କଣ ଆପଣ ଜାଣିଛନ୍ତି ଜାପାନୀ ସ୍କୁଲ ର ଏହି ସିକ୍ରେଟ ବିଷୟରେ, ଯାହାକୁ ଜାଣିଲେ ଆପଣ କେବେ ବି ବିଶ୍ଵାସ କରିବେ ନାହିଁ

ଆଜି ଆମେ ଜାପାନୀ ସ୍କୁଲ ବିଷୟରେ କିଛି ସିକ୍ରେଟ ତଥ୍ୟ ଜାଣିବା ଯାହାକୁ ଶୁଣିଲାପରେ କୌଣସି ବି ଲୋକ ବିଶ୍ଵାସ କରିବେନି । ଏମିତିରେ ଅଧିକାଂଶ ପିଲାଙ୍କର ଇଚ୍ଛା ଥାଏ କି ଇଣ୍ଡିଆ ବାହାରକୁ ଯାଇ ପଢିବା ପାଇଁ । କିନ୍ତୁ କଣ ଆପଣ ଜାଣିଛନ୍ତି କି ବାହାର ଦେଶର ସ୍କୁଲ ଗୁଡିକରେ ଲାଇଫ କେମିତି ଥାଏ । ଜାପାନୀ ସ୍କୁଲ ପିଲା ଯେମିତି ବି ଷ୍ଟାଇଲରେ କେଶ କାଟି ପାରିବେ କିନ୍ତୁ ସେମାନଙ୍କର କେଶ କାନ ଉପରେ ନ ପଡିବା ଦରକାର । କାରଣ ଜାପାନରେ ଲୋକମାନେ ମାନନ୍ତି କି କାନ ଉପରେ କେଶ ପଡିବା ଦ୍ଵାରା ଶୁଣିବା ଓ ବୁଝିବା ଶକ୍ତି କମ ହୋଇଯାଏ ।

Image courtesy: Google

ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ଉପରେ ହେୟାର ଷ୍ଟାଇଲର କୌଣସି କଟକଣା ନାହିଁ । କିନ୍ତୁ ଝିଅମାନେ ମେକଅପ କରି ସ୍କୁଲକୁ ଆସିପାରିବେ ନାହିଁ କି ନେଲ ପଲିସ ମଧ୍ୟ ଲଗାଇ ପାରିବେ ନାହିଁ । କାରଣ ଜାପାନୀ ସ୍କୁଲର କହିବା କଥା ଝିଅମାନେ ସୁନ୍ଦରତା ଅପେକ୍ଷା ପାଠ ପଢାରେ ଅଧିକ ଧ୍ୟାନ ଦେବା ଦରକାର ।

Image courtesy: Google

ଜାପାନୀ ସ୍କୁଲରେ ଗଣ୍ଡଗୋଳ କରୁଥିବାବେଳେ ଯଦି କୌଣସି ପୁଅକୁ ଧରାଗଲା ତା ହେଲେ ତାକୁ ୭ ଦିନ ପର୍ଯ୍ୟନ୍ତ ଝିଅମାନଙ୍କ ମଝିରେ ବସାଇ ଦିଆଯାଏ । ଜାପାନୀ ସ୍କୁଲ ଗୁଡିକରେ ସାଧାରଣ ମାରପିଟରେ ସେଠାର ମର୍ଡର ମଧ୍ୟ ହୋଇଯାଏ ।

ଆମ ମଧ୍ୟରୁ ଅଧିକାଂଶ ପିଲା ସ୍କୁଲକୁ ଟିଫିନ ନ ନେଇ ବାହାରେ ଖାଇ ଦେଇଥାଉ କିନ୍ତୁ ଜାପାନରେ ଏମିତି ହୋଇ ନଥାଏ । ଏଠାରେ ସ୍କୁଲର ପ୍ରତ୍ଯେକ ପିଲାକୁ ସମାନ ଖାଇବା ଦିଆଯାଏ ଓ ଆପଣ ସେଠାରେ ଯେତିକି ମାଗିବେ ସେତିକି ଖାଇବାକୁ ପଡିବ । ଯଦି ଆପଣ କିଛି ଖାଦ୍ୟ ଛାଡିଦେଲେ ତେବେ ଆପଣଙ୍କୁ ପନିସମେଣ୍ଟ ଦିଆଯିବ ।

Image courtesy: Google

ଜାପାନ ସ୍କୁଲରେ କୌଣସି ୱାର୍କର ନଥାନ୍ତି । ଏଠାରେ ସ୍କୁଲ ପିଲାଙ୍କୁ ହିଁ ଝାଡୁ ମାରିବା ଓ ଅନ୍ୟାନ୍ୟ କାମ କରିବାକୁ ପଡେ ଏବଂ ସେଥିପାଇଁ ଏଠାରେ କୌଣସି ପିଲା ଅଳିଆ କରନ୍ତି ନାହିଁ । ଛୁଟି ପରେ ପ୍ରତ୍ଯେକ କ୍ଳାସ ରୁମ କୁ ସେହି କ୍ଳାସ ପିଲା ସଫା କରିଥାନ୍ତି ।

ଯଦି ଜାପାନୀ ସ୍କୁଲରେ କୌଣସି ଟିଚର କୌଣସି ଦିନ ଆସିଲେ ନାହିଁ ତା ହେଲେ ସେହି ଦିନ ସେହି ପିଲାମାନଙ୍କ ମଧ୍ୟରୁ ଗୋଟିଏ ପିଲା ଅନ୍ୟମାନଙ୍କୁ ପଢାଇଥାଏ ।

ଏହା ସହିତ ଜାପାନୀ ସ୍କୁଲରେ ପ୍ରତ୍ୟେକ ପିଲାକୁ ମାର୍ସାଲ ଆର୍ଟ ଟ୍ରେନିଙ୍ଗ ଦିଆଯାଏ ।

Image courtesy: Google

ଶିକ୍ଷକ କ୍ଳାସ ରୁମକୁ ପଶିବା ମାତ୍ରେ ପ୍ରତ୍ୟେକ ପିଲା ସମ୍ମାନ ଦେବା ପାଇଁ ନଇଁବାର ନିୟମ ଅଛି ।

ଜାପାନୀ ସ୍କୁଲରେ ପିଲାମାନଙ୍କୁ ଖରା ମାସରେ କେବଳ 5 ସପ୍ତାହ ଛୁଟି ଦିଆଯାଏ । ଏଠାରେ ପିଲାମାନେ ପାଟି କରନ୍ତି ନାହିଁ ଓ ଗେମ ଖେଳିବାରେ ଅଧିକ ସମୟ ନଷ୍ଟ କରନ୍ତି ନାହିଁ । ଏଥିପାଇଁ ଜାପାନ ଦେଶର ପିଲାମାନଙ୍କର ରେଜଲ୍ଟ ଅନ୍ୟ ଦେଶ ତୁଳନାରେ ବହୁତ ଭଲ ଆସିଥାଏ ।

ଜାପାନ ସ୍କୁଲ ଗୁଡିକରେ ଆପଣ ଲେଟ ରେ ସ୍କୁଲକୁ ଆସିପାରିବେ ନାହିଁ । କାରଣ ଏଠାରେ ଟାଇମ ମ୍ୟାନେଜମେଣ୍ଟ କୁ ବହୁତ ଗୁରୁତ୍ତ୍ଵ ଦିଆଯାଇଥାଏ ଏବଂ ସ୍କୁଲକୁ ଡେରିରେ ଆସିଥିବା ପିଲାକୁ ପନିସମେଣ୍ଟ ଦିଆଯାଏ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।