ଯେଉଁ ବନ୍ଧୁକରେ ଯୁବକ ଙ୍କୁ ଛାତିକୁ ଗୁଳି ମାରିଥିଲା ଏବେ ସେହି Untalented Guyର ବନ୍ଧୁକକୁ ଜବତ କରିଛି ପୋଲିସ

ଝିଅ ମାନଙ୍କୁ ଗାଳି ଆଉ ପୁଅ ମାନଙ୍କୁ ଧମକ । ଆଉ ଅଭଦ୍ର ଭାଷାରେ ବିଭିନ୍ନ ଡାଇଲଗ ଭାଇରାଲ ହୋଇଥିଲା Untalented guy ର। ଯିଏ କି କୁଆଡେ ଦାମୀ ବନ୍ଧୁକ ପାଖରେ ରଖିଥିଲା । ଆଉ ସେହି ବନ୍ଧୁକରେ ଯେବେ ଯୁବକଙ୍କର ଛାତିକୁ ଗୁଳି ମାରିଥିଲା ତାପରେ ପୋଲିସ ତାକୁ ଖୋଜିଥିଲା । ତା ପାଖରେ ବନ୍ଧୁକ କୁଆଡେ ଆସିଲା, ବନ୍ଧୁକକୁ ଲୁଚାଇ ପୋଲିସ ଠାରୁ ଲୁଚାଇ ରଖିଥିଲା । ପୋଲିସ ଖୋଜୁଥିଲା କିନ୍ତୁ ଉଦିତ ନାରାୟଣ ଲୁଚି ଚାଲିଥିଲା । କିନ୍ତୁ କିଛି ଦିନ ବ୍ଯବଧାନ ମଧ୍ୟରେ ଆଜି ତାକୁ ପୋଲିସ ଗିରଫ କରିଛି , ତାର ବନ୍ଧୁକ ମଧ୍ୟ ପୋଲିସ ଜବତ କରିଛି ।

ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହୁଥିଲା Untalented guy । କିଛି ଯୁବକ ବର୍ଗ ତାର ଡାଇଲଗ କୁ ପସନ୍ଦ କରୁଥିବା ବେଳେ ଆଉ କିଛି ଯୁବନ ଗାଳି ବି କରଥିଲେ । ଏଭଳି ଭାବେ କଣ୍ଟେନ ପ୍ରସ୍ତୁତ କରିବା ଆମ ସମାଜ ଉପରେ ପ୍ରଭାବ ପକାଇଛୁ ଯୁବକ ମାନଙ୍କ ଉପରେ । ହେଲେ କଣ କରାଯିବ କୌଣସି ବି ପ୍ରତିବନ୍ଧକ ନାହିଁ । ସୋସିଆଲ ମିଡିଆରେ ଲଗାତାର ଗାଳି ଗୁଲଜ ସହ ବିଭିନ୍ନ ପ୍ରକାରର ଖରାପ ଭାଷା ପ୍ରସ୍ତୁତ କରି କଣ୍ଟେନ ପ୍ରସ୍ତୁତ କରୁଥିଲେ । ହେଲେ ସତ ଶତିକା ବନ୍ଧୁକ ରଖିଥିଲା ଏହି Untalented guy ।

କିନ୍ତୁ ବେଳେବେଳେ ଗଣମାଧ୍ୟମ ରେ କହୁଥିଲା ମୁଁ ବହୁତ ଭଦ୍ର ମଣିଷ ଟିଏ । କିନ୍ତୁ ଏବେ ଗଣମାଧ୍ୟମ ସମାନ ରେ ଯେଉଁ ଘଟଣା ଟି ଆସିଛି ଯାହା ହେଉଛି ରକ୍ତାକ୍ତ ହୋଇ ଯାଇଛନ୍ତି ଜଣେ ଯୁବକ । ତାଙ୍କ ଗାଁ କୁ ଯାଇ କିଛି ସହଯୋଗୀ ମାନଙ୍କ ସହ ମିଶି ଉଦିତ ନାରାୟଣ ଯୁବକ ଙ୍କର ଛାତି କାନ୍ଧ କୁ କାଟି ପକାଇଛି । ତେବେ ଯୁବକ ଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଧାର କରି ଚିକିତ୍ସା କରା ଯାଇଥିଲା ।

ଆଉ ତା ପରେ ଏହି ଘଟଣା ସାମନା କୁ ଆସିବା ପରେ ଗାଁ ଲୋକେ ମଧ୍ୟ ଉତ୍ୟକ୍ତ ହୋଇ ପଡିଥିଲେ । ଯେ କିଏ ଏହି ଇଂଷ୍ଟାଗ୍ରାମ ର Untalented guy । ଯାହାକୁ ଧରିବା ପାଇଁ ପୋଲିସ ପାଖରେ ଯାଇ ଅଭିଯୋଗ କରିଥିଲେ ଗାଁ ଲୋକେ । ହେଲେ ଦିନ କିଛି ବୀତିଗଲା ଆଉ ଗାଁ ଲୋକେ କହିଲେ ୟାକୁ ଯଦି ଗିରଫ ନ କରାଯାଏ ତେବେ ପୋଲିସ ଷ୍ଟେସନ ଆଗରେ ଧାରଣା ଦିଆଯିବ । ଆଉ ଏବେ Untalented guy ସହ ତାର ବନ୍ଧୁକ ମଧ୍ୟ ଜବତ କରା ଯାଇଛି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ସିପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଗୋଳେଇ ଫ୍ରାଏ ଓଭର ବ୍ରିଜ ତଳେ ଗୁଳି ଫୁଟିବା ଶବ୍ଦ ହୋଇଥିଲା ।

ଆଉ ତା ପରେ ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲେ ଜଣେ ଯୁବକ । ଆଉ ତାଙ୍କ ଶରୀର ରେ ଛୁରୀ ମାଡ ହୋଇଥିଲା । ଆଉ ସେଠାରୁ ଫେରାର ହୋଇ ଯାଇଥିଲେ Untalented guy ଓ ତାର ସାଥି ମାନେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।