ଝିଅ ପଟାଇବା କାମରେ ଆସିବ ଏହି 3ଟି ଟିପ୍ସ, ଯେକୌଣସି ଝିଅକୁ ଚାହିଁଲେ ଚୁଟକିରେ ପଟାଇଦେବେ

ଆପଣମାନେ ସମସ୍ତେ ଜାଣିଥିବେ ଆଜିକାଲି ଯିଏ ଝିଅ ପଟେଇ ପାରୁଛି ତାକୁ ସମସ୍ତେ ଲଭ ଗୁରୁ ଭଳି ଭାବିଥାନ୍ତି । ଓ ଆପଣ ନିଜକୁ ଦୋଷ ଦେଉଥାନ୍ତି କି ଆପଣଙ୍କ ପାଖରେ କିଛି ଅଭାବ ଥିବାରୁ ଆପଣଙ୍କୁ ଝିଅ ପଟୁନାହାନ୍ତି । ଏହା କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ସମସ୍ୟା ନୁହେଁ, କେବଳ ସୁନ୍ଦର ଚେହେରା ଦେଖି ଝିଅ ପଟନ୍ତି ନାହିଁ । ଆଜି ଆପଣଙ୍କ ସମସ୍ୟା ର ସମାଧାନ ଆମେ ନେଇ ଆସିଛୁ ଯାହାକୁ ଆପଣ ଆପଣେଇ ବହୁତ ସାରା ଝିଅ ପଟେଇ ପାରିବେ । ଆସନ୍ତୁ ଜାଣିବା ସେହି ଟିପ୍ସ ଗୁଡି଼କ କଣ କଣ ?

ଆପଣମାନେ ଜାଣନ୍ତି କି ଝିଅ ମାନଙ୍କୁ କିପରି ପୁଅ ବହୁତ ପସନ୍ଦ ଆସିଥାନ୍ତି ! ଚାଲନ୍ତୁ ଜାଣିବା ଝିଅମାନେ ସାଧାରଣତଃ ଯଦି ଏହି 3 ଟି ଜିନିଷ କୌଣସି ପୁଅଠାରେ ଦେଖିବାକୁ ପାଉଛନ୍ତି ତାହେଲେ ସେମାନେ ସେହି ପୁଅ ପ୍ରତି ବହୁତ ଜଲଦି ପଟିଥାନ୍ତି । ପ୍ରଥମଟି ହେଉଛି ଆଟ୍ରାକ୍ଟିଭ ଲୁକ, ପର୍ଶନାଲିଟ ଓ ତୃତୀୟରେ କଥା କହିବାର ଶୈଳୀ। ଯଦି ଆପଣ କୌଣସି ଝିଅକୁ ପଟାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆଟ୍ରାକ୍ଟ ଦେଖାଯିବା ପାଇଁ ଭଲ ପୋଷାକ ପିନ୍ଧନ୍ତୁ ଓ ନିଜ ପରସନାଲିଟି ଓ କଥାବାର୍ତ୍ତା ଭଲ ଭାବରେ କରନ୍ତୁ । ଏହି 3ଟି ଜିନିଷ ଯଦି ଆପଣଙ୍କ ପାଖରେ ଥିବ ତାହେଲେ ଆପଣ ଦୁନିଆର ଯେକୌଣସି ଝିଅକୁ ସହଜରେ ପଟେଇ ଦେଇ ପାରିବେ ।

ପ୍ରଥମେ ଆପଣ ଝିଅର ସାମ୍ନା କୁ ଯିବା ପୂର୍ବରୁ ଏକ ଭଲ ଅତର ଲଗାନ୍ତୁ ଓ ଏଥି ସହ ଏକ ଭଲ ଚୁଟି ଷ୍ଟାଇଲ କରନ୍ତୁ । ଷ୍ଟାଇଲ ଚୁଟି ଓ ମହକୁଥିବା ଅତର ଝିଅ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଏହା ଯଦି ଆପଣ ଧ୍ୟାନ ରଖନ୍ତି ତାହେଲେ ଆପଣ କୌଣସି ଏକ ଝିଅକୁ ସହଜରେ ପଟେଇ ଦେଇ ପାରିବେ ।

ଦ୍ଵିତୀୟରେ ଏକ ଭଲ ପର୍ଶନାଲିଟି । ଯଦି ଆପଣ କୌଣସି ଏକ ଝିଅ ସାମ୍ନାକୁ ଯାଉଛନ୍ତି ନିଜର ଡ୍ରେସିଂ ସେନ୍ସ ଓ ବଡି ଲାଙ୍ଗୁଏଜ ଉଳରେ ବହୁତ ଧ୍ୟାନ ଦିଅନ୍ତୁ । ଏହା କରିବା ଦ୍ୱାରା ଝିଅ ମାନଙ୍କୁ ଏକ ଭଲ ଗୁଡ଼ ଲୁକିଂ ପ୍ରତି ବହୁତ ଆକର୍ଷିତ ହୁଅନ୍ତି । ଆପଣ ନିଜ ଭିତରେ ଏହି ଜିନିଷକୁ ସୁଧୁରିବା ପାଇଁ ଚେଷ୍ଟା କରନ୍ତୁ । କିଛି ପୁଅ ଅଛନ୍ତି ନିଜର ଡ୍ରେସିଂ ଓ ବଡି ଲାଙ୍ଗୁଏଜ ଉପରେ ଧ୍ୟାନ ଦିଅନ୍ତି ନାହିଁ । ଏମିତି ପୁଅ ମାନଙ୍କୁ ତ ଝିଅମାନେ କେବେ ହେଲେ ପଟି ନଥାନ୍ତି ।

ତୃତୀୟରେ ଗୁରୁତ୍ୱପୂର୍ଣ୍ଣ ରଖୁଛି କି ଆପଣ ସେହି ଝିଅ ସହ କିପରି ବ୍ୟବହାର କରୁଛନ୍ତି । ଯଦି ଆପଣ ନିଜର ପ୍ରଶଂସା ଝିଅ ସହ କରନ୍ତି ତାହେଲେ ଝିଅ ବିଲକୁଲ ପଟି ନଥାଏ । ଝିଅ ସର୍ବଦା ଚାହୁଁଥାଏ କି କେହି ଜଣେ ତା କଥା ଶୁଣନ୍ତୁ ତେଣୁ କରି ଆପଣ ଝିଅ ଯେଉଁ ଟପିକ ଉପରେ କଥାବାର୍ତ୍ତା ହେବାପାଇଁ ଚାହୁଁଛି ଓପନ ହୋଇ ସେହି ଟପିକ ରେ କଥାବାର୍ତ୍ତା ବଢ଼ାନ୍ତୁ । ଯାହାଫଳରେ ଝିଅଟିର ରୁଚି ଆପଣଙ୍କ ସହ ବଢିବ । ଏହି 3ଟି କଥାକୁ ଯଦି ଆପଣମାନେ ଅନୁଧ୍ୟାନ କରିବେ ଓ ନିଜ ଭିତରେ ସୁଧାର ଆଣିବେ ତାହେଲେ ଆପଣ ଏହି କ୍ଷେତ୍ରରେ ସଫଳ ହୋଇପାରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।