2021 ମସିହା ଜୁନ ମାସରୁ ଡିସେମ୍ବର ମାସ ମଧ୍ୟରେ କଣ ସବୁ ଘଟିବ ? ଜାଣନ୍ତୁ କଣ କହୁଛି ମାଳିକା- Malika Bachan

ପୁରା ବିଶ୍ବରେ ଯେପରି ଭାବେ ପରିସ୍ଥିତି ବର୍ତ୍ତମାନ ସୃଷ୍ଟି ହୋଇଛି ତାହାର ପରିଣାମ ସୂରୁପ ଆଗକୁ କଣ ହେବ ତାହା କହି ହେଉ ନାହୁ । ହଜାର ହଜାର ବର୍ଷ ପୂର୍ବେ ମହାପୁରୁଷ ମାନେ ଏମିତି କିଛି ସତ୍ୟ ବଚନ କହି ଯାଇଛନ୍ତି ଯାହା ବର୍ତ୍ତମାନ ଘଟିବାରେ ଲାଗିଛି ଯାହାକୁ ରୋକିବା କାହା ପକ୍ଷେ ସମ୍ଭବ ନୁହେ । ଆଜି ଆମେ ଆପଣ ମାନଙ୍କୁ ମାଳିକା ବଚନର କିଛି ଅକାଟ୍ୟ ସତ୍ୟ ବଚନ କହିବାକୁ ଯାଉଛୁ ଯାହା ଏହି ବର୍ଷ ବା ୨୦୨୧ ରେ ଘଟିବାକୁ ଯାଉଛି ।

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ମାଳିକା ବଚନରେ ପୁରା ବିଶ୍ବରେ ଆଗକୁ କଣ ଘଟିବାକୁ ଯାଉଛୁ ତାହା ଉଲ୍ଲେଖ କରା ଯାଇଛି । ମାଳିକା ବଚନ ଅନୁସାରେ ଚଳିତ ବର୍ଷ ଅନେକ ଲୋକଙ୍କର ଅ-କା-ଳ ବି-ୟୋ-ଗ ଘଟିବ । ଯେଉଁ ମାନେ ସଂସାର ପାଇଁ ଭଲ କମ କରୁଥିବେ ବା ଅନ୍ୟକୁ ପ୍ରେରଣା ଦେଉଥିବେ ସେମାନଙ୍କର ଅଚାନକ ମୃ-ତ୍ୟୁ ଘଟିବ ବୋଲି ମାଲିକାରେ ଉଲ୍ଲେଖ ରହିଛି ।

ଗୋଚର ଜମି ଗୁଡିକ ଚାଷ ହେବ ନାହି । ଯେଉଁ ଜମି ବିଳବାଡି ଲୋକଙ୍କର ରହିଛି ସେମାନେ ଅଧିକ ଟଙ୍କା ଲୋଭରେ ଅନ୍ୟ ମାନଙ୍କୁ ବିକ୍ରି କରିବେ । ଜମି ମାଫିଆ ମାନେ ଅନ୍ୟାୟ କରି ଜମି ଗୁଡିକ ନିଜ ନାମରେ କରିନେବେ । ଯାହା ଫଳରେ ଅନେକ ଦୁଖୀ ଗରିବ ଲୋକଙ୍କର ସମସ୍ଯା ସୃଷ୍ଟି ହେବ । ଏହା ଦ୍ଵାରା ଅନେକ ଲୋକଙ୍କର କ୍ଷୟକ୍ଷତି ହେବ ବୋଲି ମାଳିକାରେ କୁହା ଯାଇଛି । ପୁରା ବିଶ୍ବରେ ଇନ୍ଦ୍ର ବର୍ଷା ହେବ ନାହି ଯାହା ଫଳରେ ପୋଖରୀ, ନାଳ ନର୍ଦମା ଆଦିରେ ପାଣି ଟୋପେ ମିଳିବ ନାହି ।

ଏହା ବ୍ଯତୀତ ଭୂମି ସବୁ ଫାଟିବ ଯାହା ଫଳରେ ଅନେକ ଲୋକ ମାନେ ଦୁଖ କଷ୍ଟ ବଢିବାରେ ଲାଗିବ । ଏହି ବର୍ଷ ଅନେକ ସ୍ଥାନରେ ଭୂମିକମ୍ପ ହେବ । ବ-ଜ୍ରା-ଘା-ତ ହେବ ବୋଲି ମାଲିକାରେ କୁହା ଯାଇଛି । ଏହା ଛଡା ଚୋରା ଡ-କା-ୟ-ତ ମାନଙ୍କର ସଂଖ୍ୟା ଅଧିକ ବଢିବ । ଯାହା ଦ୍ଵାରା ଆପଣଙ୍କର ଅନେକ କ୍ଷତି ହେବ । ଏହିଭଳି ଦୁ-ର୍ଘ-ଟ-ଣା ଚଳିତ ବର୍ଷ ଘଟିବ ବୋଲି ମାଲିକାରେ ଲେଖା ଯାଇଛି ।

ତେଣୁ ଆପଣ ମାନେ ସମସ୍ତେ ଭୟଭୀତ ନ ହୋଇ ସତର୍କ ରୁହନ୍ତୁ । ସବୁ ସମୟରେ ଭଲ କାମ କରି ଭଗବାନଙ୍କର ନାମ ସ୍ମରଣ କରନ୍ତୁ । କାରଣ ପୃଭୂ ଜଗନାଥ ହିଁ ଏକମାତ୍ର ମାଧ୍ୟମ ଅଟନ୍ତି ଯିଏ ପୁରା ବିସ୍ଵର ଲୋକ ମାନଙ୍କୁ  ମୋକ୍ଷ ପ୍ରାପ୍ତ କରାଇ ପାରିବେ । କଥାରେ ଅଛି “କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହି” ଏହାର ଅର୍ଥ ହେଉଛି ପ୍ରଭୁ ଜଗନାଥଙ୍କ ଚରଣରେ ଆମେ ସମସ୍ତେ ସଂସାରର ମୋହମାୟା ତ୍ୟାଗ କରି ତାଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପଣ କରିଦେବା ଉଚିତ । ପ୍ରଭୁ ଜଗନାଥ ଏକମାତ୍ର ପୁରା ବିଶ୍ଵବାସୀଙ୍କର ସାହା ଭରସା ଅଟନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।