ସ୍ବାମୀର ଭାଗ୍ୟ ବଦଳାଇ ଦିଅନ୍ତି, ଏହି ୪ଟି ନାମର ଝିଅମାନେ- Jyotisha Shastra

ବିବାହ ଏକ ଏମିତି ବନ୍ଧନ ଯାହା ମଣିଷ ଜୀବନରେ ଅନେକ ନୂଆ ପରିବର୍ତ୍ତନ ଆଣିଥାଏ । ବିବାହ ଏକ ପବିତ୍ର ବନ୍ଧନ ଯାହା ମଣିଷ ଜୀବନରେ ଠାରେ ଆସିଥାଏ ।

ଏହା ପରେ ମଣିଷ ନିଜ ଜୀବନର ନୂଆ ଦିଗରେ ଗତି କରିଥାଏ । କିଛି ବ୍ୟକ୍ତିଙ୍କ ଜୀବନରେ ବିବାହ ପରେ ଅନେକ ଖୁସି ଆସିଥାଏ । ଏହାର ସବୁ ଶ୍ରେୟ ସେହି ବ୍ଯକ୍ତିର ସ୍ତ୍ରୀ ବା ତାର ଧର୍ମପତ୍ନୀକୁ ମାନାଯାଏ । ଏମିତି କିଛି ଝିଅ ମାନେ ଅଛନ୍ତି ଯେଉଁ ମାନେ ବିଭା ପରେ ନିଜ ସ୍ବାମୀର ଭାଗ୍ୟକୁ ବଦଳାଇ ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୪ଟି ନାମ ଥିବା ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବିବାହ ପରେ ନିଜ ସ୍ବାମୀର କିସ୍ମତ ବଦଳାଇ ଦେଇଥାନ୍ତି ।

୧- “A” ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ଲକ୍ଷ୍ମୀ ପ୍ରତିମା ହୋଇଥାନ୍ତି । ଏମାନେ ଯେଉଁ ପୁଅ ସହ ବିବାହ କରନ୍ତି ସେମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବା ସହ ଆର୍ଥିକ ଲାଭ ମଧ୍ୟ ହୋଇଥାଏ । ଏହି ନାମର ଝିଅକୁ ବିବାହ କରିବା ପରେ ସେହି ବ୍ୟକ୍ତି ଜୀବନରେ ଧନ ପ୍ରାପ୍ତ କରିବାର ଅନେକ ନୂଆ ସୁଯୋଗ ମିଳିଥାଏ । ପଇସା ମାମଲାରେ ଏହି ପୁଅ ମାନଙ୍କ ଭାଗ୍ୟ ଚମକିଥାଏ । ସେମାନେ ନିଜ ଜୀବନରେ ଅଧିକରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି । ଏହି ବ୍ୟକ୍ତି ଜୀବନରେ ଅନେକ ଖୁସିର ଆଗମନ ହୋଇଥାଏ ।

୨- “J” ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ପିଲା ଦିନରୁ ହିଁ ନିଜ ଭାଗ୍ୟ ବଦଳାଇ ଦେଇଥାନ୍ତି । ଏହି ଝିଅ ମାନେ ଯେଉଁ ଘରେ ବିବାହ କରି ଯାଆନ୍ତି ସେହି ଘରର ସବୁ ଦୁଖ କଷ୍ଟର ନିବାରଣ ହୋଇଥାଏ । ଏହି ନାମର ଝିଅ ମାନେ ନିଜ ସ୍ଵାମୀ ସହ ନିଜ ପରିବାର ଲୋକଙ୍କର ଭାଗ୍ୟ ଚମକାଇ ଦେଇଥାନ୍ତି । ଏହି ନାମର ଝିଅଙ୍କର ସ୍ଵାମୀ ତା ଜୀବନର ସବୁ ଖୁସି ଅର୍ଜନ କରିଥାଏ ।

୩- “P” ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ନିଜ ସ୍ଵାମୀଙ୍କର ଭାଗ୍ୟ ପ୍ରତି ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ । ଏହି ନାମର ଝିଅକୁ ବିବାହ କରିଥିବା ବ୍ଯକ୍ତିର ସମ୍ପତିରେ ବୃଦ୍ଧି ହୋଇଥାଏ । ସେହି ବ୍ୟକ୍ତିକୁ ଧନ ପ୍ରାପ୍ତ କରିବା ପାଇଁ ନୂଆ ଅବସର ମିଳିଥାଏ । ସେହି ବ୍ୟକ୍ତି ନିଜ ଜୀବନର କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ ।

୪- “U” ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ନିଜ ସ୍ଵାମୀଙ୍କ ପାଇଁ ବହୁତ ଲକି ହୋଇଥାନ୍ତି । ଯେବେ ଏହି ନାମରୁ ଆରମ୍ଭ ହେଉଥିବା ଝିଅର ସ୍ଵାମୀ କୌଣସି ନୂଆ କାମ ଶୁଭାରମ୍ଭ କରିବାକୁ ଯାଏ ସେତେବେଳେ ସେହି ଝିଅର ଭାଗ୍ୟ ତା ସ୍ବାମୀର ସାଥ ଦେଇଥାଏ । ଏହି କାରଣରୁ ସେହି ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।