IAS ଇଣ୍ଟରଭିୟୁରେ ଝିଅଟିକୁ ପଚରାଗଲା – କେଉଁ ସିଚୁଏସନରେ ଯୁବକ ଜଣକ ୨୦ ରୁ ୨୫ ମିନିଟରେ ଥକି ଯାଏ ? ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ – ଜାଣନ୍ତୁ

UPSCର ପରୀକ୍ଷା ଦୁନିଆର ସବୁଠୁ ବଡ କଠିନ ପରୀକ୍ଷାରେ ଆସିଥାଏ । ଏହାକୁ ପାସ କରିବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ହୋଇଥାଏ । ଛାତ୍ରମାନେ ଦିନ ରାତି କଷ୍ଟ କରି ଆଇଏସର ପରୀକ୍ଷାକୁ ପାସ କରନ୍ତି । ଯେଉଁମାନେ ଆଇଏସ ପରୀକ୍ଷା ଦେଇଛନ୍ତି ସେମାନେ ହିଁ ଜାଣନ୍ତି କି ରିଟେନ ପରୀକ୍ଷା ଠାରୁ କଠିନ ଅଟେ ଇଣ୍ଟରଭିୟୁକୁ କ୍ଲିୟର କରିବା ।

ଇଣ୍ଟରଭିୟୁରେ ଏମିତି ଏମିତି ତ୍ରିକି ପ୍ରଶ୍ନ ପଚରାଯାଏ କି ଯାହାକୁ ଶୁଣି ଇଣ୍ଟରଭିୟୁ ଦେଉଥିବା ଲୋକର ମୁଣ୍ଡ ବୁଲାଇ ଥାଏ । ଛାତ୍ରର ବୁଦ୍ଧିର ପରୀକ୍ଷା ପାଇଁ ଏହିଭଳି ପ୍ରଶ୍ନ ପଚରାଯାଇଥାଏ ଏବଂ ଏହି ସବୁ ପ୍ରଶ୍ନର ଉତ୍ତର ସହଜ ଏବଂ ଭଲ ହୋଇଥାଏ । ଏମିତି ହିଁ କିଛି ପ୍ରଶ୍ନ ନେଇ ଆଜି ଆମେ ଆସିଛୁ । କହିଦେଉଛୁ ଯେ ଗୋଟିଏ ଝିଅକୁ ଆଇଏସ ଇଣ୍ଟରଭିୟୁରେ ଏହି ସବୁ ପ୍ରଶ୍ନ ପଚାରା ଯାଇଥିଲା ।

ପଚରାଯାଇଥାଏ ଏହିଭଳି ଟ୍ରିକୀ ପ୍ରଶ୍ନ

କହିଦେଉଛୁ ଯେ କିଛି ବର୍ଷ ପୂର୍ବରୁ ଗୋଟିଏ ଝିଅକୁ ଏମିତି ହିଁ କିଛି ଟ୍ରିକୀ ପ୍ରଶ୍ନ ପଚାରା ଯାଇଥିଲା । ଯାହାର ଉତ୍ତର ଝିଅ ଜଣଙ୍କ ବହୁତ ଭାବିଚିନ୍ତି ଦେଇ ଥିଲେ । ଯୁବତୀକୁ ପଚାରାଗଲା ଯେ କେଉଁ ଅବସ୍ଥାରେ ଯୁବକଟି ୨୦ ରୁ ୨୫ ମିନିଟରେ ହିଁ ଥକି ଯାଏ କିନ୍ତୁ ଝିଅଟି କହିଥାଏ କି ଏବେ ତ ଆରମ୍ଭ ହେଇଛି ? ଏହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗେଲ ନା । କିନ୍ତୁ ଏହାର ଉତ୍ତର ବହୁତ ସହଜ ଅଟେ ।

ବୁଦ୍ଧିର ଲେବୁଲ କରାଯାଇଥାଏ ପରୀକ୍ଷା

କହିବାକୁ ଗଲେ ଆଇଏସ ଏବଂ ଆଇପିଏସର ଇଣ୍ଟରଭିୟୁରେ ଛାତ୍ରମାନଙ୍କର ବୁଦ୍ଧିର ଲେବୁଲ ଦେଖିବା ପାଇଁ ଏହିଭଳି ପ୍ରଶ୍ନ ପଚରା ଯାଇଥାଏ । ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଯୁବତୀ ଜଣକ ବହୁତ ଭାବିଲେ । ଏବଂ ଉତ୍ତର ଦେଲେ କି “ଶପିଙ୍ଗ” । ଏହାର ଉତ୍ତର ଶୁଣି ଇଣ୍ଟରଭିୟୁ ନେଉଥିବା ଅଫିସରମାନେ ଖୁସି ହୋଇ ଗଲେ । ଏହା ପରେ ଯୁବତୀର ସିଲେକ୍ଶନ କରଯାଇଥିଲା । ଏହି ଭଳି ଟ୍ରିକୀ ପ୍ରଶ୍ନ ପଚରା ଯାଇଥାଏ ।

ଯଦି ଆପଣ ଟିକେ ଧର୍ଯ୍ୟ ଏବଂ ଶାନ୍ତ ମୁଣ୍ଡରେ ଭାବିବେ ତେବେ ଏହାର ଉତ୍ତର ଦେଇ ପାରିବେ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି କିଛି ଟ୍ରିକୀ ପ୍ରଶ୍ନ ଏବଂ ତାଙ୍କର ଉତ୍ତର ଆଣିଛୁ ।

“Students doing homework and preparing exam at university, closeup of young man writing in college library”

ପ୍ରଶ୍ନ – ଶରୀରର କେଉଁ ଭାଗରେ ଝାଳ ବାହାରେ ନାହିଁ ?

ଉତ୍ତର – ଓଠ ରୁ କେବେ ବି ଝାଳ ବାହାରେ ନାହିଁ ।

ପ୍ରଶ୍ନ – ବ୍ୟାଙ୍କକୁ ଓଡିଆରେ କଣ କୁହାଯାଏ ?

ଉତ୍ତର – ବ୍ୟାଙ୍କକୁ ଓଡିଆରେ ଅଧିକୋଷ କୁହନ୍ତି ।

ପ୍ରଶ୍ନ – କେଉଁ ଦେଶରେ ସୂର୍ଯ୍ୟ ଅଧା ରାତିରେ ଚମକି ଥାଏ ?

ଉତ୍ତର – ନୋରୱେ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଟେ ଯାହାକି ବିନା ସିଢିରେ ଚଢିଥାଏ ଏବଂ ଓଲ୍ହାଇ ଥାଏ ?

ଉତ୍ତର – ମଦର ନିଶା

ବନ୍ଧୁ ମାନେ ଆଶା କରୁଛୁ ଯେ ଆପଣମାନଙ୍କୁ ଆମର ଏହି ଆର୍ଟିକୀଳ ବହୁତ ପସନ୍ଦ ଆସିଥିବ । ତେବେ ଏହାକୁ ଲାଇକ ଏବଂ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।