ଯେତେବେଳେ ଶ୍ମଶାନ ଘାଟରେ ଅଚାନକ ଆସି ପ୍ରକଟ ହେଲେ ମହାଦେବ, ତା’ ପରେ ଯାହା ହେଲା…ଦେଖି ଥରିବାକୁ ଲାଗିଲେ ଲୋକ

ମାହାକାଳଙ୍କ ଅନେକ କାହାଣୀ ଆପଣ ଶୁଣି ଥିବେ । ଆଜି ଆମେ ଆପଣଙ୍କୁ କିଛି ଅଙ୍ଗେ ନିଭେଇଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ କିଭଳି ସେ ଭଗବାନ ଶିବଙ୍କ କୃପା ଲାଭ କରିଥିଲେ ।  ଆଜି ଆମେ ଯେଉଁ କାହାଣୀ ବିଷୟେର କହିବାକୁ ଯାଉଛୁ ତାହା ବିହାର ର ଭାଗର ପୁର ନାମକ ଏକ ଗ୍ରାମର ଅଟେ । ଏହି ଗ୍ରାମାରରେ ଶ୍ରୀଧର ବୋଲି ଜଣେ ବ୍ୟକ୍ତି ରହୁଥିଲେ । ସେ ବହୁତ ଗରିବ ଥିଲେ । ତାଙ୍କ ପରିବାର ଉତ୍ତର ପ୍ରଦେଶର ଆଦମ ଗଡରେ ରହୁଥିଲେ ଶେଠୀ ତାଙ୍କ ପତ୍ନୀ ନିଜ ଦୁଇ ପିଲାଙ୍କ ସହ ରହୁଥିଲେ ଓ ତାଙ୍କ ସହ ଶ୍ରୀଧରଙ୍କର ମା ମଧ୍ୟ ରହୁଥିଲେ ।

ଅଧିକ ବଯଶ ହୋଇଥିବାରୁ ସେ ରୁଗ୍ନ ଥିଲେ । ଘରେ ପଇସାର ଅଭାବ ଥିଲା  ତେଣୁ ଶ୍ରୀଧର ଏକ ମ-ଶା-ଣିରେ କାମ କରୁଥିଲେ । ଏଭଳି କାମ ତାଙ୍କ ପରିବାରେ ଆଗାରୁ କେହି କରିନଥିଲେ । ଶ୍ରୀଧର ରାତିରେ ମ-ଶା-ଣି-ରେ ଶୋଉଥିଲେ ଓ ସକାଳେ ଆସୁଥିବା ଶ-ବ-ଙ୍କର କ୍ରିୟା କରୁଥିଲେ ଓ ପଣ୍ଡିତଙ୍କର ସାହାଜ୍ଯ ମଧ୍ୟ କରୁଥିଲେ ।

ପଇସା ଅଭାବରୁ ସେ ରାତିରେ ମ-ଶା-ଣି-ରେ ଶୋଉଥିଲେ । ଦିନେ ହଠାତ ସେ ରାତିରେ ନିଦ୍ରାରେ ଥିବା ବେଳେ ତାଙ୍କୁ ଅନେକ ଯନ୍ତ୍ରଣା ଅନୁଭବ ହେଲା ସେ ଉଠିବା ପାଇଁ ଚେଷ୍ଟା କଲେ ମାତ୍ର ଉଠି ପାରିନଥିଲେ କାରଣ ତାଙ୍କର ହାତ ଗୋଡ଼ କାମକରୁନଥିଲା । ଏହି ପ୍ରକ୍ରିୟା ଅଧିକ ସମୟ ପାଇଁ ଚାଲିଥିଲା । ଏହା ପରଦିନ ସକାଳେ ଶ୍ରୀଧର ପଣ୍ଡିତଙ୍କ ପାଖକୁ ଯାଇ ନିଜର ସମସ୍ୟା ବିଷୟରେ କହିଲେ ମାତ୍ର ପଣ୍ଡିତଙ୍କ କଥା ଶୁଣି ତାଙ୍କର ହୋସ ଉଡିଗଲା । ପଣ୍ଡିତ କହିଲେ କି କେହି ଏକ ଦୁଷ୍ଟ ଆତ୍ମା ତୁମ ଶରୀରରେ ପ୍ରବେଶ କରିବାକୁ ଚାହୁଁଛି ।

ତୁମେ ଗୋଟେ କାମ କର ଶିବଙ୍କ ମନ୍ଦିରକୁ ଜାଅ ଓ ଭଗବାନ ମ-ହା-କା-ଳଙ୍କ ଆରାଧନା କର ଏହା ଶୁଣି ଶ୍ରୀଧର ମନ୍ଦିର ଭିତରକୁ ଯିବା ପାଇଁ ଚେଷ୍ଟା କାଲେ ମାତ୍ର ସେ ଦୁଷ୍ଟ ଆତ୍ମା ତାଙ୍କୁ ଭିତରକୁ ପସିବାକୁ ଦେଲା ନାହିଁ । ଏହା ପରେ ସେ ଭୟରେ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଆରମ୍ଭ କରିଦେଲେ । ରାତିରେ ସୋଇଥିବା ସମୟରେ ପୁନଃ ସେହିଭଳି ଯନ୍ତ୍ରଣା ଅନୁଭବ କରିଥିଲେ ଶ୍ରୀଧର ତେଣୁ ସେ ପୁଣି ଭଗବାନ ଶିବଙ୍କୁ ଆରାଧନା କରିବାକୁ ଲାଗିଲେ ।

ଏହା ଶୁଣିବା ପରେ ସେହି ଆତ୍ମାର ରାଗ ବଢିଗଲା ଓ ସେ ଶ୍ରୀଧରଙ୍କର ଆଙ୍ଗୁଳିକୁ ଭାଙ୍ଗିଦେଲା । ଏହା ପରେ ସେ କଷ୍ଟରେ ଛଟ ପଟ ହୋଇ ପୁଣି ମନ୍ତ୍ର ଜପ କରିବା ଆରମ୍ଭ କରିଦେଲେ ଓ ତାଙ୍କ ଉପରେ ଆତ୍ମାର ପ୍ରଭାବ ବଢି ଚାଲିଲା  । ହଠାତ ଶେଠୀ ବିଜୁଳି ପଡିଲା ସେ ଦେଖିଲା କି ଚାରି ଆଡେ ଭୁ-ତ ପ୍ରେ-ତ ସବୁ ଆଡେ ଥିଲେ । ହଠାତ ସେ ଭଲ ଅନୁଭବ କାଲେ ଯେତେବେଳେ ସେ ନିଜର ଆଖି ଖୋଲିଲେ ତ ଆଖି ଆଗରେ ଦେଖିଲେ ପ୍ରଭୁ ଭୂ-ତ-ନାଥ ନିଜେ ପ୍ରକଟ ହୋଇଛନ୍ତି ସେ ତାଙ୍କ ପାଦ ତଳେ ପଡି ଗଲେ ଓ ନିଜର ଜୀବନ ବଞ୍ଚାଇଆ ପାଇଁ ତାଙ୍କୁ ଧନ୍ଯ ବାଦ ଦେଲେ ।

ପ୍ରଭୁ ତାଙ୍କୁ କହିଲେ ଏହି ଆତ୍ମା ନିଜର ମୋହ ପାଇଁ ଏହି ପୃଥିବି ଛାଡି ଯାଇ ପାରୁନଥିଲା ଏବେ ତୁମେ ସୋଇ ଜାଅ ସେ ତୁମର କିଛି କରି ପାରିବ ନାହିଁ । ଓ ଏହିସବୁକୁ ଏକ ଦୁ-ର୍ଘ-ଟ-ଣା ବୋଲି ଭାବି ଭୁଲି ଜାଅ । ଏହା ପରଦିନ ସକାଳେ ଶ୍ରୀଧର ଉଠିଲା ପରେ ତାଙ୍କର କିଛି ସ୍ପଷ୍ଟ ଭାବେ ମନ ନଥିଲା ଅନେକ ଚେଷ୍ଟା ପରେ ସେ ନିଯେ ମନ ପକାଇଲେ ଓ ପଣ୍ଡିତ ଙ୍କୁ ସବୁ କହିଲେ । ପଣ୍ଡିତ କହିଲେ ଏହି ଘଟଣା ମନେ ନରଖିବା ଭଲ । ଜୀବନରେ ଆଗକୁ ଜାଅ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।