ବାଛନ୍ତୁ କୋଣସି 1 ନମ୍ବର ଓ ଜାଣନ୍ତୁ ସେ କିଏ ହୃଦୟରୁ ସବୁବେଳେ ଆପଣଙ୍କ କଥା ହିଁ ଭାବୁଥାଏ- Love Quiz

ଏତେବଡ ଦୁନିଆରେ ଅନେକ ଚେହେରା ଅଛି । ଅନେକ ଚେହେରାକୁ ଭଲ ପାଆନ୍ତି ମନକୁ ନୁହେଁ । ଯଦି ଆମେ ଆଜି କାଲୀ ଦେଖିବାକୁ ଯିବା ଆମ ଆଖ ପାଖରେ ଅନେକ ଲୋକ ଓ ଅନେକ ଚେହେରା ଦେଖାଯିବ ଯାହା ଆମକୁ ନିଜ ଆଡକୁ ଆକର୍ଷିତ କରିଥାଏ ।

ଯଦି ଜୀବନରେ କେହି ଆସିବ ତେବେ ସେ କଣ ସତରେ ଆମକୁ ଭଲ ପାଏ । ଏହା ଜାଣିବା ପାଇଁ ଆମକୁ ନିଜର ଆଗରେ ଥିବା ଲୋକଙ୍କୁ ଜାଣିବା ଦରକାର । ଅନେକ ସମୟରେ କେବଳ ଗୋଟେ ଆକର୍ଷଣ ହିଁ ଭଲ ପାଇବା ରେ ପରିଣତ ହୋଇଯାଏ । ଏହାକୁ ପରେ ପ୍ରେମ ଓ ତା ପରେ ବିବାହରେ ପରିଣତ ହେବା ପାଇଁ ଅଧିକ ସମୟ ଲାଗେନି ।

ତେବେ ଆମେ ଅନେକ କଥା ଜାଣିଥିଲେ ବି ବେଳେ ବେଳେ ଆମେ ନିଜକୁ ଦୂବିଧାରେ ପକାଇ ଥାଉ । ତାହା ହେଉଛି ଆମ ପାଇଁ ତାଙ୍କ ମନରେ ପ୍ରେମ ଅଛିକି ନାଇ , ସେ କଣ ମତେ ନେଇ ନିଜ ସହ ସ୍ଵପ୍ନ ଦେଖୁଛନ୍ତିକି ନାଇ, କେବଳ ଭଲ ପାନ୍ତି ନା ବିବାହ ପାଇଁ ଚାହାଁନ୍ତି । ଏଭଳି ଆହୁରି ଅନେକ ପ୍ରଶ୍ନ ଆସି ଥାଏ ଆମ ମନରେ । ମନକୁ ବୁଝାଇବା ଏତେ ସହଜ ନୁହେଁ । ଏହା ପାଇଁ ଆମେ କାହାକୁ ନା କାହାକୁ ଏହି ବିଷୟରେ ନିଶ୍ଚୟ ପଚାରି ଥାଉ । ତେବେ ଆପଣ ଭି କଣ ଏଭଳି କିଛି ଭାବୁଛନ୍ତି କି ।

ଆମେ ଜାଣିବାରେ ପ୍ରେମ କାହାକୁ ବି ହୋଇ ପାରେ କାହା ସହ ମଧ୍ୟ ହୋଇ ପାରେ । ମାତ୍ର ଏହା ପାଇଁ ଆମେ ନିଜକୁ ଏତେ ଦୁବିଦ୍ଧାରେ ରଖିବା ଅନୁଚିତ । କିଛି ଲୋକଙ୍କ ମତରେ ଆପଣଙ୍କର ଆଖ ପାଖରେ ଯିଏ ଆପଣଙ୍କର ଅଧିକ ନିଜର ଭଳି ଲାଗେ ଆମେ ତାକୁ ଭଲ ପାଇ ଥାଉ । ଯଦି କହିବାକୁ ଯିବା ତ ଆମେ ତାଙ୍କ ପାଖରେ ଥିବା ସମୟରେ ତାଙ୍କର ଓ ଆମର ଉଭୟଙ୍କର ହୃଦୟ ର ସ୍ପନ୍ଦନ ବଢି ଯାଇ ଥାଏ । ତେବେ କଣ ଆପଣ ଜାଣିବାକୁ ଚାହାଁନ୍ତି କାହାର ସ୍ପନ୍ଦନ ବଢି ଯାଏ ଆପଣଙ୍କୁ ଦେଖି। ତେବେ ଆସନ୍ତୁ ଏହି ନମ୍ବର ମଧ୍ୟରୁ ଗୋଟେ ବାଛନ୍ତୁ ଓ ଆମେ ଆପଣଙ୍କୁ କହିବୁ ଆପଣଙ୍କ ପାଇଁ କାହା ମନରେ ଜାଗା ଅଛି । ତେବେ ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ନିଜର ପ୍ରଶ୍ନ ର ଉତ୍ତର ।

(୧) ବେଷ୍ଟ ଫ୍ରେଣ୍ଡ ।

(୨) ଗାର୍ଲ ଫ୍ରେଣ୍ଡ କିମ୍ବା ବଏ ଫ୍ରେଣ୍ଡ ।

(୩) ଆପଣ ପସନ୍ଦ କରୁଥିବା ବ୍ୟକ୍ତି କିମ୍ବା ମହିଳା ।

(୪) ଆପଣଙ୍କ ପ୍ରଥମ ପ୍ରେମ ।

(୫) ଆପଣଙ୍କର ସହ ପାଠି ।

(୬) ଆପଣଙ୍କର ପ୍ରେମିକ କିମ୍ବା ପ୍ରେମିକା ।

(୭) ଆପଣଙ୍କ ଜୀବନସାଥି ।

(୮) ଆପଣଙ୍କୁ ପଢାଉଥିବା ବ୍ୟକ୍ତି ।

(୯) ଆପଣଙ୍କର ସାଙ୍ଗର ସାଙ୍ଗ ।

(୧୦) ଆପଣଙ୍କର ଅଫିସ ରେ କାମ କରୁଥିବା ବ୍ୟକ୍ତି କମ୍ବା ମହିଳା।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।