Special Report: ଏମିତି ଏକ ଗାଁ ଯେଉଁଠି ଜନ୍ମ ହୁଅନ୍ତି କେବଳ IAS ଅଧିକାରୀ, ଜାଣନ୍ତୁ ସେମାନଙ୍କ ସଫଳତାର ରହସ୍ୟ !

ଅନେକ ପିଲା ମାନେ ନିଜକୁ ଖୁବ ଭଲ ପଦବିରେ ରଖି । ସେମାନଙ୍କ ପରିବାରକୁ ଓ ନିଜକୁ ଖୁବ ଆଗକୁ ନେଇ ଦେଶର ସେବା କରିବା ପାଇଁ ଚାହିଁ ଥାନ୍ତି । ଯଦି ଆମେ ଦେଖିବା ପାଇଁ ଯିବା ତେବେ ଆମେ ଦେଖିବା କି ପ୍ରତେକ ବର୍ଷ ଅଧିକ ରୁ ଅଧିକ ପିଲା ମାନେ ପ୍ରଶାସନ ଅଧିକାରୀ ହେବା ପାଇଁ ଚେଷ୍ଟା କରୁଛନ୍ତି ।

ସେମାନଙ୍କ ମଧ୍ୟରୁ ଖୁବ କମ ପିଲା ମାନେ ଆଗକୁ ଯାଇ ପାରିଛନ୍ତି । କିଛି ପିଲା ମାନେ ଖୁବ କମ ପରିଶ୍ରମ କରି ନିଜକୁ ପ୍ରଶାସନିକ ଅଧିକାରୀ କରି ପାରିଛନ୍ତି । ମାତ୍ର କିଛି ପିଲା ମାନେ ସତ ଚେଷ୍ଟା କରି ମଧ୍ୟ କିଛି ଫଳ ପାଇ ନଥାନ୍ତି । ଆମେ ଯଦି ଦେଖିବା ପାଇଁ ପ୍ରତେକ ବର୍ଷ ବୋଧେ ହୁଏ ଏକ ଲକ୍ଷରୁ ଅଧିକ ପିଲାମାନେ ଏହା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ତେବେ ଏହା ପାଇଁ ପ୍ରସ୍ତୁତ ହେବା ପାଇଁ ଅନେକ ପରିଶ୍ରମ କରିବା ପାଇଁ ପଡେ । ଏହା ପାଇଁ ଆମକୁ ଅଧିକ ରୁ ଅଧିକ ପଢା ପାଇଁ ସମୟ ଦେବାକୁ ପଡିବ । ଆଜି ଆମେ ଆପଣଙ୍କୁ ଏଭଳି ଏକ ସତ୍ୟ ଘଟଣା ସହ ବାଣ୍ଟିବା ପାଇଁ ଚାହୁଁଛୁ । ଏକ ଏଭଳି ଗାଁ ଅଛି ଯେଉଁ ଠାରେ କେବଳ UPSC  ପାଇଁ ପିଲାମାନେ ପ୍ରସ୍ତୁତ ହେଉଛନ୍ତି । ଏହି ଘଟଣା ହେଉଛି ଉତ୍ତର ପ୍ରଦେଶ ର ଯୋଦ୍ଧପୁର ଜିଲ୍ଲାର ମଗପଟି ଗାଁ ଏହି ଗ୍ରାମର ଅଧିକ ପିଲା ମାନେ ସବୁ ଜାଗାରେ କହିବା ପାଇଁ ଗଲେ ପ୍ରାୟତଃ ଦେଶରେ ସବୁ ଜାଗାରେ ପ୍ରଶାସନିକ ଅଧିକାରୀ ଭାବେ କାମ କରି ସାରିଛନ୍ତି ।

ତେବେ ଏହାର ଆରମ୍ଭ କିଛି ଏଭଳି ହୋଇ ଥିଲା କି ୧୯୫୨ ମଶିହାରେ ଏହି ଗ୍ରାମର ପ୍ରଥମ ପ୍ରଶାସନ ଅଧିକାରୀ ବାହାରି ଥିଲେ । ଏହି ଗ୍ରାମରେ ମୋଟ ୭୫ ଟି ଘର ଅଛି । ଏହି ଗ୍ରାମରୁ ପାୟ ୪୭ ରୁ ଅଧିକ ପ୍ରଶାସନ ଅଧିକାରୀ ବାହାରି ସାରିଛନ୍ତି । ଏହି ଗ୍ରାମରେ ଥିବା ପରିବାର ମଧ୍ୟରୁ କିଛି ଲୋକମାନେ ପିଏମ ଓ ସିଏମ ଙ୍କ ପାଖରେ ରହି କାମ ମଧ୍ୟ କରି ସାରିଛନ୍ତି । ଏହି ଗ୍ରାମର ଇନ୍ଦୁ ପ୍ରକାଶ ସିଂ ଏହି ଗ୍ରାମରେ ଜଣେ ନିବାଶି ୨ୟ ସ୍ଥାନ ଅଧିକାର କରିଥିଲେ ।

ଇନ୍ଦୁ ପ୍ରକାଶ ନିଜ କ୍ଯାରିୟର ରେ ଖୁବ ନାମ କମେଇ ଥିଲେ । ସେ ଫ୍ରାନ୍ସ ସହ ଅନେକ ଦେଶରେ ଆମ୍ବାସେଡର ହୋଇ ରହି ସାରି ଛନ୍ତି । ଆଉ ଏକ ପରିବାର ରେ ଥିବା ୪ ଭାଇ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମେ ବିନୟ ସିଂ ଏହି ପରୀକ୍ଷାରେ ଉତିର୍ଣ୍ଣ ହୋଇଥିଲେ ।

ଏହା ପରେ ତାଙ୍କର ଦୁଇ ଭାଇ ଛତ୍ର ପାଲ ସିଂ ଓ ଅଜୟ ସିଂ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ୧୯୬୮ ମଶିହାରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିଲେ । ତେବେ ଏହି ଇତିହାସ ଦେଖିବାକୁ ଗଲେ ଆମେ ଦେଖିବା କି ଆମେ ଜାଣିବା କି  ଏଠାକାର  ପିଲା ମାନେ ପ୍ରଶାନ ଅଧିକାରୀ ହେବା ପାଇଁ କେତେ ଆଗ୍ରହୀ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ