ଯେତେବେଳେ K – ୯ ବଜ୍ର ଟ୍ୟାଙ୍କ ଉପରେ ବସି ବାହାରିଲେ ପିଏମ ମୋଦୀ ଭିଡିଓ ହେଲା ଭାଇରାଲ, ଜାଣନ୍ତୁ ଏହି ଟ୍ୟାଙ୍କର ଖାସିୟତ – ଗର୍ବରେ ଗୋଟିଏ ଶେୟାର ନିଶ୍ଚୟ କରିବେ

ଭାରତୀୟ ସେନାର ପାଖରେ ବହୁତ ଭଲ ଏବଂ ଶକ୍ତିଶାଳୀ ମିସାଇଲ ଏବଂ ଟ୍ୟାଙ୍କ ଏବଂ ହତିୟାର ଅଛି । କିନ୍ତୁ ଶନିବାର ଦିନ ପ୍ରଧାନ ମନ୍ତ୍ରୀ ମୋଦୀ ସେନାଙ୍କର ଶକ୍ତିକୁ ଆହୁରି ବଢାଇ ଦେଲେ । ୧୯ ଜାନୁୟାରୀରେ ଗୁଜୁରାଟର ସୁରତରେ ହଜିରାରେ ପିଏମ ମୋଦୀ ସେନାଙ୍କୁ K – ୯ ବଜ୍ର ଟ୍ୟାଙ୍କ ଦେଇଛନ୍ତି । ଏବଂ ଏହି ଟ୍ୟାଙ୍କ ଉପରେ ନିଜ ପିଏମ ମୋଦୀ ବସି କରି ବୁଲିଛନ୍ତି ।

କହିବାକୁ ଗଲେ k – ୯ ବଜ୍ର ଭାରତର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ ମଧ୍ୟରୁ ଗୋଟିଏ ଅଟେ । ଆସନ୍ତୁ ଜାଣିବା ଟ୍ୟାଙ୍କ ବିଷୟରେ କିଛି ରୋଚକ କଥା ।

K – ୯ ବଜ୍ର ଟ୍ୟାଙ୍କର ପ୍ରମୁଖ :

·    ଏହି ଟ୍ୟାଙ୍କ ଆଧୁନିକ ତକନିକରେ ତିଆରି ହୋଇଛି । ଏବଂ ଆମର ପଡୋଶୀ ଦେଶ ଚୀନ ଏବଂ ପାକିସ୍ଥାନକୁ ଧୁଳି ଚଟାଇବାର ସକ୍ଷମ ଅଛି । ଏହି ଟ୍ୟାଙ୍କରେ ଚାଳକ ସମେତ ଆହୁରି ୫ ଜଣ ବସି ପାରିବେ ।

·    ଏହି ଟ୍ୟାଙ୍କର ନିର୍ମାଣ ୨୦୧୭ରେ ଏଲଏଂଡଟୀ ଏବଂ ହାନବା ଟେକବିନର ସାହାର୍ଯ୍ୟ ତିଆରି କରା ଯାଇଛି । ଏହି ଟ୍ୟାଙ୍କର ରିସର୍ଚରେ ପାଖାପାଖି ୪୩୦୦ କୋଟି ଟଙ୍କା ଖର୍ଚ ହୋଇଛି ।

·    K – ୯ ବଜ୍ର ଟ୍ୟାଙ୍କକୁ ସ୍ପେଶାଲ ବାଲି ଥିବା ସ୍ଥାନ ପାଇଁ ତିଆରି କରାଯାଇଛି । ଏବଂ ଏହା ୩୬୦ ଡିଗ୍ରୀ ଚାରିପଟେ ବୁଲି ଆକ୍ରମଣ କରି ପାରିବ । ଏହି ଟ୍ୟାଙ୍କ ବୋଫୋର୍ସ ଟ୍ୟାଙ୍କକୁ ମଧ୍ୟ ପଛରେ ପକାଇ ଦେବ ।

·    ଏହି ଟ୍ୟାଙ୍କ ୧ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରି ପାରିବ । ଏବଂ ଏହା ସହିତ ୬୦ କିଲୋମିଟର ପ୍ରତିଘଣ୍ଟାରେ ଏହା ଦଉଡି ପାରିବ ।

·    K – ୯ ବଜ୍ର ଟ୍ୟାଙ୍କର ଓଜନ ୪୭ ଟନ, ଲାମ୍ବା ୧୨ ମିଟର ଏବଂ ଉଚ୍ଚତା ୨.୭୩ ମିଟର ଅଟେ । ଏହି ଟ୍ୟାଙ୍କ ସବୁ ପ୍ରକାରର ମୌସମରେ ବ୍ୟବହାର କରାଯାଇ ପାରିବ ।

·    ଏହି ଟ୍ୟାଙ୍କ ୧ ଘଣ୍ଟାରେ ୬୦ ରାଉଣ୍ଡ ଫାଇରିଙ୍ଗ କରି ପାରିବ ।

ମେକ ଇନ ଇଣ୍ଡିଆରେ ହୋଇଛି K – ୯ ବଜ୍ର ଟ୍ୟାଙ୍କ :

ଏହି ଟ୍ୟାଙ୍କକୁ ପ୍ରଧାନ ମନ୍ତ୍ରୀ ମୋଦୀ ମେକ ଇନ ଇଣ୍ଡିଆରେ ସୁରତରେ ଏଲଏଡଟି ପ୍ଳାଣ୍ଟରେ ତିଆରି କରାଯାଇଛି । K – ୯ ବଜ୍ର ସେନାରେ ସାମିଲ ହେବ ଦ୍ଵାରା ଏହା ଦେଶର ଶକ୍ତିକୁ ବହୁଗୁଣିତ ବଢାଇଦେଲା । ଏହି ଟ୍ୟାଙ୍କ ଦ୍ଵାରା ଶତ୍ରୁକୁ ମାରିବା ବହୁତ ସହଜ ଅଟେ ।

ଗର୍ବରେ ଜୟ ହିନ୍ଦ ଲେଖନ୍ତୁ ଓ ପୋଷ୍ଟ ଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଏମିତି ନୂଆ ନୂଆ ଖବର ପାଇଁ ଆମ ପେଜକୁ ଲାଇକ କରିବେ ।