ଶ୍ରୀକୃଷ୍ଣ କୁହନ୍ତି ପୂଜାପାଠ କରନ୍ତୁ ବା ନ କରନ୍ତୁ, ଜୀବନରେ ଏହି 4 ଟି ଅଭ୍ଯାସ ଅଭ୍ଯାସ ନିଶ୍ଚୟ ରଖନ୍ତୁ, ଦୁଃଖ ଦରିଦ୍ରତା ପାଖ ବି ମାଡିବନି

ଆମେ ଯେଉଁ କାର୍ଯ୍ୟ ବାରମ୍ବାର କରିଚାଲୁ ତାହା ଆମର ଅଭ୍ଯାସରେ ପରିଣତ ହୋଇଯାଏ । ଯଦି ଆମ ଅଭ୍ଯାସ ଉତ୍ତମ ହୋଇଥାଏ ତେବେ ଆମ ଜୀବନରେ ଏହାର ସକାରାତ୍ମକ ପ୍ରଭାବ ପଡିବା ସହ ଉନ୍ନତି ମଧ୍ୟ ହୋଇଥାଏ । ନଚେତ ଏହାର ବିପରୀତ ଫଳ ଭୋଗ କରିବାକୁ ପଡିଥାଏ । ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଆପଣ ପୂଜାପାଠ କରନ୍ତୁ ବା ନକରନ୍ତୁ ଯଦି ଜୀବନରେ ଏହି ସବୁ ଉତ୍ତମ ଅଭ୍ଯାସ ପାଳନ କରିବେ ତେବେ ମଧ୍ୟ ଆପଣଙ୍କ ଜୀବନରେ ଧନ ସମ୍ପତ୍ତିର କୌଣସି ଅଭାବ ହେବନାହିଁ ।

ଯଦି ଆପଣ ପ୍ରତ୍ଯେକ ଦିନ ପୂଜା କରିପାରୁ ନାହାନ୍ତି ତେବେ ପ୍ରତିଦିନ ସକାଳୁ ବିଛଣାରୁ ଉଠିବା ମାତ୍ରେ ନିଜ କୁଳଦେବତାଙ୍କୁ ଅବଶ୍ୟ ସ୍ମରଣ କରନ୍ତୁ । ଏହା ସହ ସପ୍ତାହରେ ଯେକୌଣସି ଗୋଟିଏ ଦିନ ହେଲେ ବି ଅଳ୍ପ ସମୟ କାଢି କୁଳଦେବତାଙ୍କ ପୂଜା କରନ୍ତୁ । ନିତ୍ୟ ସକାଳ ଓ ସନ୍ଧ୍ୟାରେ କୁଳଦେବତାଙ୍କୁ ନମସ୍କାର ମଧ୍ୟ କରନ୍ତୁ । ଏହା ବ୍ଯତୀତ ଆପଣଙ୍କ ଅଗଣାରେ ଥିବା ତୁଳସୀ ଚଉରା ପାଖେ ନିତି ସନ୍ଧ୍ୟାରେ ଗୋଟିଏ ଦୀପ ଅବଶ୍ୟ ଜଳାନ୍ତୁ ।

ଆମ ଶାସ୍ତ୍ରାନୁସାରେ ସଂପୂର୍ଣ୍ଣ ସ୍ଵଚ୍ଛ ହେବା ପରେ ହିଁ ରୋଷେଇ ଘରକୁ ଯିବା ଉଚିତ । ଯଦି ପ୍ରତିଦିନ ସ୍ନାନ କରି ରୋଷେଇ ଘରକୁ ଯିବା ସମ୍ଭବ ହୋଇ ପାରୁନାହିଁ, ତେବେ ନିତ୍ୟକର୍ମ ସାରି ଭଲ ଭାବେ ହାତ ମୁହଁ ଧୋଇ ରୋଷେଇ ଘରେ ପ୍ରବେଶ କରନ୍ତୁ । ଚୁଲା ଜ-ଳା-ଇ-ବା ପୂର୍ବରୁ ଏହାକୁ ନମସ୍କାର କରିବା ଦ୍ଵାରା ଅ-ଗ୍ନି-ଦେବଙ୍କ ସହ ମାତା ଅନ୍ନପୂର୍ଣ୍ଣା ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଏହା ସହ ଯେପରି କେବେ ଅନ୍ନର ଅପମାନ ନ କରନ୍ତି ଏଥିପ୍ରତି ଧ୍ୟାନ ଦିଅନ୍ତୁ । କେବେ ମଧ୍ୟ ଅକାରଣରେ ଏପରି କିଛି ଶବ୍ଦର ପ୍ରୟୋଗ କରନ୍ତୁ ଯାହା ଦ୍ଵାରା କାହା ମନରେ ଆ-ଘା-ତ ହେବ ।

କେବେ କାହାର ଅ-ପ-ମା-ନ କରନ୍ତୁ ନାହିଁ କିମ୍ବା ଗୁରୁଜନ ମାନଙ୍କୁ ଅପ-ଶ-ବ୍ଦ କୁହନ୍ତୁ ନାହିଁ । ଗରିବଙ୍କୁ ଯଥାସମ୍ଭବ ସାହାଯ୍ୟ କରନ୍ତୁ ଓ ପଶୁମାନଙ୍କ ପ୍ରତି ଅ-ତ୍ୟା-ଚା-ର କରନ୍ତୁ ନାହିଁ । ଦ୍ଵାର ନିକଟକୁ ଆସିଥିବା ଭୋକିଲା ପଶୁକୁ ଖାଦ୍ୟ ଖୁଆଇବା ଦ୍ଵାରା ଭଗବାନ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ହେବେ ଓ ଆପଣଙ୍କ ଜୀବନରେ କୌଣସି ସମସ୍ଯା ରହିବ ନାହିଁ । ଘରୁ ବାହାରିବା ବେଳେ ସର୍ବଦା ମୁଖରେ ଈଶ୍ବରଙ୍କ ନାମ ନେଇ ବାହାରନ୍ତୁ । ଧ୍ୟାନ ରଖନ୍ତୁ ଆପଣଙ୍କ ପାଦ ତଳେ ଯେପରି କୌଣସି ଛୋଟ ଜୀବଜନ୍ତୁ ଦଳି ହୋଇ ନଯାନ୍ତି ।

ଚାଲିବା ବେଳେ ଭୂମିକୁ ଦେଖି ଅବଶ୍ୟ ଚାଲନ୍ତୁ । ଏହି ସବୁ ଅଭ୍ଯାସ ପାଳନ କରୁଥିବା ବ୍ୟକ୍ତି ଭଗବାନ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହିପରି ବ୍ୟକ୍ତିଙ୍କୁ ଆକାଶରେ ଥିବା ଦେବତାଗଣ ମଧ୍ୟ ହାତଯୋଡି ପ୍ରମାଣ କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।