ଚାଣକ୍ୟ ନୀତି : ଝିଅମାନଙ୍କର ଏହି ୩ ଟି ରହସ୍ୟ ଯିଏ ଜାଣିନେବ ସେ କେବେ ବି କୌଣସି ଝିଅ ଠାରୁ ଧୋକା ଖାଇବ ନାହିଁ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତ ଇତିହାସର ସବୁଠୁ ବିଦ୍ଵାନ ବ୍ୟକ୍ତି ବୋଲି କୁହାଯାଏ । ଚାଣକ୍ୟ ସ୍ତ୍ରୀ ଓ ପୁରୁଷମାନଙ୍କୁ ନେଇ ଯେଉଁ ନିୟମ ଦୁନିଆକୁ କହିଛନ୍ତି ତାହା ବର୍ତ୍ତମାନ ଯୁଗରେ ବି ବିଲକୁଲ ଠିକ ଅଟେ । ତାଙ୍କ କଥାକୁ ଯେଉଁ ସ୍ତ୍ରୀ ଓ ପୁରୁଷ ନିଜ ଜୀବନରେ ଆପଣାଇ ନିଅନ୍ତି, ସେମାନଙ୍କର ଜୀବନ ସବୁଦିନ ପାଇଁ ସୁଖମୟ ହୋଇଥାଏ । ସେମିତି ତ ଚାଣକ୍ୟ ସୁଖମୟ ଜୀବନ ପାଇଁ ବିଭିନ୍ନ ରହସ୍ୟ କହିଛନ୍ତି । ସେତେବେଳେ ଚାଣକ୍ୟଙ୍କୁ ମଧ୍ୟ ଏହି କଥାର ଅନ୍ଦାଜ ଥିଲା କି ଜଣେ ମଣିଷକୁ ସେତେବେଳେ ସବୁଠୁ ଅଧିକ ଦୁଃଖ ହୋଇଥାଏ ଯେତେବେଳେ ତାକୁ କୌଣସି ସ୍ତ୍ରୀ କିମ୍ବା ପୁରୁଷ ଦ୍ଵାରା ଧୋକା ମିଳିଥାଏ ।

Image courtesy: Google

ସେଥିପାଇଁ ଚାଣକ୍ୟ ଖାସକରି ପୁରୁଷମାନଙ୍କୁ ଏହିଭଳି ସ୍ତ୍ରୀମାନଙ୍କ ଠାରୁ ସାବଧାନ ରହିବାକୁ ଉପଦେଶ ଦେଇଛନ୍ତି ଯେଉଁମାନେ ତାଙ୍କୁ ଧୋକା ଦେଇ ପାରନ୍ତି । ଚାଣକ୍ୟ ସ୍ତ୍ରୀମାନଙ୍କର କିଛି ଏମିତି ରହସ୍ୟ ବିଷୟରେ କହିଛନ୍ତି ଯାହା ଦ୍ଵାରା କୌଣସି ବି ପୁରୁଷ କୌଣସି ବି ସ୍ତ୍ରୀ ଠାରୁ ଧୋକା ପାଇବାରୁ ବଞ୍ଚି ପାରିବ ।

ଚାଣକ୍ୟଙ୍କର ପ୍ରଥମ ନୀତି

Image courtesy: Google

ଆଚାର୍ଯ୍ୟ ଚାଣକ୍ୟ ଏମିତି ଲୋକମାନଙ୍କୁ ସାବଧାନ ରହିବା ପାଇଁ ଉପଦେଶ ଦେଇଛନ୍ତି ଯେଉଁମାନେ ମହିଳାମାନଙ୍କର ସୁନ୍ଦରତା ଦେଖି ତାଙ୍କୁ ବିବାହ କରନ୍ତି । ଚାଣକ୍ୟଙ୍କ ଅନୁସାରେ ଝିଅମାନଙ୍କର ସୁନ୍ଦରତା ଠାରୁ ତାଙ୍କର ସଂସ୍କାର, ଭାବ ଓ ଭଲ ଲକ୍ଷଣ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଚାଣକ୍ୟଙ୍କ ଅନୁସାରେ ଯେଉଁ ଝିଅର ସ୍ଵଭାବ ଭଲ ହୋଇଥିବ ସେ ଘରକୁ ସ୍ଵର୍ଗ କରି ପାରିବ ।

ଚାଣକ୍ୟଙ୍କର ଦ୍ଵିତୀୟ ନୀତି

Image courtesy: Google

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ବିବାହ ପୂର୍ବରୁ ଝିଅ ସୁନ୍ଦରତାକୁ ନୁହେଁ ତାହାର ସଂସ୍କାରକୁ ଦେଖିବା ଉଚିତ । ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ଯଦି କୌଣସି ଝିଅର ସଂସ୍କାର ଭଲ ନ ଥିବ ତେବେ ସେ କେବେ ବି ଭଲ ପତ୍ନୀ ହୋଇ ପାରିବ ନାହିଁ । ଚାଣକ୍ୟଙ୍କ ଅନୁସାରେ ସୁନ୍ଦର ସ୍ତ୍ରୀମାନେ ଅଧିକ ଧୋକା ଦେଇଥାନ୍ତି ।

ଚାଣକ୍ୟଙ୍କର ତୃତୀୟ ନୀତି

Image courtesy: Google

ଯେଉଁମାନେ ମହଙ୍ଗା ଡ୍ରେସ, ଗହଣା ଇତ୍ୟାଦିକୁ ଅଧିକ ପସନ୍ଦ କରିଥାନ୍ତି ଓ ପ୍ରାୟତଃ କୌଣସି ଧନୀ ବ୍ୟକ୍ତିକୁ ବିବାହ କରିବାର ସ୍ଵପ୍ନ ଦେଖନ୍ତି, ଯଦି ଆପଣଙ୍କ ପାଖକୁ ଏହିଭଳି କୌଣସି ଝିଅର ପ୍ରସ୍ତାବ ଆସୁଛି ତେବେ ଆପଣ ସାବଧାନ ହୋଇ ଯାଆନ୍ତୁ । କାରଣ ଯଦି ଆପଣ ତାହାର ଇଚ୍ଛାକୁ ପୁରା କରିବେ ନାହିଁ ତେବେ ସେ ଆପଣଙ୍କୁ ଦିନେ ନା ଦିନେ ଧୋକା ନିଶ୍ଚିତ ଦେବ । ଏହିଭଳି ସ୍ତ୍ରୀମାନେ ବିବାହ ପରେ ବି ନିଜର ପ୍ରେମିକ ବିଷୟରେ ଚିନ୍ତା କରନ୍ତି । ସେଥିପାଇଁ ଏହିଭଳି ମହିଳାମାନଙ୍କ ଠାରୁ ସାବଧାନ ରୁହନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।