି ମଧ୍ୟ ଖୁବ୍ ଭଲ ବୋଲି ମାନାଯାଏ । ଏମାନେ ନିଜ ସାଥିଙ୍କ ସହ ସାରା ଜୀବନ ରୁହନ୍ତି ଓ ନିଜ ସାଥିଙ୍କୁ ସମ୍ପୂର୍ଣ୍ଣ ହୃଦୟ ଦେଇ ଭଲ ପାଆନ୍ତି ଓ ତାଙ୍କୁ ଖୁବ୍ ଖୁସି ମଧ୍ୟ ରଖନ୍ତି । ଏମାନେ ସାରା ଜୀବନ ପରସ୍ପରର ସହ ରୁହନ୍ତି ଓ ନିଜ ସାଥିଙ୍କୁ ଖୁବ୍ ଭରସା ମଧ୍ୟ କରନ୍ତି ଓ ନିଜ ସାଥିଙ୍କ ଠୁ କୌଣସି କଥା ମଧ୍ୟ ଲୁଚାଇ ରଖନ୍ତି ନାହିଁ ।

୪- R ଓ P ନାମର ଯୋଡ଼ି

ଏହି R ଓ P ନାମର ଯୋଡ଼ି ମଧ୍ୟ ନିଜ ସାଥଙ୍କୁ ବହୁତ ଅଧିକ ପ୍ରେମ କରନ୍ତି ଓ ତାଙ୍କ ପାଇଁ କିଛି ବି କରିବାକୁ ମଧ୍ୟ ପ୍ରସ୍ତୁତ ରୁହନ୍ତି । ଏହି ନାମର ଯୋଡ଼ି ପରସ୍ପରକୁ କେବେ ମଧ୍ୟ ସନ୍ଦେହ କରନ୍ତି ନାହିଁ ଓ ପରସ୍ପର ଉପରେ ଖୁବ୍ ଭରସା କରନ୍ତି । ଏହି କାରଣରୁ ଏମାନଙ୍କ ସମ୍ପର୍କ ବର୍ଷ ବର୍ଷ ଧରି ଅତୁଟ ରହିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।