Gk Questions & Answers- ଝିଅଟିର ଏମିତି କେଉଁ ଜିନିଷ ଯାହାକୁ ସେ ନିଜେ ମଧ୍ୟ ଦେଖି ପାରି ନଥାଏ ?

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଯେମିତିକି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ଲକଡାଉନ କାରଣରୁ ସ୍କୁଲ ବନ୍ଦ ଅଛି ଓ ପିଲାମାନଙ୍କର ପଢା ପଢୀରେ ବି ବାଧା ଆସୁଛି । ଆପଣ ମନେ ମଧ୍ୟ ଘରେ ବସି ବୋର ନିଶ୍ଚିନ୍ତ ହେଉଥିବେ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ମଜାଦାର ପ୍ରଶ୍ନ ନେଇ ଆସିଛୁ ଯାହା ଆପଣଙ୍କ ବୋରିଙ୍ଗ ସମୟକୁ ମଜାଦାର କରିଦେବ । ଏହା ସହ ଆପଣ ନିଜର ପିଲାମାନଙ୍କୁ କିଛି ଶିକ୍ଷା ମଧ୍ୟ ଦେଇ ପାରିବେ । ତେବେ ଚାଳନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଓ ତାହର ଉତ୍ତର ।

୧.ତାହା କଣ ଅଟେ ଯାହା ଗରିବ ମାନଙ୍କ ପାଖରେ ଥାଏ କିନ୍ତୁ ଧନୀ ମାନଙ୍କ ପାଖରେ ନ ଥାଏ?

ଉତ୍ତର-ଗରିବୀ।

୨.ତାହା କେଉଁ ପକ୍ଷୀ ଅଟେ ଯିଏ ନିଜର ଆତ୍ମହତ୍ୟା କରିଥାଏ?

ଉତ୍ତର-ଶୁତୁର ମୁର୍ଗ।

୩.କେଉଁ ମାସ ରେ ଲୋକ ମାନେ କମ ଶୋଇଥାନ୍ତି?

ଉତ୍ତର-ଫେବୃଆରୀ ମାସ ରେ।

୪.କୁକୁର ପାଟି ରେ କେତୋଟି ଦାନ୍ତ ଥାଏ?

ଉତ୍ତର-୩୨ ଟି।

୫.ଦୁନିଆ ରେ ସବୁଠାରୁ କମ ଜମି କେଉଁ ଦେଶ ପାଖରେ ଅଛି?

ଉତ୍ତର-ଭାଟିକାନ ସିଟି।

୬.ରାଷ୍ଟ୍ରପତି ଭବନ ଉପରେ କୌଣସି ଉଡାଯାହାଜ କଣ ପାଇଁ ଉଡି ନ ଥାଏ?

ଉତ୍ତର-ରାଷ୍ଟ୍ରପତି ଭବନ ର କୌଣସି କ୍ଷତି ନ ହେବା ପାଇଁ।

୭.କେଉଁ ଜୀବ କେବଳ ଭାରତ ରେ ହିଁ ଦେଖିବାକୁ ମିଳିଥାଏ?

ଉତ୍ତର-ଘଡ଼ିଆଳ।

୮.ଭାରତ ର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ଶିବ ମନ୍ଦିର ଦେଖିବାକୁ ମିଳିଥାଏ

ଉତ୍ତର-ବିହାର।

୯.କେଉଁ ଦେଶ ରେ ଜଣେ ହେଲେ ମଧ୍ୟ କୃଷକ ନାହାନ୍ତି?

ଉତ୍ତର-ଭାଟିକାନ ସିଟି ରେ।

୧୦.ଶୁନ୍ୟ ର ଆବିଷ୍କାର କିଏ କରିଥିଲେ?

ଉତ୍ତର- ଆର୍ଯ୍ୟଭଟ୍ଟ।

୧୧.କେଉଁ ଦେଶ ରେ ଜେଲ ରୁ ଫେରାର ହେବାକୁ ଅପରାଧ ବୋଲି ଗଣନା କରା ଯାଇ ନ ଥାଏ?

ଉତ୍ତର-ଜର୍ମାନୀ।

୧୨.କୁକୁର କେଉଁ ରଙ୍ଗ କୁ ଦେଖି କରି ରାଗିଯାଇଥାଏ?

ଉତ୍ତର-କଳା ରଙ୍ଗ।

୧୩.ଭାରତ ର କେଉଁ ରାଜ୍ୟର ଲୋକ ସବୁଠାରୁ ଅଧିକ ଫିଲ୍ମ ଦେଖିଥାନ୍ତି?

ଉତ୍ତର-ମହାରାଷ୍ଟ୍ର।

୧୪.କେଉଁ ଦେଶ କୁ ତମ୍ବା ର ଦେଶ କୁହାଯାଇଥାଏ?

ଉତ୍ତର-ଜାମ୍ବିଆ ଦେଶକୁ।

୧୫.ମୟୁର ର ଜୀବନ କାଳ କେତେ ବର୍ଷ ହୋଇଥାଏ?

ଉତ୍ତର-୧୫ ବର୍ଷ।

୧୬.ଭାରତ ରେ ପଖାପାଖି କେତୋଟି ଟିଭି ଚ୍ୟାନେଲ ରହିଛି?

ଉତ୍ତର-୮୯୨ ଟି।

୧୭.କେଉଁ ଦେଶ ର ଝିଅ ମାନେ ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ହୋଇଥାନ୍ତି?

ଉତ୍ତର-ନେଦରଲ୍ୟାଣ୍ଡ।

୧୮.ଦୁନିଆ ରେ ପ୍ରଥମ ଗାଡି ରେ ନମ୍ବର ପ୍ଲେଟ ଲଗାଇବା କେଉଁ ଦେଶ ଆରମ୍ଭ କରିଥିଲା?

ଉତ୍ତର-ଫ୍ରାନ୍ସ।

୧୯.କେଉଁ ଦେଶ ର ମହିଳା ମାନେ ପ୍ରଥମ କରି ଭୋଟ ଦେଇଥିଲେ?

ଉତ୍ତର-ନ୍ୟୁଜଲ୍ୟାଣ୍ଡ।

୨୦.ଭାରତ ରେ ସବୁଠାରୁ ଅଧିକ ଗହମ ଉତ୍ପାଦନ କେଉଁ ରାଜ୍ୟ ରେ ହୋଇଥାଏ?

ଉତ୍ତର-ପଞ୍ଜାବ।

୨୧.ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ସମୟ ରେ ଭାରତ ର ରାଷ୍ଟ୍ରପତି କିଏ ଥିଲେ?

ଉତ୍ତର-ଏସ.ରାଧାକୃଷ୍ଣନ।

୨୨.କେଉଁ ଜୀଵ ମୁହଁ ଦ୍ୱାରା ପାଣି ପିଇ ନ ଥାଏ?

ଉତ୍ତର-ବେଙ୍ଗ।

୨୩.ତାହା କେଉଁ ଜିନିଷ ଅଟେ ଯାହା ବୁଡିବା ସମୟ ରେ ସମସ୍ତେ ଦେଖନ୍ତି କିନ୍ତୁ କେହି ଉଦ୍ଧାର କରିବା ପାଇଁ ଯାଇ ନ ଥାନ୍ତି?

ଉତ୍ତର-ସୂର୍ଯ୍ୟ।

୨୪.ତାର ରେ ଦୌଡୁଥିବା ତାହା କଣ ଅଟେ ଯିଏ ଆକାଶ ରେ ଖେଳୁଥାଏ?

ଉତ୍ତର-ବିଜୁଳି।

୨୫.ଝିଅ ଟି ର ଏପରି କେଉଁ ଜିନିଷ ଥାଏ ଯାହାକୁ ସେ ନିଜେ ମଧ୍ୟ ଦେଖି ପାରି ନ ଥାଏ?

ଉତ୍ତର-ଆତ୍ମା