Vastu Tips- ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ଘରେ ଥାଏ ଏହି 5 ଟି ଜିନିଷ, ସେଠାକୁ କେବେ ବି ଆସେ ନାହିଁ ଦରିଦ୍ରତା

ଏଭଳି ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ନିଜର ପରିଶ୍ରମ ର ପରିଣାମ ଭଲ ଭାବରେ ପାଉ ନାହାଁନ୍ତି । ସେମାନେ ଜାଣିଛନ୍ତି କି ସେମାନେ ପରିଶ୍ରମ ତ କରୁଛନ୍ତି ମାତ୍ର ଏହାର କିଛି ବି ଫଳ ସେମାନଙ୍କୁ ମିଳୁନି ।

ତେବେ ଆପଣଙ୍କ ଭିଆତରେ କିଛି ଖାରାପ ନାହିଁ ମାତ୍ର ଆପଣଙ୍କର ଆଖ ପାଖର ପରିବେଶ ନିଶ୍ଚିତ ଭାବେ ଖରାପ ଅଛି ତ ନିଜକୁ ଏହି ସବୁ ଠାରୁ ଦୂରେଇ ରଖି ଯଦି ଆଗକୁ ଯିବାକୁ ଚାହୁଁଛନ୍ତି ତେବେ ଆପଣ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ । ଯାହା ଦ୍ଵାରା ଆପଣଙ୍କର ଭଲ ହେବ । ଚେଷ୍ଟା କରୁଥିବା କାମ ସଫଳ ହେବ। ଆସନ୍ତୁ ଜାଣିବା ଏହି ଜିନିଷ ଗୁଡିକ କଣ କଣ । 

ପ୍ରଥମ ଜିନିଷ ହେଉଛି ଗଣେଶ ଭଗବାନ ଙ୍କର ମୂର୍ତ୍ତି । ଏହା ଆପଣଙ୍କୁ ଜଣା ଥିବା କି ଗଣେଶ ଙ୍କୁ ଆମେ ବିଘ୍ନ ହର୍ତା କିମ୍ବା ଦୁଃଖ ର ବିନାଶ ଦେବତା କହି ଥାଉ । ଯଦି ଆପଣ ବି ଗଣେଶ ଭଗବାନ ଙ୍କ ମୂର୍ତ୍ତି ନିଜ ଘରେ କିମ୍ବା ଅଫିସ କିମ୍ବା ବ୍ୟବସାୟ ଜାଗାରେ ରଖିବେ ତେବେ ଆପଣ ମଧ୍ୟ ଉର୍ଣ୍ଣତି କରିବେ । ଦ୍ଵିତୀୟ ଜିନିଷ ହେଉଛି ବଇଁଶି ଆପଣ ଜାଣି ଥିବେ ଭଗବାନ କୃଷ୍ଣ ଙ୍କ ହାତରେ ସବୂ ବେଳେ ବଇଁଶି ଥାଏ ।

ସେ ଯେତେବେଳେ ବି ନିଜର ମଧୁର ସ୍ଵରରେ ବଇଁଶି ବଜାଉ ଥିଲେ   ଗୋପ ବାସୀଙ୍କର ମନକୁ ବିଚଳିତ କରୁଥିଲେ , ସେ ଏହା ଦ୍ଵାରା ନକରାତ୍ମକ ଶକ୍ତିକୁ ଦୂରେଇ ଦେଇ ଲୋକଙ୍କ ମନରେ ବଞ୍ଚିବାର ଆସା ଦେଉଥିଲେ। ଖରାପ ପରେ ବିଜୟ ହେଉଥିଲା ଭଲର। ତେବେ ଆପଣ ଯଦି ବାଇଁଶି ଆଣିକି ରଖିନ୍ତି ତାହେଲେ ଏହାର ପ୍ରଭାବରେ ଆପଣ ଜୀବନରେ ଖୁବ ଆଗକୁ ଯାଇ ପାରିବେ ।

ଏହା ପରେ ତୃତୀୟ ଜିନିଷ ହେଉଛି ଶଙ୍ଖ । ଆପଣ ମାନେ ଜାଣିଥିବେ ଶଙ୍ଖାର ଧ୍ୱନି ଆମ ଆତ୍ମା ଓ ଶରୀର କୁ ଶାନ୍ତି ପ୍ରଦାନ କରି ଥାଏ । ଯଦି ଆମେ ବର୍ତ୍ତମାନ କିଛି ବି ସମସ୍ଯା ରେ ପଡିଛୁ ତେବେ ଆପଣ ଘରେ ଶଙ୍ଖ ରଖି  ଏହାକୁ ପୂଜା କରିବା ସହ ଏହା କୁ ସକାଳ ସନ୍ଧ୍ୟା ବଜାନ୍ତୁ । ଏହା ଦ୍ଵାରା ଖରାପ ନଜର ଓ ଖରାପ ଜିନିଷ କିମ୍ବା ବସ୍ତୁ ଆପଣଙ୍କ ଆଖ ପାଖରୁ ଦୂରେଇ  ରହିବ ଓ ଆପଣ ଜୀବନରେ ଉର୍ଣ୍ଣତି କରିବେ ।

ଚତୁର୍ଥ ଜିନିଷ ହେଉଛି ଲକ୍ଷ୍ମୀ ଓ କୁବେରଙ୍କର ମୂର୍ତ୍ତି । ଆପଣ ଜାଣିଥିବେ କି ମା ଲକ୍ଷ୍ମୀ ଙ୍କର ପୂଜା କରାଯାଏ ମାତ୍ର ଯଦି ଆପଣ ଏଭଳି କିଛି ଫାଟ କିମ୍ବା ମୂର୍ତ୍ତି ଏକା ସହ ରଖୁଛନ୍ତି ତେବେ ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ ଉଭୟେ।

ପଞ୍ଚମରେ ହେଉଛି ମାଛ। ବାସ୍ତୁ ଶାସ୍ତ୍ରରେ କୁହା ଯାଏ କି ଯେଉଁ ଘରେ ମାଛ ରଖାଯାଏ  ଏହା ଶୁଭ ଫଳ ପ୍ରଦାନ କରେ। ଯଦି ଆପଣଭି ଜୀବନରୁ ସମସ୍ଯା ଦୂର କରିବା ପାଇଁ ଚାହାଁନ୍ତି । ତେବେ ଆପଣ ୯ ଟି ମାଛ ରଖି ତାହାକୁ ସବୁ ଦିନ ଆପଣ ହିଁ ଖାଇବାକୁ ଦିଅନ୍ତୁ । ଦେଖିବେ ସମସ୍ୟାରୁ ମୁକ୍ତି ମିଳିବ। ତେବେ ଆପଣଙ୍କୁ ଯଦି ଆମର ଏହି ସୂଚନା ଭଲ ଲାଗେ ପେଜକୁ ଏକ ଲାଇକ କରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।