ଜେସିବି ଡ୍ରାଇଭର Pushkar କହିଲା ସେହି କାଳ ରାତ୍ରିର ଲୋମଟାଙ୍କୁରା କାହାଣୀ, ସେ ଯାହା କହିଲା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ VIdeo

ମମିତା ମେହର କେ-ସ ପାଖାପାଖି ସମଧାନ ହୋଇ ସାରିଛି । ପୋଲିସକୁ ମୁଖ୍ୟ ଅ-ଭି-ଯୁ-କ୍ତ ମଧ୍ୟ ମିଳି ସାରିଛି ଓ ଅ-ଭି-ଯୁ-କ୍ତ ମଧ୍ୟ ନିଜର ଦୋ-ଷ ସ୍ଵୀକାର କରିସାରିଛି । ଏହା ସତ୍ବେ ବି ପୋଲିସ ଏହି କେ-ସ-ରେ ମମିତା ମେହରର ପରିବାର ଲୋକମାନଙ୍କୁ, ଗୋବିନ୍ଦ ସାହୁର ପରିବାର ଲୋକମାନଙ୍କୁ, ଗୋବିନ୍ଦ ସାହୁ ସହ ସମ୍ପର୍କ ରଖୁଥିବା ଲୋକମାନଙ୍କୁ, ସ୍କୁଲ କଲେଜର ସବୁ ଛାତ୍ର ଛାତ୍ରୀମାନଙ୍କୁ ଏବଂ ଅଧ୍ୟକ୍ଷ ଅଧ୍ୟାପିକାମନଙ୍କୁ ଜେ-ରା କରୁଛି ।

ମମିତା ମେହରଙ୍କ ସହ ସମ୍ପର୍କ ରଖିଥିବା ସବୁ ବ୍ୟକ୍ତିକୁ ବି ପୋଲିସ ଜେ-ରା କରୁଛି । ଅନ୍ୟ ପଟେ କଲେଜର ୱାଚମ୍ୟାନ ଓ ଜେସିବି ଡ୍ରାଇଭର ଏହି କେ-ସ-ରେ କିଛି ଏହିଭଳି କିଛି ବୟାନ ଦେଇଛନ୍ତି । ଯାହାକୁ ପୋଲିସ ଆଧାର କରି ମୁଖ୍ୟ ଅ-ଭି-ଯୁ-କ୍ତ-କୁ ଧରିବାରେ ଓ ମମିତା ମେହରର ଶ-ବ-କୁ ଖୋଜିବାରେ ସଫଳ ହୋଇଛି । କହିବାକୁ ଗଲେ ମମିତା ମେହର କେ-ସ-ରେ କେଉଁଠି ନା କେଉଁଠି ଜେସିବି ଡ୍ରାଇଭର ଜଡିତ ଅଛି ବୋଲି କୁହାଯାଉଛି ।

କିନ୍ତୁ ପୋଲିସର ଯାଞ୍ଚ ପରେ ଜଣା ପଡିବ କି ଅସଲ ସତ କଣ । ଜେସିବି ଡ୍ରାଇଭର ନାଁ ହେଉଛି ପୁଷ୍କର । ଯିଏକି ବର୍ତ୍ତମାନ ସମୟରେ ପୋଲିସର ଗିରଫରେ ଅଛି । କିନ୍ତୁ ଏହା ପୂର୍ବରୁ ସେ ନିଜର ପରିବାରକୁ ଏହା ବିଷୟରେ ଯାହା ସବୁ କହିଥିଲେ ସେହି ସବୁ କଥା ତାଙ୍କର ପରିବାର ଲୋକମାନେ ମିଡିଆକୁ କହିଛନ୍ତି ।

ଜେସିବି ଡ୍ରାଇଭରର ପରିବାର ସଦସ୍ୟଙ୍କୁ ଯେତେବେଳ ଏହି ମାମଲା ବିଷୟରେ ପ୍ରଶ୍ନ କରାଗଲା ତେବେ ସେମାନେ କହିଲେ କି ପୁଷ୍କର ଘରେ କହିଥିଲେ କି ଗୋଟିଏ ଦିନ କହିଲେ ମାଟି ଖୋ-ଳି ଦିଅ ଓ ତା ପର ଦିନ କହିଲେ ଏହି ଗାତକୁ ପୋ-ତି ଦିଅ । ସେ କେବଳ ଏତିକି ହିଁ କରିଛି ଓ ଏହା ଛଡା ସେ ଆଉ କିଛି ବି ଜାଣି ନାହାନ୍ତି ।

କହିଦେଉଛୁ କି ଜେସିବି ଡ୍ରାଇଭର ୭ – ୮ ବର୍ଷ ହେବ ଏହି କାମ କରୁଥିଲା । ପୁଷ୍କରର ଜଣେ ଭାଇ କହିଲେ କି ସେ ସେହି ଗା-ତ ବିଷୟରେ ବିଶେଷ କିଛି ଜାଣି ନ ଥିଲା । ଗୋଟିଏ ଗା-ତ ଖୋ-ଲି ଦେଲା ପରେ ସେହି ଗା-ତ-ରେ କଣ ହେଲା ସେ କେମିତି ଜାଣିବ । ସୂଚନା ଅନୁସାରେ ଜେସିବି ଡ୍ରାଇଭର ପୁଷ୍କରକୁ ଇସାରାରେ କୁହାଯାଇ ଥିଲା ଗା-ତ-କୁ ବନ୍ଦ କରି ଦେବା ପାଇଁ ।