ଯେଉଁ ସ୍ତ୍ରୀ ନିଜ ତକିଆତଳେ ଏହି 1 ଜିନିଷ ରଖୀ ଶୋଇଥାଏ, ତା ଘରେ କେବେ ଧନର ଅଭାବ ହୁଏ ନାହିଁ- Vastu Tips

ଗୋଟିଏ ସୁଖ ସମୃଦ୍ଧିର ଜୀବନ ସମସ୍ତେ କାମନା କରିଥାନ୍ତି । ବେଳେବେଳେ ଏମିତି ହୁଏ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଜୀବନରେ ଅସଫଳ ରୁହନ୍ତି ଏବଂ ଦୁଃଖୀ ହୋଇ ସମସ୍ତ ସୁଖରୁ ବଞ୍ଚିତ ହୋଇଥାଆନ୍ତି ।

ଆମର ସମସ୍ତ ସଫଳତା ଏବଂ ଅସଫଳତା ଆମ କୁଣ୍ଡଳୀ ରେ ଥିବା ଗ୍ରହମାନଙ୍କ କାରଣରୁ ହୋଇଥାଏ । ଯେମିତି କି ଆମେ ଜାଣିଛନ୍ତି ଆମ କୁଣ୍ଡଳୀରେ କୈାଣସି ଗୋଟିଏ ଗ୍ରହର ପ୍ରଭାବ ସବୁଠାରୁ ଅଧିକ ହୋଇଥାଏ ଯାହା ଦ୍ବିତୀୟ ଗ୍ରହ ସହ ମିଶି ଆମକୁ କେବେ ଶୁଭ ଫଳ କେବେ ଆଶୁଭ ଫଳ ଦେଇଥାଏ । ସେଥିପାଇଁ ଆମେ ଆମର ନୀତିଦିନ କାର୍ଯ୍ୟ ଗ୍ରହର ପ୍ରଭାବରୁ କରିଥାଉ । ସେଥିପାଇଁ ଆମ ଅସଫଳତାର କାରଣ ଆମ କୁଣ୍ଡଳୀ ରେ ସ୍ଥିତ ଗ୍ରହର ପ୍ରଭାବ ଏବଂ ଗ୍ରହର ସ୍ଥିତି ହିଁ ହୋଇଥାଏ ।

ସେଥିପାଇଁ କୁହାଯାଏ ଯେ ଯେଉଁଠି ସମସ୍ୟା ଅଛି ସେଠି ସମାଧାନ ମଧ୍ୟ । ଆମର ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଏହା କୁହେ ଆମର କୁଣ୍ଡରୁ ରେ କୈାଣସି ଗ୍ରହର ସ୍ଥିତ ଅଶୁଭ ଅଟେ । ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ କୁହାଯାଇଛି ଯାହା ମାଧ୍ୟମରେ ଆମେ ଗ୍ରହର ପ୍ରଭାବକୁ ନିଶ୍ଚିତ ରୂପେ କମ୍ କରି ପାରିବା ।

ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ କୁହାଯାଇଛି ଯାହାକୁ ଆମେ ଆପଣାଇକି ରାତାରାତି ଆମ ଭାଗ୍ୟକୁ ବଦଳାଇ ଦେଇ ପାରିବା । ଆଜି ଆମେ ସେହି ଉପାୟ ମାନଙ୍କ ମଧ୍ୟରୁ ଗୋଟିଏ ଉପାୟ ବିଷୟରେ ଜାଣିବା ଯାହା ଆମ ଭାଗ୍ୟ ବଦଳାଇ ଦେବ । ଆଜି ଆମେ ସେହି ଜିନିଷ ବିଷୟରେ କହିବୁ ଯାହାକୁ ଆମେ ପ୍ରତ୍ୟେକ ଦିନ ବ୍ୟବହାର କରୁ ।

ନିଶ୍ଚିତ ରୂପରେ ଆପଣ ବି ସେ ବସ୍ତୁକୁ ସାମାନ୍ୟ ବସ୍ତୁ ବୋଲି ଭାବୁଥିବେ । କିନ୍ତୁ ଆଜି ଆପଣଙ୍କୁ ସେହି ବସ୍ତୁ ବିଷୟରେ କହିବୁ ଯାହା ଜାଣି ଆଶ୍ଚର୍ଯ୍ୟ ହେବେ‌ । ସେହି ବସ୍ତୁ ହେଲା ତକିଆ‌ । ହଁ ଆପଣ ମାନେ ବି ଭାବୁଥିବେ ଏହି ସାମାନ୍ୟ ଦିଶୁଥିବା ତକିଆ ଆପଣଙ୍କ ଭାଗ୍ୟ କିପରି ଚମକାଇ ପାରିବ । ତକିଆ ଗୋଟିଏ ଏମିତି ବସ୍ତୁ ଯାହାର ତଳେ ଏମିତି କିଛି ବସ୍ତୁ ରଖି ଶୋଇଲେ ବହୁତ ଲାଭ ହୋଇଥାଏ । ଏହା ରାତାରାତି ଆମକୁ ଧନବାନ ବନାଇ ପାରିବ । ଆମ ଜୀବନରେ ଚାଲୁଥିବା ସମସ୍ତ ପ୍ରକାରର ଅସୁବିଧା ଏବଂ ସମସ୍ୟାରୁ ମୁକ୍ତି ମିଳି ପାରିବ ।

ତେବେ ଆସନ୍ତୁ ଜାଣିବା ତକିଆ ତଳେ କେଉଁ ଜିନିଷ ରଖିଲେ ଶୁଭ ହୁଏ । ତୁଳସୀ ପତ୍ର ଯାହାକୁ ତକିଆ ତଳେ ରଖି ଶୋଇଲେ ଆମକୁ ସକରାତ୍ମକ ଉର୍ଜା ମିଳିଥାଏ । ସେହିପରି ମୟୂର ପର, ସୂନା କିମ୍ବା ରୁପା ର ଧାତୁ ନହେଲେ ପୂଜାରେ ଲାଗୁଥିବା ସାମଗ୍ରୀ ଯେମିତି ଧାର୍ମିକ ବହି, ବିଭୂତି, ପୂଜାର ଚାଉଳ, କୁମକୁମ୍, ହଳଦୀ, ସିନ୍ଦୂର, ଲୁଣ ଆହୁରି ଅନେକ କିଛି ଯାହାକୁ ଆପଣ ୨୧ ଦିନ ପର୍ଯ୍ୟନ୍ତ ଗୋଟିଏ ଲାଲ କପଡ଼ାରେ ବାନ୍ଧି ତକିଆ ତଳେ ରଖି ଶୋଇଲେ ଶୁଭଫଳ ଲାଭ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।