Govinda Sahu କହିଲା ସେଦିନର ଲୋମ ଟାଙ୍କୁରା କାହାଣୀ, କାର ରେ ସେହି 9 ଘଣ୍ଟାରେ କଣ ହୋଇଥିଲା, ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ Video

ମମିତା ମେହର ମା-ମ-ଲା-ରେ ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ପୋଲିସ ଆଗରେ ସବୁ ସତ ମାନି ଯାଇଛନ୍ତି ଓ ଏହା ବି କହିଛି କି ସେହି ଦିନ ରାତିରେ କଣ ସବୁ ଘ-ଟି-ଥିଲା । ସୂଚନା ଅନୁସାରେ ଗୋବିନ୍ଦ ସାହୁ ପ୍ରଥମେ ମମିତା ମେହରକୁ ଘରୁ ଡାକି ଆଣି ଭବାନୀପାଟଣା ମାଣିକେଶ୍ଵରୀ ମନ୍ଦିରକୁ ନେଇ ମମିତାକୁ ଶପଥ କରାଇଥିଲା କି ସେ ଯେଉଁ ପ୍ରମାଣ ରଖିଛି ତାକୁ କାହାରି ଆଗରେ ନ କହିବା ପାଇଁ । କିନ୍ତୁ ମମିତା ବିଲକୁଲ ବି ଗୋବିନ୍ଦର କଥା ଶୁଣି ନ ଥିଲେ ।

ଗୋବିନ୍ଦ ମମିତାକୁ ବୁଝାଇ ସୁଝାଇ ପୁଣି ଥରେ କାରରେ ବସିବା ପାଇଁ କହିଥିଲା । କିନ୍ତୁ କାର ଭିତରେ ବସିବା ପରେ ପୁଣି କିଛି ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଏହି କଥାକୁ ନେଇ ଝ-ଗ-ଡା ହୋଇଥିଲା । ଶେଷରେ ରା-ଗି ଯାଇ ଗୋବିନ୍ଦ ମମିତାର ତ-ଣ୍ଟି ଚି-ପି ହ-ତ୍ୟା କରିଥିଲା । ଗୋବିନ୍ଦ କୁରୁସୁଟୁ ଛକର ମୁଖ୍ୟ ରାସ୍ତା ଉପରେ କାର ଛିଡା କରି କାର ଭିତରେ ଶିକ୍ଷୟତ୍ରୀ ମମିତା ମେହରଙ୍କ ତ-ଣ୍ଟି ଚି-ପି ତାର ହ-ତ୍ୟା କରିଥିଲା ।

ସବୁଠୁ ମୁଖ୍ୟ କଥା ହେଉଛି ଦିନ ୧୧ ଟା ରୁ ୧୧.୩୦ ମଧ୍ୟରେ ଛକ ଉପରେ ସେ ଏହି ହ-ତ୍ୟା କରିଥିଲା । କାର ଭିତରେ ଶ-ବ-କୁ ନେଇ ଗୋବିନ୍ଦ ମହାଲିଙ୍ଗ ଗାଁକୁ ଫେରି ଆସି ଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ରାତି ୮ ଟା ରେ ଗୋବିନ୍ଦ କାର ଭିତରେ ଥିବା ଶ-ବ-କୁ ନେଇ କଲେଜର ଷ୍ଟାଡିୟମକୁ ଯାଇ ଥିଲା ।

ପୂର୍ବରୁ ଖୋ-ଲା ଯାଇ ଥିବା ଗା-ତ-ରେ କିଛି କାର୍ଡ ବୋର୍ଡ ପ-କା-ଇ ମମିତାର ଶ-ବ-କୁ ଗୋବିନ୍ଦ ଲୁ-ଚା-ଇ ରଖି ଥିଲା । ଏହା ପରେ ଟା-ୟା-ର ଓ କା-ଠ ଗ-ଣ୍ଡି ପ-କା-ଇ ସେଥିରେ ପେ-ଟ୍ରୋ-ଲ ଢା-ଳି ଗୋବିନ୍ଦ ମମିତାର ଶ-ବ-କୁ ଜା-ଲି ଦେଇ ଥିଲା । ଶ-ବ ସମ୍ପୂର୍ଣ ଜ-ଳି-ବା ପରେ ଜେସିବି ଡ୍ରାଇଭରକୁ କହି ଗା-ତ-କୁ ପୋ-ତି ଦେଇଥିଲା । କିନ୍ତୁ ଏହାରି ମଧ୍ୟରେ ମମିତାର ଗୋଟିଏ ପାଉଁଜି ଗାଡିରେ ରହିଥିବା ସମୟରେ ଅନ୍ୟ ଏକ ପାଉଁଜି ମମିତାର ଶ-ବ ପାଖରେ ଥିଲା ।

ଗୋବିନ୍ଦ କାନ୍ଦି କାନ୍ଦି ପୋଲିସ ସାମ୍ନାରେ ଏହି ସବୁ କଥା ମାନିଛି । ମମିତା ମେହର କଲେଜର କିଛି ଛାତ୍ରୀଙ୍କ ସହ ଗୋବିନ୍ଦର ଅ-ନେ-ତି-କ ସମ୍ପର୍କ ଅଛି ବୋଲି ଜାଣି ସାରିଥିଲା । ଯେତେ ବେଳେ ଗୋବିନ୍ଦ ଏହା ବିଷୟରେ ଜାଣିଲେ ତେବେ ସେ ସ୍ଥିର କରି ନେଲେ କି ମମିତାକୁ ସେ ନିଜ ରାସ୍ତାରୁ ହ-ଟା-ଇ ଦେବେ । ଏମିତିରେ ସେ ୮ ତାରିଖ ଦିନ ନିଜର ଏହି ଯୋଜନାକୁ ସଫଳ ମଧ୍ୟ କରିଥିଲା ।