ଯେତେ ସଫା କଲେ ସେତେ କଳା ହୁଏ, କହିଲ ଦେଖି ତାହା କଣ ? ଜାଣନ୍ତୁ ଏହିଭଳି ଆହୁରି କିଛି Interesting GK Questions and Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଥରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ

୧- ଭାଷାମାନଙ୍କ ମାଆ କାହାକୁ କୁହାଯାଏ ?

ଉ: ସଂସ୍କୃତ

୨- ନବଜାତ ଶିଶୁ କେତୋଟି ରଙ୍ଗ ଦେଖିପାରେ ?

ଉ: ଦୁଇଟି

୩- ନବଜାତ ଶିଶୁ କେଉଁ ଦୁଇଟି ରଙ୍ଗ ଦେଖିପାରେ ?

ଉ: କଳା ଓ ଧଳା

୪- ଭାରତର ଯେଉଁ ରାଜ୍ୟରେ ସଂସ୍କୃତ ଭାଷାକୁ ଅଧିକ ବ୍ୟବହାର କରାଯାଏ ?

ଉ: ଆନ୍ଧ୍ରପ୍ରଦେଶ

୫- ପୋଲିସକୁ ଓଡିଆରେ କଣ କୁହନ୍ତି ?

ଉ: ଭାରତୀୟ ରାଜକୀୟ ରକ୍ଷକ

୬- କେଉଁ ପକ୍ଷୀ କେବେ ମଧ୍ୟ ବସା ତିଆରି କରେ ନାହିଁ ?

ଉ: କୋଇଲି

୭- କେଉଁ ପାରିବା ଖାଇଲେ ଦାନ୍ତ ସଫା ହୁଏ ?

ଉ: ଅମୃତଭଣ୍ଡା

୮- କେଉଁଠାରେ ସିଗାରେଟ ପିଇଲେ ଫାଶୀ ଦଣ୍ଡ ମିଳିଥାଏ ?

ଉ: କାନାଡା

୯- କେଉଁ ଦେଶରେ ଅଧିକ ପୋଲିସ ଅଛନ୍ତି ?

ଉ: ଆମେରିକା

୧୦- ମୋବାଇଲରେ କେଉଁ ଆପ୍ ବହୁଳ ପରିମାଣରେ ବ୍ୟବହାର କରାଯାଏ ?

ଉ: whatsapp

୧୧- ମଣିଷର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରେ ?

ଉ: ମସ୍ତିଷ୍କ

୧୨- ନୀଳମାଧବ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉ: କଣ୍ଟିଲୋ

୧୩- କେଉଁ ଦେଶରେ ସର୍ବପ୍ରଥମେ ଫ୍ରି ୱାଇଫାଇ ସେବା ଦିଆ ଯାଇଥିଲା ?

ଉ: ତାଇୱାନ

୧୪- ଭାରତରେ ଫାଶୀଦଣ୍ଡକୁ କିଏ କ୍ଷମା କରିପାରିବେ ?

ଉ: ରାଷ୍ଟ୍ରପତି

୧୫- ଦୁନିଆର ସବୁଠୁ ମୂଲ୍ଯବାନ ପଥରର ନାମ କଣ ?

ଉ: ନୀଳ ହୀରା

୧୬- ଗାଈ କେଉଁ ଦେଶର ଜାତୀୟ ପଶୁ ଅଟେ ?

ଉ: ନେପାଳ

୧୭- କେଉଁ ଦେଶର ମୁଦ୍ରାରେ ପ୍ରଭୁ ଗଣେଶଙ୍କ ଫଟି ରହିଛି ?

ଉ: ଇଣ୍ଡୋନେସିଆ

୧୮- ତାଜମହଲରେ କେତୋଟି କୋଠରି ଅଛି ?

ଉ: ୧୨୦ଟି

୧୯- କେଉଁ ପଶୁର ବେକ ସବୁଠୁ ଲମ୍ବା ?

ଉ: ଜିରାଫ

୨୦- ଭଗବାନ ଗଣେଶଙ୍କ ଭଉଣୀଙ୍କ ନାମ କଣ ?

ଉ: ଅଶୋକ ସୁନ୍ଦରୀ

୨୧- କେଉଁ ଦେଶରେ ଗୋଟିଏ ହେଲେ ସାପ ଦେଖାଯାଏ ନାହିଁ ?

ଉ: ନ୍ୟୁଜିଲାଣ୍ଡ

୨୨- କେବେ ଜାପାନ ଉପରେ ପରମାଣୁ ବୋମା ପକା ଯାଇଥିଲା ?

ଉ: ୧୯୪୫ ମସିହା

୨୩- ଭାରତର କେଉଁ ରାଜ୍ୟରେ ସବୁଠୁ କମ୍ ବର୍ଷା ହୁଏ ?

ଉ: ରାଜସ୍ଥାନ

୨୪- ଭାରତର କେଉଁ ରାଜ୍ୟ ସବୁଠାରୁ ଧନୀ ?

ଉ: ମହାରାଷ୍ଟ୍ର

୨୫- ଯେତେ ସଫା କଲେ ସେତେ କଳା ହୁଏ, କହିଲ ଦେଖି ତାହା କଣ ?

ଉ: କଳାପଟା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।