ଝିଅ ମାନଙ୍କର ଶୋଇବା ଉପାୟ କହିଥାଏ କି ପୁଅମାନଙ୍କ ମଧ୍ୟରେ ତାଙ୍କର ପସନ୍ଦ, ଜାଣନ୍ତୁ କେଉଁ ପ୍ରକାରର ପୁଅ ପସନ୍ଦ ଅଟେ ତାଙ୍କୁ

କିଛି ପୁଅମାନେ ସହଜରେ ଝିଅମାନଙ୍କୁ ନିଜର କରି ଦେଇଥାନ୍ତି । ଝିଅ ମାନଙ୍କୁ ଜାଣିବା ପୂର୍ବରୁ ଏହା ଜାଣିବା ଅତି ଆବଶ୍ୟକ ଅଟେ କି ତାଙ୍କୁ କେଉଁ ପ୍ରକାରର ପୁଅ ପସନ୍ଦ ଆସିଥାଏ । ଯଦି ଆପଣ ତାଙ୍କର ପସନ୍ଦ – ନା ପସନ୍ଦ ବିଷୟରେ ଜାଣି ନେବେ ତ ଅଧା କାମ ତ ସେଠି ହୋଇଗଲା । କେତେକ ପୁଅମାନେ ଝିଅ ମାନଙ୍କୁ ପଟେଇବା ପାଇଁ ରାତି ଦିନ ଚେଷ୍ଟା କରିଥାନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କର କିଛି କଷ୍ଟକୁ ସହଜ କରିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କେଉଁ ପ୍ରକାରରେ ଝିଅମାନଙ୍କର ଶୋଇବା ପୋଜିସନ ଦ୍ଵାରା ଜାଣି ପାରିବେ କି ତାଙ୍କୁ କେଉଁ ପ୍ରକାରର ପୁଅ ପସନ୍ଦ ଅଟେ ।

ସିଧା ଶୋଇବା ଝିଅମାନେ

ଯେଉଁ ଝିଅ ହାତକୁ ନ ମୋଡି ସିଧା ଶୋଇଥାଏ ସେମାନେ ବହୁତ ସନ୍ତୁଳିତ ସ୍ଵଭାବର ହୋଇଥାନ୍ତି । ସେମାନେ ନିଜ ଜୀବନରେ ବହୁତ କିଛି ହାସଲ କରିବା ପାଇଁ ଚାହାନ୍ତି । ଏହିଭଳି ଝିଅମାନେ ଡୋମିନେଟିଂଗ ପୁଅ ଆଡକୁ ଅଧିକ ଆକର୍ଷିତ ହୋଇଥାନ୍ତି ।

ପେଟ ବଳରେ କିମ୍ବା ଓଲଟା ଶୋଇଥିବା ଝିଅମାନେ

ଯେଉଁ ଝିଅମାନେ ଓଲଟା ଶୋଇଥାନ୍ତି ସେମାନେ ବହୁତ ଅସାବଧାନ ହୋଇଥାନ୍ତି । ଏହି ଝିଅମାନେ ବହୁତ ଡିମାଂଡିଂଗ ବି ହୋଇଥାନ୍ତି । ଏହି ଝିଅମାନେ ଅଧିକ ସେହି ପୁଅମାନଙ୍କୁ ପସନ୍ଦ କରିଥାନ୍ତି ଯେଉଁମାନେ ତାଙ୍କୁ ମନୋରଞ୍ଜନ କରୁଥିବେ ।

ବାମ ପଟେ ଶୋଇଥିବା ଝିଅମାନେ

ବିଶେଷଜ୍ଞ ଅନୁସାରେ ବାମ ପଟେ ଶୋଇବା ସବୁଠୁ ସଠିକ ହୋଇଥାଏ । ଏହିଭଳି ଶୋଇବା ଦ୍ଵାରା ନିଦ ଆସିଥାଏ ଏବଂ ଖରାପ ସ୍ଵପ୍ନ ବି ଆସି ନଥାଏ । ଏହିଭଳି ଭାବାରେ ଶୋଇଥିବା ଝିଅମାନେ କଥାବାର୍ତ୍ତା ମାମଲାରେ ବହୁତ ଚତୁର ଅଟନ୍ତି । ଏମାନଙ୍କୁ ଲୀଡରଶିପ କ୍ୱାଲିଟୀ ପୁଅ ମାନେ ପସନ୍ଦ ଆସିଥାନ୍ତି ।

ତକିଆରେ ହାତ ରଖି କରି ଶୋଇବା ଝିଅମାନେ

ଯେଉଁ ଝିଅମାନେ ଡାହାଣ କିମ୍ବା ବାମ ପଟେ ତକିଆରେ ହାତ ରଖି ଶୋଇବାର ଅଭ୍ୟାସ ଅଛି, ସେମାନେ ପୁଅମାନଙ୍କର ଚେହେରା ଉପରେ ଅଧିକ ଧ୍ୟାନ ଦିଅନ୍ତି । ଏହି ଝିଅମାନେ ବହୁତ ସରଳ ହୋଇଥାନ୍ତି ।

ତକିଆକୁ ଧରି ଶୋଇଥିବା ଝିଅମାନେ

ତକିଆକୁ ଧରି ଶୋଇଥିବା ଝିଅମାନଙ୍କର ସ୍ଵଭାବ ବହୁତ ଚଞ୍ଚଳ ଧରଣର ହୋଇଥାଏ । ଏମାନେ ପ୍ରାୟତଃ ନିଜ ସ୍ଵପ୍ନରେ ହିଁ ବଞ୍ଚିଥାନ୍ତି ଏବଂ ଏମାନଙ୍କୁ ବଡ ବଡ ସ୍ଵପ୍ନ ଦେଖିବାକୁ ପସନ୍ଦ ଲାଗେ । ଏମାନଙ୍କୁ ଟାଇମ ଦେଉଥିବା ଏବଂ ଦାୟୀତ୍ଵ ନେଉଥିବା ପୁଅ ପସନ୍ଦ ଆସିଥାଏ ।