ଭଗବତ ଗୀତାରେ ଏହି 4 ଅଭ୍ୟାସ ସବୁଠୁ ବଡ ପାପ, କଣ କହିଛନ୍ତି ଶ୍ରୀକୃଷ୍ଣ ଦେଖନ୍ତୁ, ଆପଣତ କରୁନାହାନ୍ତି

ପଦ୍ମ ପୁରାଣ ହିନ୍ଦୁ ଧର୍ମ ୧୮ ମହାପୁରାଣରୁ ଅନ୍ୟତମ ଅଟେ । ଏହି ପୁରୁଣ ମନୁଷ୍ୟର ଚାରି ଏଭଳି ଅଭ୍ୟାସ ବିଷୟରେ କହିଛନ୍ତି । ଯାହାକି ମନୁଷ୍ୟକୁ ଆଗକୁ ବଢିବା ପାଇଁ ଅଟକାଇଥାଏ । ତାକୁ ସଫଳ ହେବାରେ ରୋକି ଥାଆନ୍ତି । ତାର ଅସଫଲତାର ପଛରେ କିଛି କାରଣ ରହିଥାଏ । ଚଲାନ୍ତୁ ଜାଣିବା ସେହି ଚାରିଟା ଅଭ୍ୟାସ ଯାହାକି କୌଣସି ବ୍ୟକ୍ତି ନିଜ ଜୀବନରେ ଏହି ଅଭ୍ୟାସକୁ ଆପଣେଇବା ଉଚିତ ନୁହେଁ । ନିଜର ପ୍ରଶଂସା କରିବା –

 

ଆପଣ ପ୍ରାୟ ଦେଖିଥିବେ ପ୍ରାୟ ମଣିଷ ନିଜର ପ୍ରଶଂସା କରିଥାନ୍ତି । ଯେଉଁମାନେ ନିଜକୁ ପ୍ରଶଂସା କରିଥାନ୍ତି ସେମାନେ ଘମଣ୍ଡି, ସ୍ଵାର୍ଥପର ହୋଇଥାନ୍ତି ଏଭଳି ଲୋକ ଅନ୍ୟମାନଙ୍କଠାରୁ ନିଜକୁ ଆଗକୁ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ଅଭ୍ୟାସ ମଣିଷ ଖରାପ କରିଦେଇଥାଏ । ଏଭଳି ଅଭ୍ୟସଠାରୁ ଦୂରେଇ ରହିବା ଉଚିତ ।

ଭଗବାନକୁ ନିନ୍ଦା କରିବା

ବହୁତ ଲୋକ ଧର୍ମ ଉପରେରେ ବିଶ୍ବାସ ରଖନ୍ତି ନାହିଁ । ନା କି ଧର୍ମରେ ଜ୍ଞାନରେ କିଛି ମତଲବ ଥାଏ । ନା କି ଦୈବ ଭକ୍ତିରେ ଆଉ ଶାସ୍ତ୍ରରେ ଜ୍ଞାନ ରହିଥାଏ । ଯଦି ଧର୍ମରେ ବିଶ୍ବାସ ନ ରହିଲା ତେବେ ଅଧର୍ମୀ ଓ ପାପୀ ହୋଇ ଯାଇଥାନ୍ତି । ନିଜର ବରବାଦର କାରଣ ନିଜେ ହିଁ ହୋଇଥାନ୍ତି ।

ବେଦର ଅପମାନ କରିବା

ହିନ୍ଦୁ ଧର୍ମରେ ପୁରାଣ ଓ ଗ୍ରନ୍ଥକୁ ପୂଜନୀୟ ବୋଲି ମାନିଛନ୍ତି । ବର୍ତମାନ ସମୟରେ ଲୋକମାନେ ଏହାର ମହତ୍ଵକୁ ଓ ସନ୍ନମାନ କିଛି ଜାଣୁ ନାହାନ୍ତି । କିଛି ଲୋକ ଏହାର ଅପମାନ କରିବା ପାଇଁ ପଛାନ୍ତି ନାହିଁ । ଏହି ଅଭ୍ୟାସ ବହୁତ ଲୋକନଙ୍କର ବରବାଦ କାରଣ ହୋଇପାରେ ।

ଅନ୍ୟମାନଙ୍କୁ ନିନ୍ଦା କରିବା

କୌଣସି ବ୍ୟକ୍ତିର ନିନ୍ଦା କରିବା ବା ଅପମାନ କରିବା ଏହି ଦୁଇଟି କାର୍ଯ୍ୟକୁ ଶାସ୍ତ୍ରରେ ଖରାପ କାମ ବୋଲି କୁହାଯାଇଛି । ଏହି କାର୍ଯ୍ୟକୁ ଯଦି କରୁଛନ୍ତି । ତେବେ ଜୀବନରେ ବହୁତ ପସ୍ତେଇବେ । ସେ ଅନ୍ୟ ବ୍ୟକ୍ତିଠାରୁ ପଛରେ ରହିଯାଇଥାନ୍ତି । ଯଦି ଜୀବନରେ ସଫଲତା ଚାହୁଛନ୍ତି ତେବେ ଏହି ସବୁ କାର୍ଯ୍ୟଠାରୁ ପଛରେ ରୁହନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।