କଥା କଥାରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଦିୱାନା ବନେଇ ଦେଇଛନ୍ତି UP ର ଏହି 16 ବର୍ଷର ଝିଅ, ଆପଣ ବି ଶୁଣିଲେ ନିଜ ହସକୁ ରୋକି ପାରିବେନି, ଦେଖନ୍ତୁ ଭିଡିଓ

ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଲକ୍ଷ୍ନୌର ଦେଶୀ ଗାର୍ଲ ମେଥିକା ଦ୍ଵିବେଦୀଙ୍କ ଅନ୍ଦାଜ । ୧୬ ବର୍ଷୀୟ ମେଥିକାଙ୍କ ଫନି ଇଂ-ଷ୍ଟା-ଗ୍ରା-ମ ରି-ଲ୍ସ ଲକ୍ଷ ଲକ୍ଷ ଲୋକେ ଦେଖନ୍ତି । ଆପଣ ବି ଯଦି ଇଂ-ଷ୍ଟା-ଗ୍ରା-ମ ୟୁଜର ହୋଇଥିବେ ନିଶ୍ଚୟ ମେଥିକାଙ୍କ କିଛି ଭି-ଡି-ଓ ରି-ଲ୍ସ ନିଶ୍ଚୟ ଦେଖିଥିବେ । ନିଜ ଲକ୍ଷ୍ନୌ-ବାଲି ଅନ୍ଦାଜରେ ମଜାମଜା କଥା କହି ସମସ୍ତଙ୍କ ମୁହଁରେ ହସ ଫୁଟାଇ ଦିଅନ୍ତି ମେଥିକା । ଏହାସହ ମେଥିକା ଭଲ ଗୀତ ମଧ୍ୟ ଗାଆନ୍ତି । ମାତ୍ର ୧୬ ବର୍ଷର ମେଥିକା ଇଂ-ଷ୍ଟା-ଗ୍ରା-ମରେ ଖୁବ ପପୁଲାର ଅଟନ୍ତି ।

ବଲିଉଡ ଆକ୍ଟର ଅରବାଜ ଖାନଙ୍କ ଠାରୁ ନେଇ ପ୍ରିୟଙ୍କା ଚୋପ୍ରାଙ୍କ ପର୍ଯ୍ୟନ୍ତ ସମସ୍ତେ ମେଥିକାଙ୍କ ଫ୍ୟାନ ହୋଇ ସାରିଲେଣି । ତେବେ ଏକ ଇଣ୍ଟରଭ୍ୟୁରେ ମେଥିକାଙ୍କୁ ସମ୍ବାଦଦାତା ପ୍ରଶ୍ନ କରିଥିଲେ କି, ଏହି ସବୁ ଅନ୍ଦାଜ ତାଙ୍କ ମଧ୍ୟରେ କେମିତି ଆସିଲା । ଏହାର ଉତ୍ତରରେ ସେ କହିଥିଲେ ଏହା ପାରିବାରିକ ନେଚର ଅଟେ । ସମସ୍ତେ ଘରେ ଏମିତି ଢଙ୍ଗରେ କଥା ହୁଅନ୍ତି ।ସିଧାସଳଖ ମଜାଳିଆ ଢଙ୍ଗରେ ମୁହଁରେ କହିବା ଏହା ତାଙ୍କ ଘରୁ ଅଭ୍ଯାସ ବୋଲି ସେ କହିଛନ୍ତି । କିନ୍ତୁ ଏଥିପାଇଁ ଘରେ ତାଙ୍କୁ ଅଭଦ୍ର ବୋଲି ଶୁଣିବାକୁ ମିଳୁଥିବା ବେଳେ ସୋ-ସି-ଆ-ଲ ମି-ଡି-ଆ-ରେ ଲୋକେ ଏହା ଖୁବ ପସନ୍ଦ କରୁଛନ୍ତି ଓ ପ୍ରଶଂସା ମଧ୍ୟ କରୁଛନ୍ତି ।

ତାଙ୍କ ମତରେ ଲୋକଙ୍କ ହୃଦୟରେ ଅନେକ ପ୍ରକାର କଥା ଥାଏ କିନ୍ତୁ ସେମାନେ ମୁହଁରେ କହି ପାରନ୍ତି ନାହିଁ । ଆଉ ମେଥିକା ଏହାର ବିପରୀତ ସେ ଫଟାଫଟ ମୁହଁରେ କହି ଦିଅନ୍ତି । ସେଥିପାଇଁ ଲୋକଙ୍କୁ ତାଙ୍କ କଥା ଶୁଣିବାକୁ ଖୁବ ଭଲ ଲାଗୁଛି । ସେ ପରିବାର ସମ୍ପର୍କୀୟ ଏବଂ ପ୍ରେମୀ ଯୋଡାଙ୍କୁ ନେଇ ଅନେକ ଫନି ରି-ଲ୍ସ ବନାନ୍ତି ।

ଦେଶର କିଛି ଖାସ ମୁଦ୍ଦାକୁ ନେଇ ମଧ୍ୟ ଭି-ଡି-ଓ ବନାନ୍ତି । ତାଙ୍କ ଭି-ଡି-ଓର ସବୁଠୁ ଖାସ କଥା ହେଉଛି ସେଥିରେ ସେ କୌଣସି ଅ-ଭ-ଦ୍ର ଭାଷା କିମ୍ବା ଗା-ଳିଗୁ-ଲ-ଜ କରନ୍ତି ନାହିଁ । କେବଳ କଥା କଥାରେ ସମସ୍ତଙ୍କ ହୃଦୟକୁ ଛୁଇଁଯାନ୍ତି । ତାଙ୍କ ଭ୍ଦିୟ ସମସ୍ତେ ଦେଖିପାରିବେ । ମେଥିକା ବନାଉଥିବା ରିଲ୍ସ ପରିବାର ସହ ଦେଖିଲେ ମଧ୍ୟ ଆପଣଙ୍କୁ ବିଲକୁଲ ଖରାପ ଲାଗିବ ନାହିଁ ।

କମେଡି ସହ ମେଥିକା ସଙ୍ଗୀତ ଏବଂ ଡାନ୍ସରେ ମଧ୍ୟ ରୁଚି ରଖନ୍ତି । ଆଗକୁ ଷ୍ଟାଣ୍ଡ ଅଫ କମେଡିରେ ସେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଇଚ୍ଛା ରଖିଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ପାଇବାକୁ ଆମ ପେଜ୍ କୁ ଲାଇକ କରନ୍ତୁ ।