ଯେତେବେଳେ ରିପୋର୍ଟର ସୁଶାନ୍ତଙ୍କୁ ନେଇ ରିୟାଙ୍କୁ ପଚାରିଦେଲେ ଏହି ପ୍ରଶ୍ନ, ଜବାବ ଜାଣିଲେ ପାଦତଳୁ ମାଟି ଖସିଯିବ ଆପଣଙ୍କର

ଯେମିତି କି ସମସ୍ତେ ଜାଣିଛନ୍ତି କି ସୁଶାନ୍ତଙ୍କ କେସ ବର୍ତ୍ତମାନ CBI ଯାଞ୍ଚ କରୁଛି । ଏମିତିରେ CBI ସୁଶାନ୍ତଙ୍କ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ବାରମ୍ବାର ପୁଛତାଛ କରିବା ପାଇଁ ନିଜର କାର୍ଯ୍ୟଳୟକୁ ଡାକୁଛନ୍ତି । ଏହି କ୍ରମରେ ଗତ ସୋମବାର ଦିନ ED ଅଫିସରମାନେ ପୁଣି ଥରେ ରିୟାଙ୍କୁ ଜେରା କରିବା ପାଇଁ ତାଙ୍କର କାର୍ଯ୍ୟଳୟକୁ ଡାକି ଥିଲେ ଓ ରିୟା ବି ସକାଳ ୧୧ ଟା ସମୟରେ ED ଅଫିସକୁ ପହଞ୍ଚି ଯାଇ ଥିଲେ ।

କିନ୍ତୁ ରିୟା ପହଞ୍ଚିବା ମାତ୍ରେ ହିଁ ମିଡିଆ କର୍ମୀ ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲେ । ଜଣେ ମିଡିଆ କର୍ମୀ କହିଲେ କି ରିୟା ତୁମେ ଏହିଭଳି କାମ କାହିଁକି କରିଲ ?

ଆଉ ଜଣେ କହିଲେ କି ରିୟା ତୁମେ କଣ କହିବ ଏହି କେସ ବିଷୟରେ କଣ କହିବ ? ଏହା ପରେ ଜଣେ ମିଡିଆ କର୍ମୀ ପ୍ରଶ୍ନ କରିଲେ କି ରିୟା ତୁମେ ଓ ତୁମର ପରିବାର ମିଶି ସୁଶାନ୍ତଙ୍କୁ ମାରି ଦେଇଛ । ତୁମେ ସୁଶାନ୍ତଙ୍କୁ କାହିଁକି ମାରିଲ । ଏହି ପ୍ରଶ୍ନ ସିଧା ରିୟାଙ୍କୁ ଟାର୍ଗେଟ କରି କୁହାଯାଇ ଥିଲା ।

ଆପଣଙ୍କୁ କହିଦେଉଛୁ କି ଏହା ପୂର୍ବରୁ ବି ରିୟା ମିଡିଆ ସାମ୍ନାକୁ ଆସିଥିଲେ କିନ୍ତୁ ସେତେବେଳେ ରିୟା କାନ୍ଦି କାନ୍ଦି ଚାଲି ଯାଉଥିଲେ । ରିପୋର୍ଟର ଏହି ପ୍ରଶ୍ନକୁ ଶୁଣିବା ମାତ୍ରେ ହିଁ ରିୟା ବହୁତ ରାଗି ଗଲେ । ଏହା ପରେ ରିୟା କିଛି ପାଦ ଆଗକୁ ଯାଇ ପଛକୁ ବୁଲି ରାଗି ଯାଇ ଏହି ପ୍ରଶ୍ନ ଜବାବ ଦେଇ କହିଲେ କି, ‘ହଁ ମାରିଛି, କଣ କରିବ ?’ ଏହିଭଳି ଭାବରେ ରିୟା ସ୍ଵୀକାର କରି ନେଲେ କି ସେ ହିଁ ସୁଶାନ୍ତଙ୍କୁ ମାରିଛନ୍ତି । ସେ ସଫା ସଫା କହିଦେଲେ କି ସେ ହିଁ ସୁଶାନ୍ତଙ୍କୁ ମାରିଛନ୍ତି ।

ଏହା ପରେ ରିୟା ରାଗରେ ଆହୁରି ବି କିଛି କହିବାକୁ ଚାହୁଁଥିଲେ । କିନ୍ତୁ ସେହି ସମୟରେ ରିୟାଙ୍କ ଭାଇ ସୋଭିକ ବୁଦ୍ଧିମାନର କାମ କରି ରିୟାଙ୍କୁ ଧରି ED ଅଫିସ ଭିତରକୁ ଚାଲି ଗଲେ । କିନ୍ତୁ ଏହି ସମୟରେ ବି ରିୟା ଯାଉଥିବା ବେଳେ ମିଡିଆକୁ ଗାଳି ଦେଇ ଯାଉଥିଲେ । କିଛି ଲୋକମାନଙ୍କ କହିବା ଅଟେ କି ରିୟା ରାଗରେ ଏହିଭଳି କହିଛନ୍ତି । କିନ୍ତୁ ଏହା ବି ସତ ଅଟେ କି ରିୟାଙ୍କ ମୁହଁରୁ ରାଗରେ ହେଲେ ବି ସତ ବାହାରି ଯାଇଛି ।

ଏମିତିରେ ରିୟାଙ୍କ ରାଗିବା ବି ସ୍ଵାଭାବିକ ଅଟେ । କହିବାକୁ ଗଲେ ରିୟା ବଞ୍ଚି ଯାଇ ଥିଲେ ଓ ତାଙ୍କର ପୁରା ପ୍ଳାନ ସଫଳ ବି ହୋଇ ଯାଇ ଥିଲା । କିନ୍ତୁ CBI ହାତକୁ କେସ ଗଲା ପରେ ରିୟା ପୂରାପୂରି ନିଜ ଜାଲରେ ହିଁ ଫସି ଯାଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।