“ବାପା ମୁଁ ମରିବାକୁ ଚାହୁଁନି, ବଞ୍ଚେଇ ଦିଅ…” ମରିବା ପୂର୍ବରୁ ଝିଅ ଆମ୍ବୁଲାନ୍ସରେ ବାପାଙ୍କୁ କହିଥିଲେ କିଛି ଏମିତି…ପୁରା ଘଟଣା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରେ ହୋଇଥିବା କାଜଲ ହ-ତ୍ୟା-କା-ଣ୍ଡକୁ ପ୍ରାୟ ୧୫ ଦିନ ହୋଇଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଆ-ରୋ-ପୀ ବିଜୟ ଫେ-ରା-ର ଅଛି । ପୋଲିସ ୧୦ ଦିନ ଧରି ଆ-ରୋ-ପୀ-କୁ ଖୋଜିବାରେ ଲାଗିଛି । କିନ୍ତୁ ସେ ଏବେ ପର୍ଯ୍ୟନ୍ତ ହାତକୁ ଆସି ନାହିଁ । ଅନ୍ୟପଟେ ନିଜ ଝିଅର ମୃ-ତ୍ୟୁ-ରେ ପିତା ରାଜୁ ନୟନ ସିଂ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି ଓ ତାଙ୍କୁ କେବଳ ଝିଅ କାଜଲ କହିଥିବା ଶେଷ କଥା ଖୁବ ମନେ ପଡୁଛି ।

କାଜଲଙ୍କ ପିତା ରାଜୁ ନୟନ ସିଂ ଙ୍କ ଅନୁସାରେ ଗୋ-ଳି ଲାଗିବା ପରେ ସେ ଯେତେବେଳେ ଝିଅକୁ ନେଇ ଆମ୍ବୁଲାନ୍ସରେ ଲକ୍ଷ୍ନୌ ଯାଉଥିଲେ, ସେତେବେଳେ ଝିଅ ତାଙ୍କୁ କାନ୍ଦି କାନ୍ଦି କହିଥିଲା କି, “ବାପା ମୋତେ ବଞ୍ଚେଇ ଦିଅ, ମୁଁ ମ-ରି-ବା-କୁ ଚାହୁଁନି, କିଛି କରି ମୋର ଅ-ପ-ରେ-ସ-ନ କରେଇ ଦିଅ ଯେମିତି ମୁଁ ବଞ୍ଚିଯିବି ।” ଆଉ ପିତା ରାଜୁ ମଧ୍ୟ ଝିଅକୁ ଭରସା ଦେଇଥିଲେ କି ତାର ଠିକ ଭାବେ ଚିକିତ୍ସା କରିବେ ଆଉ ସେ ବଞ୍ଚି ଯିବ । ଝିଅକୁ ହସ୍ପିଟାଲ ନେଇଯିବା ପରେ ତାଙ୍କୁ ଲାଗିଥିଲା କି ସେ ବଞ୍ଚିଯିବ । କିନ୍ତୁ ଏପରି ହୋଇ ପାରିଲା ନାହିଁ ।

ତାଙ୍କର ଚାରି ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସା ଚାଲିଲା ଓ ଅ-ପ-ରେ-ସ-ନ ମଧ୍ୟ ହେଲା । କିନ୍ତୁ କାଜଲଙ୍କ ପେଟରୁ ଗୋ-ଳି ବାହାର କରାଯାଇ ପାରିଲା ନାହିଁ । ଯାହା ଦ୍ୱାରା ତାର ଜୀବନ ଚାଲିଗଲା । ଝିଅର ମୃ-ତ୍ୟୁ ପରେ ପିତା ସଂପୂର୍ଣ୍ଣ ଭାବେ ଭା-ଙ୍ଗି ପଡିଛନ୍ତି । ଝିଅର ମୃ-ତ୍ୟୁ ପରେ ଏବେ ତାଙ୍କ ପିତାମାତା ହ-ତ୍ୟା-କା-ରୀ-ଙ୍କୁ ଧରି କଠିନରୁ ଅତି କଠିନ ଦ-ଣ୍ଡ ଦେବା ପାଇଁ ପୋଲିସକୁ ନିବେଦନ କରିଛନ୍ତି । କିନ୍ତୁ ପୋଲିସ ଏବେ ପର୍ଯ୍ୟନ୍ତ ଜଣେ ମଧ୍ୟ ଆ-ରୋ-ପୀ-କୁ ଧରିବାରେ ଅକ୍ଷମ ହୋଇଛି ।

୨୦ ଅଗଷ୍ଟ ଦିନ ରାତିରେ ପଇସାପତ୍ର ନେଣଦେଣ ମାମଲାକୁ ନେଇ ଆ-ରୋ-ପୀ ବିଜୟ ପ୍ରଜାପତି ନିଜ ସାଥି ମାନଙ୍କ ସହ ରାଜୁ ନୟନ ସିଂଙ୍କ ଘରକୁ ଆସିଥିଲା । ସେଠାରେ ସେମାନେ ରାଜୁଙ୍କୁ ମା-ଡ ମା-ରି-ବା ଆରମ୍ଭ କରି ଦେଇଥିଲେ । ବାପାଙ୍କୁ ମା-ରୁ-ଥି-ବା-ର ଦେଖି ଝିଅ କାଜଲ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲା ଓ ଭି-ଡି-ଓ ମଧ୍ୟ ବନେଇ ଥିଲା । ଏହା ଦେଖି ବିଜୟ କ୍ରୋ-ଧି-ତ ହୋଇ ଯାଇଥିଲା ଓ ସେ ତାକୁ ଗୋ-ଳି ମା-ରି ଦେଇଥିଲା । ଏମତି କା-ଣ୍ଡ ଭି-ଆ-ଇ ଆ-ରୋ-ପୀ କାଜଲଙ୍କ ମୋବାଇଲ ନେଇ ଫେ-ରା-ର ହୋଇ ଯାଇଥିଲେ ।

ଆ-ହ-ତ କାଜଲ ଲକ୍ଷ୍ନୌରେ ଚିକିତ୍ସିତ ଅବସ୍ଥାରେ ପ୍ରା-ଣ-ତ୍ୟା-ଗ କରିଥିଲେ । ପୋଲିସ ସୂଚନା ଅନୁଯାୟୀ କାଜଲଙ୍କ ପେଟରେ ଗୋ-ଳି ବାଜିଥିଲା, ଯାହା ବାହାର କରାଯାଇ ପାରିଲା ନାହିଁ । ଏହି କାରଣରୁ ତାଙ୍କର ମୃ-ତ୍ୟୁ ହୋଇଗଲା । ଆ-ରୋ-ପୀ ବିଜୟ ଉପରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ସେଯାର ମଧ୍ୟ କରନ୍ତୁ ।