‘ମୋ ହାତଗୋଡ ବାନ୍ଧି ମୋତେ ଉଲଗ୍ନ କରି ଚାରି ଜଣ ପୁରୁଷ…’ ଝିଅଟି ନିଜ ସହିତ ହୋଇଥିବା ଅତ୍ୟାଚାର ବିଷୟରେ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ମହିଳାଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ତାଙ୍କର ଶୋଷଣ କରାଯିବା କଥା ଆମ ଦେଶରେ କିଛି ନୂଆ ନୁହେଁ । ସମୟ ସମୟରେ ଏହିପରି ଅନେକ ଖବର ସାମ୍ନାକୁ ଆସେ । ଆଜି ଆମେ ଆପଣଙ୍କୁ ଏହିପରି ଆଉ ଏକ ଖବର ବିଷୟରେ ଅବଗତ କରାଇବୁ । ଆଲବମ କୁଇନ ବନେଇବାର ଲୋଭ ଦେଖାଇ ଯୁବକ ଜଣକ କିପରି ଜଣେ ମହିଳାଙ୍କ ଶୋଷଣ କରି ଆସୁଥିଲେ ଜାଣିଲେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ ।

ମହିଳା ଜଣକ ଏନେଇ ପୂର୍ବରୁ ଥାନାରେ ଅଭିଯୋଗ କରି ଆସିଥିଲେ ମଧ୍ୟ ପୋଲିସ ଏଯାଏଁ କୌଣସି ପଦକ୍ଷେପ ନେଇ ନଥିବା କହିଛନ୍ତି । ଉକ୍ତ ଯୁବକଙ୍କ ନାମ ହେଉଛି ମିଲନ କହଁର । ମିଲନ ଗତ ୪ବର୍ଷ ଧରି ମହିଳାଙ୍କୁ ଶୋଷଣ କରି ଆସୁଛନ୍ତି ଓ ତାଙ୍କୁ ଦେହ ବ୍ୟବସାୟରେ ମଧ୍ୟ ଲିପ୍ତ କରାଇଛନ୍ତି । ଆଲବମ କୁଇନ ବନେଇବେ କହି ମହିଳାଙ୍କୁ ଗାଁରୁ ନେଇ ଆସିଥିଲେ । କିନ୍ତୁ ବିଭିନ୍ନ ଆଳ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ନେଇ ଦେହ ବ୍ୟବସାୟ ମଧ୍ୟ କରାଉଥିଲେ ।

ମହିଳାଙ୍କୁ ସମ୍ବଲପୁର ନେଇ ଜବରଦସ୍ତି ବାନ୍ଧିକରି ରଖିଥିଲେ, ଯାହାଫଳରେ ସେ ସେଠାରୁ ନିଜକୁ ମୁକ୍ତ କରିପାରୁ ନଥିଲେ । କିନ୍ତୁ କୌଶଳ କ୍ରମେ ମହିଳା ଜଣକ ସେଠାରୁ ଖସି ପଳେଇ ଆସିଥିଲେ । ସେଠାରୁ ଆସିବା ପରେ ନିଜ ସ୍ଵାମୀଙ୍କୁ ସବୁ କଥା ଜଣାଇଥିଲେ ଓ ତାଙ୍କ ସ୍ଵାମୀ ମଧ୍ୟ ଥାନାରେ ଅଭିଯୋଗ କରିବାରେ ତାଙ୍କର ସହଯୋଗ କରିଛନ୍ତି । କିନ୍ତୁ ଥାନାରେ ତାଙ୍କ ଅଭିଯୋଗ ଶୁଣି ପଦକ୍ଷେପ ନେବା ବଦଳରେ ଓଲଟ ମହିଳାଙ୍କୁ ଲୁଚି ଯିବାକୁ କହିଥିଲେ ।

ଗତ ୭ ତାରିଖରୁ ମହିଳା ମିଲନଙ୍କ ନାଁରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ପୋଲିସ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ମିଲନ ମିଛ ଲୋଭ ଦେଖାଇ ମହିଳାଙ୍କ ଶୋଷଣ କରିବା ସହ ଦେହ ବ୍ୟବସାୟ କରି ତାଙ୍କର ସମସ୍ତ ଅଶ୍ଳୀଇଳ ଫଟୋ ଏବଂ ଭିଡିଓ ରଖିଛନ୍ତି । ଯାହା ଦ୍ଵାରା ସେ ତାଙ୍କୁ ବ୍ଲାଆକମେଲ କରି ଆସୁଥିଲେ । ମହିଳାଙ୍କ କହିବା ଅନୁସାରେ ଆଲବମ କୁଇନ କରିବେ କହି ମିଲନ ତାଙ୍କୁ କଲ୍ ଗାର୍ଲ ବନେଇ ଦେଲେ ।

ତାଙ୍କ ସହ ହୋଇଥିବା ଅତ୍ୟାଆଚାର ବିରୁଦ୍ଧରେ ମହିଳା ମୁହଁ ଖୋଲିବା ପରେ ଏହି ଘଟଣା ଏବେ ସବୁଆଡେ ଚର୍ଚ୍ଚା ହେଉଛି । ମିଲନ କହଁର କେବଳ ତାଙ୍କୁ ବଦନାମ କରିବାକୁ ଚାହୁଁଛି । ଯଦି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେବ ନାହିଁ ତେବେ ସେଠାରେ ହିଁ ସେ ଆତ୍ମଅହତୟା କରିଦେବେ ବୋଲି ଧମକ ଦେଇଛନ୍ତି । ତେବେ ଦେଖାଯାଉ ଆଗକୁ ପୋଲିସ କିମ୍ବା ମହିଳା କମିଶନ କଣ ପଦକ୍ଷେପ ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।