ଯେତେବେଳେ ପ୍ରଥମ ଥର ପାଇଁ ଓଡିଶାର ଏହି ଜିଲ୍ଲାରେ ମିଳିଲା Golden Cobra, ଦେଖନ୍ତୁ ତା’ପରେ କଣ ହେଲା

ଓଡିଶାର ଅନେକ ଜିଲ୍ଲାରେ ପାହାଡ ଏବଂ ଘଞ୍ଚ ଜଙ୍ଗଲ ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଭଦ୍ରକ ଜିଲ୍ଲା । ଭଦ୍ରକ ଜିଲ୍ଲା ପାହାଡୀ ଇଲାକା ହୋଇଥିବାରୁ ବର୍ଷା ହେଲେ ପ୍ରାୟ ଘର ମାନଙ୍କରେ ସାପ ପଶି ଆସନ୍ତି । କାରଣ ବର୍ଷା ହେବା ଫଳରେ ସାପ ଗତରେ ପାଣି ପଶି ଯାଏ ଓ ସୁରକ୍ଷିତ ସ୍ଥାନ ସନ୍ଧାନରେ ସାପ ଘର ଭିତରକୁ ପଶି ଆସେ । ଅନେକ ସମୟରେ ବେଙ୍ଗ ଓ ମୂଷା ଆଦି ଖାଦ୍ଯ ସନ୍ଧାନରେ ମଧ୍ୟ ସାପ ଘରକୁ ପଶି ଆସନ୍ତି ।

ଭଦ୍ରକ ଜିଲ୍ଲାରେ ନାଗ ପ୍ରଜାତିର ଅନେକ ବି-ଷ-ଧ-ର ସାପ ଦେଖିବାକୁ ମିଳନ୍ତି । ସେଠାରେ ବର୍ଷା ପରେ ଜଣଙ୍କ ଘରେ ସାପ ପଶିଯିବା ପରେ ସେମାନେ ଜଣେ ସାପଧରାଳିଙ୍କୁ ଖବର ଦେଇଥିଲେ ଓ ସେ ସାପଟିକୁ ଉଦ୍ଧାର କରିବା ପାଇଁ ଆସିଥିଲେ । ସାପଟି ଘରେ ପଶି ଖଟ ପାଖରେ ଘର ଏକ କୋଣରେ ଗୁଡାଇ ହୋଇ ରହିଥିଲା । ଏହି ସାପକୁ ଗୋଲ୍ଡେନ କୋବ୍ରା ବା ଚମ୍ପା ନାଗ ବୋଲି କୁହାଯାଏ ।

ଏହି ସାପ ଅତ୍ୟନ୍ତ ବି-ଷ-ଧ-ର ଅଟେ । ଚମ୍ପା ନାଗ କା-ମୁ-ଡି-ଲେ ସଠିକ ସମୟରେ ଚିକିତ୍ସା କରି ନା ପାରିଲେ ବ୍ୟକ୍ତିଙ୍କ ମୃ-ତ୍ୟୁ ହୋଇଯାଏ । ଚମ୍ପା ନାଗ ମଧ୍ୟରେ ନ୍ୟୁ-ରୋ-ଟ-କ୍ସି-କ ନାମକ ବି-ଷ ଥାଏ । ଆମ ଓଡିଶାରେ ସାପ କା-ମୁ-ଡା-କୁ ନେଇ ଏବେ ବି ବହୁତ ଗୁଡିଏ ଅନ୍ଧ ବିଶ୍ବାସ ରହିଛି । କିନ୍ତୁ ଆପଣଙ୍କ ସହ ଯଦି ଏପରି କେବେ ହୁଏ ତେବେ ଅନ୍ଧ ବିଶ୍ବାସର ଶି-କା-ର ନ ହୋଇ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ତେବେ ସାପ ଧରାଳି ଜଣକ ସାବଧାନତାର ନିର୍ଭୀକ ଭାବେ ସାପଟିକୁ ଧରିଥିଲେ ଓ ଏକ କପଡା ମୁଣା ଭିତରେ ପୁରାଇ ଦେଇଥିଲେ । ଏହା ସହ ସେ ସାପ ପ୍ରତି ସାବଧାନତା ରହିବାକୁ ଉପଦେଶ ଦେବା ସହ ସାପକୁ ନ ମା-ରି ଉଦ୍ଧାର କରିବାକୁ କହିଥିଲେ । ଆପଣଙ୍କ ଘର ସଫାସୁତୁରା ରଖନ୍ତୁ ।

କୌଣସି ସ୍ଥାନରେ ଅଧିକ ଅଳିଆ ଆବର୍ଜନା ଥିଲେ କିମ୍ବା ଜିନିଷପତ୍ର ଲଦି ହୋଇ ରହିଥିଲେ ସେ ସବୁ ସ୍ଥାନକୁ ସଫାସୁତୁରା କରି ସଜାଡି ରଖନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।