ଯେତେ ଝଗଡ଼ା ହେଲେବି ମଧ୍ୟ କାହା ସ୍ତ୍ରୀ ଆଗରେ କେବେବି କୁହନ୍ତୁ ନାହିଁ ଏହି 2ଟି କଥା, ହେଇଯିବେ ମହାପାପୀ

ଆମ ସମାଜ ରେ ମହିଳାମାନଙ୍କୁ ନେଇ ବହୁତ ମାନ୍ୟତା ରହିଛି । ତେଣୁ ସେଥିପାଇଁ ମହିଳା ମାନଙ୍କୁ ଦେବୀ ଙ୍କ ସ୍ଥାନ ଦିଆଯାଇଥାଏ । ସେହିପରି ଶାସ୍ତ୍ର ରେ ମହିଳା ମାନଙ୍କୁ ସମ୍ମାନ କରାଯିବାର କଥା ମଧ୍ୟ ବର୍ଣିତ ରହିଛି । ଏହାର କାରଣ ମହିଳା ମାନେ ଦେବୀ ଙ୍କ ସ୍ୱରୂପ ହୋଇଥାନ୍ତି । ସେଥିପାଇଁ ସେମାନଙ୍କୁ ଇଜ୍ଜତ ଓ ସମ୍ମାନ ଦେବା ଉଚିତ ଅଟେ । ଏହା ମାନାଯାଇଥାଏ ଯେ ଯେଉଁ ଘରେ ମହିଳା ମାନଙ୍କୁ ସମ୍ମାନ ଦିଆଯାଇଥାଏ ସେହି ଘରେ ମା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ । ଏବଂ ଘରେ ମାଲକ୍ଷ୍ମୀ ଙ୍କ ବାସ ହେବା କାରଣରୁ ସେହି ଘରେ ରହୁଥିବା ସମସ୍ତ ଲୋକଙ୍କୁ ଧନ ସହ ଜଡିତ ସମସ୍ୟା ର କେବେ ବି ସାମ୍ନା କରିବାକୁ ପଡିନଥାଏ । ଜଣେ ସ୍ତ୍ରୀ ର ବହୁତ ଗୁଡିଏ ରୂପ ରହିଥାଏ ।

ଯେପରି ମା, ଭଉଣୀ ଓ ସ୍ତ୍ରୀ ରୂପରେ ଆମ ଘରେ ଓ ହୃଦୟ ରେ ରହିଥାନ୍ତି । କୁହଜେ ସ୍ତ୍ରୀ ମାନଙ୍କ ମଧ୍ୟରେ କିଛି ଏପରି ଗୁଣ ଥାଏ ଯାହାକୁ କଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ । କିଛି ଲୋକ ଏହି କଥା ଜାଣି ମଧ୍ୟ ସେମାନେ ମହିଳା ମାନଙ୍କୁ ଇଜାତ ଓ ସମ୍ମାନ କରନ୍ତି ନାହିଁ । କିନ୍ତୁ ଶାସ୍ତ୍ରରେ ମହିଳା ମାନଙ୍କୁ ନେଇ କିଛି ଏପରି ଶବ୍ଦ ବାରଣ କରା ଯାଇଛି ଯାହା ଆଜି ଆମେ ସେହି ବିଷୟରେ ଜାଣିବା ।

ପ୍ରଥମ ଶବ୍ଦ ଟି ହେଉଛି ବାଞ୍ଝ । ଏହା ଯେଉ ସ୍ତ୍ରୀ ମାନେ ମା ହୋଇ ପାରନ୍ତି ନାହିଁ ତାଙ୍କ ସ୍ଵାମୀ ମାନେ ତାଙ୍କୁ ନୀଚ ଦେଖାଇବା ପାଇଁ ବହୁତ ଥର ଏହି ଶବ୍ଦ ର ପ୍ରୟୋଗ କରିଥାନ୍ତି । କିନ୍ତୁ କେବେ ବି ତାଙ୍କୁ ସମାଜରେ ରହୁଥିବା ଲୋକଙ୍କ ଆଗରେ ଏହି ଶବ୍ଦ ର ବ୍ୟବହାର କରିବା ଉଚିତ ନୁହେଁ । କାରଣ ଏଥିରେ ସବୁବେଳେ ମହିଳା ମାନଙ୍କ ଦୋଷ ନଥାଏ । ଯଦି ଆପଣ ସେମାନଙ୍କୁ ଏହି ଶବ୍ଦ କହିଥାନ୍ତି ସେମାନଙ୍କୁ ବହୁତ ଖରାପ ଲାଗିଥାଏ ।

ତେଣୁ ଯଦି ଏହି ମହିଳା ମାନେ ଆପଣଙ୍କୁ ଅଭିଶାପ ଦିଅନ୍ତି ତେବେ ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ଏହି ଶବ୍ଦକୁ ଭୁଲ ରେ ବି ବ୍ୟବହାର କରନ୍ତୁ ନାହିଁ ।

ଦ୍ଵିତୀୟ ଶବ୍ଦଟି ହେଉଛି ବୈଶ୍ୟା । ଧ୍ୟାନ ରଖନ୍ତୁ ଭୁଲରେ ବି ମହିଳା ମାନଙ୍କୁ ଏହି ଶବ୍ଦ କୁହନ୍ତୁ ନାହିଁ । କାରଣ ଏହିପରି କହିବା ଦ୍ଵାରା ତାଙ୍କୁ ଖରାପ ଲାଗିଥାଏ । କାରଣ କେଉଁ ସ୍ତ୍ରୀ ନିଜ ସଉକ ପାଇଁ ଏହି କାମ କରି ନଥାନ୍ତି । ତାଙ୍କର ପରିସ୍ଥିତି ଓ ଅସୁବିଧା ତାଙ୍କୁ ଏହି କାମ କରିବା ପାଇଁ ବାଧ୍ୟ କରିଥାଏ । ସେଥିପାଇଁ ବାଧ୍ୟତା କାରଣରୁ ସେମାନେ ଏହି ଭୁଲ ବାଟରେ ଚାଲି ଯାଇଥାନ୍ତି । ତେଣୁ କେବେ ବି କେଉଁ ସ୍ତ୍ରୀ କୁ ଭୁଲ ରେ ବି ଏହି ଶବ୍ଦ କୁହନ୍ତୁ ନାହିଁ ।

ଏହା କହିବା ଦ୍ଵାରା ସେମାନଙ୍କ ଅଭିଶାପ ଆପଣଙ୍କ ଉପରେ ପଡିଥାଏ । ଆପଣଙ୍କ ଜୀବନରେ ବହୁତ ଅସୁବିଧା ମଧ୍ୟ ଆସିପାରେ । ତେଣୁ କେବେ ବି କୌଣସି ମହିଳା ଙ୍କୁ ଏହି ଶବ୍ଦ କୁହନ୍ତୁ ନାହିଁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।