ଯେତେବେଳେ କେହି ଆପଣଙ୍କ ସାଥ ଛାଡି ଦେଉଛି ତ ମୋର ଏହି କଥା ନିଶ୍ଚୟ ମନେ ରଖିଥିବେ ! ସଚ୍ଚା ପ୍ରେମ କରୁଥିଲେ ନିଶ୍ଚୟ ଜାଣନ୍ତୁ- Krishna Vani

ଯେତେବେଳେ ମଣିଷ କୈାଣସି ସମ୍ପର୍କ ବନ୍ଧନରେ ଥାଏ, କାହା ଉପରେ ବହୁତ ଭରସା କରିଥାଏ, ବହୁତ ଭଲ ପାଇଥାଏ ତା ସତ୍ବେ ମଧ୍ୟ ଜଦି କେହି ସହିତ ଛାଡ଼ି ଦିଏ, ତାହା ବହୁତ କଷ୍ଟ ଦେଇଥାଏ । ଆପଣ ନିଜକୁ ଏକା ଅନୁଭବ କରନ୍ତି । ସମସ୍ତେ ସାଥିରେ ଥାନ୍ତି ତଥାପି ତାର ଅନୁପସ୍ଥିତି ଅନୁଭବ ହୁଏ । ଧ୍ୟାନ ବାରମ୍ବାର ତା’ର ଉପରକୁ ଯାଏ । କୈାଣସି କାର୍ଯ୍ୟରେ ମନ ଲାଗେ ନାହିଁ କିନ୍ତୁ ଆପଣ ହାର୍ ମାନନ୍ତୁ ନାହିଁ । ଗୋଟିଏ ମଣିଷ ତ ମିଛୁଆ ହୋଇଥାଏ, କଣ ହେଇଯିବ ଜଦି ତୁମର କୈାଣସି ସ୍ବପ୍ନ ଭାଙ୍ଗିଯିବ ।

ଏବେ ତ ଅନେକ ସ୍ବପ୍ନ ଦେଖିବାକୁ ବାକି ଅଛି କିନ୍ତୁ ଯିଏ ଚାଲିଗଲା ଏବେ ସେ ଫେରିକି ପୁଣି ଆସିବ ନାହିଁ । ଏହା ଆପଣ ବି ଜାଣନ୍ତି ଯାହା ହେଲା ଭଲ ହେଲା ଏହା ଆପଣ ମଧ୍ୟ ମାନନ୍ତି । ଜୀବନ ଏତେ ବି ଖରାପ ନୁହେଁ । ହଁ ମାନୁଛି ମନେ ପଡ଼ିବ ତାର କିନ୍ତୁ ତା ପାଖକୁ ଯିବା ଠିକ୍ ନୁହେଁ । ନିଜକୁ ସମୟ ଦିଅନ୍ତୁ ।

ସମସ୍ତ ଜିନିଷ ଆପେ ଆପେ ଠିକ୍ ହୋଇଯିବ । ଏବେ ପଛେ ଆପଣଙ୍କ ଜୀବନ ଅନ୍ଧାର ଅଛି, ଗୋଟିଏ ଦିନ ଆପଣଙ୍କ ଜୀବନ ବି ଆଲୋକିତ ହୋଇ ଯିବ । କିଏ କହିଲା ସମସ୍ତ ରାସ୍ତା ପୁରା ହୁଏ ବୋଲି, ପ୍ରମରେ ସବୁକିଛି ଅଧା ଅଧି ହୋଇ ଥାଏ । ଏହି ଦୁନିଆରେ ଆପଣ ଏକା ନୁହନ୍ତି, ଏଠି ପ୍ରେମ ସମସ୍ତଙ୍କୁ ଲୁଟି ଅଛି । ଏହି ଜୀବନରେ ରାସ୍ତାରେ କେହି ନା କେହି ଜଣେ ନିଶ୍ଚିତ ମୁକୁଳି ଯାଇଛି ।

ଏହା ଆପଣଙ୍କ ବହିର ଗୋଟିଏ ଛୋଟ ବିଷୟ ଥିଲା ଯେଉଁ କାହାଣୀ ଯେପର୍ଯ୍ୟନ୍ତ ଥିଲା ସେପର୍ଯ୍ୟନ୍ତ ସହିତ ରହିଲା । ବାକି ତାହା ହେଲା ଯାହା ହେବାର ଥିଲା । ଆପଣ ବହୁତ ଧ୍ୟାନ ଦେଲେ ଅନ୍ୟ ମାନଙ୍କ ପାଇଁ ଏବେ ଟିକେ ଲକ୍ଷ ଦେଇ ଦେଖନ୍ତୁ କି କିଏ ପ୍ରକୃତରେ ଏବଂ କିଏ ଛଳନରେ ।

ଏହି ଏକୁଟିଆ ପଣ, ଏହି ନିରବତା ସେହି ସ୍ବର ଠାରୁ ଲକ୍ଷ ଗୁଣରେ ଭଲ ଯେଉଁ ସ୍ବରରେ ଆପଣଙ୍କ ର କଥା ଶୁଣିବାକୁ ମିଳୁନାହିଁ । ବିଶ୍ବାସ ରଖନ୍ତୁ ଇଶ୍ଵରଙ୍କ ଉପରେ, ବିଶ୍ୱାସ ରଖନ୍ତୁ ଶ୍ରୀକୃଷ୍ଣଙ୍କ ଉପରେ ସମୟ ସହିତ ଏହା ଆପଣଙ୍କ ସମସ୍ତ ପରିସ୍ଥିତି ବଦଳାଇ ଦେବ ଏବଂ ସବୁକିଛି ଠିକ୍ ହେଇଯିବ । ସମୟ ଚକରେ ସମସ୍ତ ସଂସାର ପରିବର୍ତ୍ତନ ହେଉଛି, ବର୍ତ୍ତମାନ ସମୟ ଆସିଛି ନିଜକୁ ଉପରେ ଧ୍ୟାନ ଦିଅନ୍ତୁ ।

ଜୀବନ ସ୍ରୋତରେ କେତେ ବେଳେ ଆଗକୁ ଚାଲି ଯିବେ ତାହା ମଧ୍ୟ ଜାଣି ପାରିବେ ନାହିଁ‌ । ଇଶ୍ଵରଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ନିଜର କ୍ୟାରିଅର ଉପରେ ଲକ୍ଷ୍ୟ ରଖନ୍ତୁ । ଜଦି ଏହି କୃଷ୍ଣବାଣୀ ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମର ଏହି ଏହି ପେଜ୍କୁ ଲାଇକ୍ କରନ୍ତୁ ଏବଂ ସେୟାର ମଧ୍ୟ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।