ଯେଉଁ ସ୍ତ୍ରୀଙ୍କ ପାଖରେ ଥାଏ ଏହି 3 ଗୁଣ, ତାଙ୍କ ସ୍ୱାମୀ ସବୁବେଳେ ରହିଥାନ୍ତି ଧନବାନ, କଣ ଆପଣଙ୍କ ପତ୍ନୀଙ୍କ ପାଖରେ ଅଛି ଏହି ଗୁଣ -Jyoitish Shastra

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବିବାହ ପରେ ପତି ପତ୍ନୀ ଙ୍କର ଭାଗ୍ୟ ଯୋଡ଼ି ହେଇଯାଇଥାଏ । ସ୍ୱାମୀ ସ୍ତ୍ରୀ ଉଭୟ ଯାହା କରନ୍ତି ତାର ଫଳ ଦୁହିଁଙ୍କୁ ଭୋଗିବାକୁ ପଡ଼ିଥାଏ । ସ୍ତ୍ରୀ ମାନଙ୍କର ଭଲ ଗୁଣ ସ୍ୱାମୀ ମାନଙ୍କ ଉପରେ ପ୍ରଭାବ ପକାଇଥାଏ । ଏବଂ ତାଙ୍କର ଖରାପ ଗୁଣ ମଧ୍ୟ ସ୍ୱାମୀ ଙ୍କୁ ବର୍ବାଦ କରିଦେଇଥାଏ । ଏମିତି କିଛି ସ୍ତ୍ରୀ ମାନଙ୍କର ଗୁଣ ଜାଣନ୍ତୁ ଯାହା ତାଙ୍କ ପାଖରେ ଥିବା ଫଳରେ ସ୍ୱାମୀ ମନେ ବହୁତ ଧନୀ ହୋଇଥାନ୍ତି । ଯଦି ଆପଣଙ୍କ ପାଖରେ ଏହି ଗୁଣ ନାହିଁ ତେବେ ଆପଣ ସେହି ସବୁ ଗୁଣ ଆପଣଙ୍କ ପାଖକୁ ଆଣିବାକୁ ଚେଷ୍ଟା କରନ୍ତୁ ।

ବନ୍ଧୁଗଣ, ସ୍ତ୍ରୀ ମାନେ ପୁରା ସତମନ ରେ ଭଗବାନ ଙ୍କର ପୂଜା ଆରାଧନା କରିଥାନ୍ତି । ପୁରୁଷ ଙ୍କ ତୁଳନାରେ ସ୍ତ୍ରୀ ମାନେ ଅଧିକ ଉପବାସ, ବ୍ରତ, ଭଗବାନ ଙ୍କର ପୂଜାପାଠ ଆଦି କାର୍ଯ୍ୟ ପୁରା ମନରୁ କରିଥାନ୍ତି । ଯେଉଁ ପତ୍ନୀ ମାନେ ପୂଜାପାଠ ଆଦି କାର୍ଯ୍ୟ ନ କରି ।

ନିଜକୁ ସର୍ବଦା ସଜେଇଥାନ୍ତି ସେଠାରେ ଅଶୁଭ ଲକ୍ଷଣ ଦେଖାଯାଇଥାଏ । ଯଦି ଆପଣଙ୍କ ସ୍ତ୍ରୀ ପୂଜାପାଠ ଓ ଭଗବାନ ଙ୍କ ଆରାଧନା କରନ୍ତି ତେବେ ଆପଣ ଜୀବନରେ ଖୁବ ଐଶ୍ୱରୀୟ ପ୍ରାପ୍ତି କରିବେ । ଯେଉଁ ପତ୍ନୀ ମାନେ ନିଜ ଘର ର କାମ ଖୁସି ରେ କରିବା ସହ ନିଜ ପରିବାର କୁ ଖୁସି ରେ ରଖିଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାନ୍ତି । ଯାହାଫଳରେ ତାଙ୍କ ଘର ଧନ, ସମ୍ପତ୍ତି, ସୁଖ ସମୃଦ୍ଧି ଆଦି ରେ ପରିପୂର୍ଣ୍ଣ ହୋଇଥାଏ । ଯାହାଫଳରେ ତାଙ୍କ ସ୍ୱାମୀ ବହୁତ ଉନ୍ନତି କରିବା ସହ ଧନବାନ ମଧ୍ୟ ହୋଇଥାନ୍ତି ।

ଏହା ଛଡ଼ା ପୁରୁଷ ମାନଙ୍କର ମଧ୍ୟ କିଛି ଗୁଣ ଥାଏ । ଯେଉଁ ସ୍ୱାମୀ ମାନେ ସର୍ବଦା ରାଗନ୍ତି ଓ ଘରେ ସବୁବେଳେ ଛୁଆ ସ୍ତ୍ରୀ ସମସ୍ତଙ୍କ ଉପରେ ପାଟି କରନ୍ତି ସେ ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ । କାରଣ ଯେଉଁ ଘରେ ସ୍ତ୍ରୀ ମାନଙ୍କୁ ନିରାଶ କରନ୍ତି ସେ ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଘରକୁ ଆସିଥିବା ପୂଜାରିଙ୍କୁ କେବେ ବି ଖାଲି ହାତରେ ପଠେଇବା ଉଚିତ ନୁହେଁ । ଏହା କରିବା ଦ୍ବାରା ଆପଣଙ୍କ ସ୍ୱାମୀ ଅମର ହୋଇଥାନ୍ତି । ଆପଣଙ୍କ ପାଖକୁ କେବେବି ଅଭାବ ଆସିପାରେ ନାହିଁ ।

ଗରିବ ପିଲା ଆଦିଙ୍କୁ ସାହାଯ୍ୟ କରିବା ଉଚିତ । ଯେଉଁ ଘରେ ସ୍ତ୍ରୀ ମାନେ ସମସ୍ତଙ୍କ ସେବା କରିଥାନ୍ତି ଏବଂ ନିଜ ପରିବାରରେ ଶାଶୁ ଶଶୁର ଛୁଆ ସ୍ୱାମୀ ଆଦି ସମସ୍ତଙ୍କୁ ଖୁସିରେ ରଖିଥାନ୍ତି ସେହିଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ସ୍ତ୍ରୀ ମାନେ ସର୍ବଦା ପତିବ୍ରତା ହେବା ଆବଶ୍ୟକ । ଏହାଦ୍ବାରା ସ୍ୱୟଂ ଯମ ମଧ୍ୟ ହାରିଯାଇଥାଏ ସ୍ତ୍ରୀ ମାନଙ୍କ ପାଖରେ । ଏହାଛଡା ସ୍ୱାମୀ ମାନେ ମଧ୍ୟ ସ୍ତ୍ରୀ ମାନଙ୍କୁ କେବେ ନିରାଶ କରିବା ଉଚିତ ନୁହେଁ । କାରଣ ସ୍ତ୍ରୀ ମାନେ ନିରାଶ ହେବା ଫଳରେ ମା ଲକ୍ଷ୍ମୀ ଘରକୁ ଆସନ୍ତି ନାହିଁ । ଏହି ସବୁ ଭଲ ଗୁଣ ଗୁଡିକ ସ୍ତ୍ରୀ ମାନଙ୍କ ପାଖରେ ଥିବା ଫଳରେ ଘରେ ଧନ ସମ୍ପତ୍ତି ସୁଖ ସମୃଦ୍ଧି ଆଦି ରେ ପରିପୂର୍ଣ୍ଣ ହୋଇଯାଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।