ଏହି 19ଟି ସାଧାରଣ ଜ୍ଞାନ ପ୍ରଶ୍ନ ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହୋଇଯିବ, କେବଳ ଜ୍ଞାନୀ ଲୋକଙ୍କ ପାଇଁ

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଆଣିଦେଇଛୁ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର । ଯାହାକି ଆପଣଙ୍କ ଜୀବନରେ କୌଣସି ମୁହୂର୍ତ୍ତରେ କାମରେ ଆସିପାରିବ । ତେବେ ଆସନ୍ତୁ ଆଉ ଡେରିନକରି ଆରମ୍ଭ କରିବା ।

ପ୍ରଶ୍ନ- 1 ଦିନରେ କାମ ନ କରି କିଏ ମଜୁରୀ ପାଏ?

ଉତ୍ତର: ରାତ୍ରି ଜଗୁଆଳି

ରାତ୍ରି ଜଗୁଆଳି ରାତିରେ ଜଗିଥାଏ ସେଥିପାଇଁ ସେ ମଜୁରୀ ପାଇଥାଏ ।

ପ୍ରଶ୍ନ- 2

ନ ରୁ ଆରମ୍ଭ ନ ରେ ଶେଷ, ଯିଏ ଦେଖେ ସାରା ଦୁନିଆ ଦୃଶ୍ୟ, କୁହନ୍ତୁ ତାର ନାମ ଟି କଣ?

ଉତ୍ତର: ନୟନ

ପ୍ରଶ୍ନ- 3

କେଉଁଟିକି ଶହେ ଲୋକ ଗଲେ ଫେରନ୍ତି ଅନେଶୋତ ଲୋକ?

ଉତ୍ତର: ମଶାଣି

ପ୍ରଶ୍ନ- ୪

ମୃତ୍ୟୁ ପରେ ବି ଠିଆ ହୋଇଥାଏ, ସେ କିଏ?

ଉତ୍ତର: ଗଛ

ପ୍ରଶ୍ନ- ୫

ଭଙ୍ଗା ହେଲେ ବି ସେ ଗୋଟିଏ, ତାହା କଣ?

ଉତ୍ତର: ଖିଲିପାନ

ପ୍ରଶ୍ନ- ୬

ମନା କଲେ ବି ସେ ସାଙ୍ଗ ଛାଡେନା, ସେ କିଏ ?

ଉତ୍ତର: ମଣିଷର ଛାଇ

ପ୍ରଶ୍ନ- ୭

ଟିକେ କୋଉଠି ଆଲୁଅ ହେଲେ ବି ସେ ଆସିଯାଏ ।

ଉତ୍ତାପ ନା ପାଇ କି ବି ଗରମ୍ ହୁଏ, ସେ କିଏ?

ଉତ୍ତର: ମୁଣ୍ଡ

ପ୍ରଶ୍ନ- ୮

ଆଖିଥିଲେ ବି ସେ ଅନ୍ଧ, ସେ କିଏ?

ଉତ୍ତର: ମୂର୍ଖ ଲୋକ

ମୂର୍ଖ ଲୋକ ତାକୁ କଣ ବି ବୁଝା ଯାଏ ସେ ସେହି ବିଷୟରେ ଅନ୍ଧ ହୋଇ ରହିବ ।

ପ୍ରଶ୍ନ- ୯

ଖାଇଲେ କିଏ ମରେ?

ଉତ୍ତର: ଭୋକ

ଭୋକ ଲାଗିଲେ ଆମେ ଖାଇବା ପରେ ଆମ କୁ ଆଉ ଭୋକ ଲାଗିନଥାଏ ।

ପ୍ରଶ୍ନ- ୧୦

ପବନ ଖାଇଲେ କିଏ ମରିଯାଇଥାଏ ?

ଉତ୍ତର: ଝାଳ

ଝାଳ ବାହାରୁଥିବା ସମୟରେ ପବନ ବାଜିବା ଦ୍ଵାରା ଝଳଟା ମାରିଯାଇଥାଏ ।

ପ୍ରଶ୍ନ- ୧୧

କାହାକୁ ଟାଣିଲେ ଛୋଟ ହୁଏ?

ଉତ୍ତର: ବିଡ଼ି ବା ସିଗାରେଟ

ପ୍ରଶ୍ନ- ୧୨

ମୁଁ ସବୁଠାରେ, ମାତ୍ର କେହି ଧରି ପାରନ୍ତି ନାହିଁ ? ଏହା କଣ ?

ଉତ୍ତର: ପବନ

ପବନ ହେବ ଦ୍ଵାରା ଆମକୁ ଅନୁଭବ ହୁଏ କିନ୍ତୁ ପବନ କୁ କେହି ଧରି ପାରନ୍ତି ନାହିଁ ।

ପ୍ରଶ୍ନ- ୧୩

କାହାକୁ ଦାନ କଲେ ନିଜର ବୃଦ୍ଧି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ?

ଉତ୍ତର: ଜ୍ଞାନ କିମ୍ବା ବିଦ୍ୟା

ପ୍ରଶ୍ନ- ୧୪

ଜ୍ଞାନ ଯାହାକୁ ବି ବାଣ୍ଟିବେ ତେବେ ଜ୍ଞାନ ବୃଦ୍ଧି ହେବ ଆଉ ଜ୍ଞାନ କୁ ସାଇତି ରଖିଲେ ଆପଣ ଭୁଲି ଯିବେ

ଚଳାଇଲେ ଚାଲେ କିନ୍ତୁ ଆଗକୁ ଯାଇପରେନା, ସେ କିଏ ?

ଉତ୍ତର: ପଙ୍ଖା

ପ୍ରଶ୍ନ- ୧୫

ପୋଡେ କିନ୍ତୁ ନିଆଁ ନୁହେଁ, ତାହା କଣ

ଉତ୍ତର: ଲଙ୍କା

ଲଙ୍କା ଟି ପୋଡିବ ପାଟି ଭିତରେ ଯାହାକି ସେ ନିଆଁ ନୁହେଁ ।

ପ୍ରଶ୍ନ- ୧୬

ପଥର ହେଲେ ବି ସେ ପାଣି, ତାହା କଣ?

ଉତ୍ତର: ବରଫ ଏବଂ କୁଆ ପଥର

ପ୍ରଶ୍ନ- ୧୭

କାହାର ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେ ନାହି

ଉତ୍ତର: ପାନିଆ

ପ୍ରଶ୍ନ- ୧୮

କାହାର ଆଖି ଅଛି କିନ୍ତୁ ସେ ଦେଖିପରେନାହିଁ ?

ଉତ୍ତର: ନଡ଼ିଆ

ପ୍ରଶ୍ନ- ୧୯

କିଏ ସବୁବେଳେ ଉଡୁଥାଏ କିନ୍ତୁ ଜାଗା ଛାଡ଼ି କୁଆଡେ ବି ଯାଏ ନାହିଁ

ଉତ୍ତର: ପତାକା

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।