ଯଦି ଆପଣଙ୍କ ଜୀବନରେ ଏହି ୩ଟି ସଙ୍କେତ ଦେଖାଦିଏ, ତେବେ ବୁଝିଯିବେ କି ଆପଣଙ୍କର ଭଲ ସମୟ ଆରମ୍ଭ ହୋଇଗଲା

ଘଟଣା ଓ ମଣିଷ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଏମିତିରେ କିଛି ଘଟଣା ଜୀବନରେ ଖୁସି ନେଇ ଆସିଥାଏ ତ କିଛି ଘଟଣା ହସୁଥିବା ପରିବାରକୁ ଭାଙ୍ଗି ଦେଇଥାଏ । ପ୍ରାୟତଃ ବ୍ୟକ୍ତି ନିଜ ଜୀବନରେ ଦେଖା ଦେଉଥିବା ବହୁତ ସଙ୍କେତକୁ ମାମୁଲି କିମ୍ବା ସାମାନ୍ୟ ବୁଝି ଅଣଦେଖା କରି ଦେଇଥାଏ କିନ୍ତୁ ଏହା ମଧ୍ୟରୁ ଏମିତି ବହୁତ ସଙ୍କେତ ଅଛି ଯାହା ଆସୁଥିବା ଭବିଷ୍ୟତକୁ ସୂଚିତ କରିଥାଏ ।

ଶାସ୍ତ୍ରରେ ଏହି କଥା ବିଷୟରେ ବର୍ଣନା କରାଯାଇଛି କି ଘଟଣା ଗୁଡିକ ମଣିଷକୁ ପରିସ୍ଥିତିର ଅନୁକୂଳ କିମ୍ବା ପ୍ରତିକୂଳ କରାଇଥାଏ । ଆଜିର ଏହି ଖାସ ଲେଖାରେ ଆମେ ଆପଣଙ୍କୁ ଏମିତି ୪ଟି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହା କିଛି ଘଟଣାର ସୂଚନା ଦେଇଥାଏ, ଯାହା ଆମର ଆସନ୍ତା ଶୁଭ ସମୟର ସଙ୍କେତ ଦେଇଥାଏ ।

ପକ୍ଷୀ ଘରେ ବସା କରିବା

Image courtesy: Google

ଘର ଚଟିଆ ଚଢେଇଙ୍କୁ ଶାସ୍ତ୍ରରେ ଶୁଭ ବୋଲି କୁହାଯାଇଛି । ମାନ୍ୟତା ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଘରେ ଘର ଚଟିଆ ବସା କରି ସେଠି ଛୁଆ ଦେଇଥାଏ ତେବେ ଏହା ଘର ପାଇଁ ବହୁତ ଖୁସିର ପ୍ରତୀକ ହୋଇଥାଏ । ଏହିଭଳି ସଙ୍କେତ ମିଳିବାର କିଛି ସମୟ ପରେ ହିଁ ଆପଣଙ୍କୁ ଶୁଭ ସମାଚାର ମିଳିବାକୁ ଲାଗିଥାଏ ଓ ଘରର ସବୁ ସମସ୍ୟା ଦୂର ହୋଇ ଯାଇଥାଏ । ସେଥିପାଇଁ ଘରେ ଘର ଚଟିଆ ବସା କରିବା ଆମ ପାଇଁ ଭଲ ସମୟର ସଙ୍କେତ ଅଟେ ।

ସକାଳ ସମୟରେ ବିଲେଇ ଛୁଆ ଦେଖିବା

Image courtesy: Google

ଯଦି କୌଣସି ମଣିଷକୁ ସକାଳେ ଉଠିବା ମାତ୍ରେ ହିଁ ବିଲେଇ ଛୁଆ ନଜର ଆସିଥାଏ ତେବେ ଏହା ତା’ ପାଇଁ ଓ ତାହାର ପରିବାର ପାଇଁ ଶୁଭ ସଙ୍କେତ ହୋଇଥାଏ । ଯଦି ଆପଣଙ୍କ ସହିତ ଏହିଭଳି ଘଟଣା ଘଟୁଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କର ଭଲ ସମୟ ବର୍ତ୍ତମାନ ଆସିବାର ଅଛି ।

ପିମ୍ପୁଡିମାନଙ୍କର ଦଳ ଘରେ ଦେଖିବା

Image courtesy: Google

କହିବାକୁ ଗଲେ ପ୍ରାୟତଃ ପିମ୍ପୁଡିମାନେ ଦଳ ହୋଇ ଗୋଟିଏ ଲାଇନରେ ଚାଲିଥାନ୍ତି । ଯଦି ଆପଣଙ୍କ ଘରେ କଳା ପିମ୍ପୁଡିର ଦଳ ଦେଖାଯାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସମୟର ଏକ ସଙ୍କେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ବହୁତ ଜଲ୍ଦି ଖୁସି ମିଳିବାର ଅଛି ଓ ଆପଣଙ୍କୁ ଧନ ପ୍ରାପ୍ତି ହେବାର ଅଛି । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।