୯ ମାସ BF ସହିତ, ଝିଅଟି ଲୁଚାଇ ରଖିଲା ପ୍ରଥମେ ପୁଅ ହେବାର କଥା, ଯେତେବେଳ ଖୋଲିଲା ରାଜ୍ ତ..!

କହିବାକୁ ଗଲେ ଏହି ମାମଲାଟି ସିଡନୀ ରୁ ସାମ୍ନାକୁ ଆସୁଛି । ଯେଉଁଠି ରହୁଥିବା ଏକ ବ୍ୟକ୍ତି କହିଲା କି ତାହାର ପ୍ରେମିକା ପାଖାପାଖି ୯ ମାସ ରିଲେସନଶିପରେ ରହିବା ପରେ ବି ଲୁଚାଇଲା କି ତାହାର ଜନ୍ମ ଏକ ପୁଅ ରୂପରେ ହୋଇଥିଲା । ସର୍ବ ପ୍ରଥମେ ଏକ ମ୍ୟୁଚୁଆଲ ଫ୍ରେଣ୍ଡ ଏହି କଥାକୁ ସମସ୍ତଙ୍କ ସାମ୍ନାକୁ ଆଣିଲା । ଏହା ପରେ ପୁଅ ନିଜ ପ୍ରେମିକା ଠାରୁ ବ୍ରେକଅପ କରିନେଲା । ଆପଣଙ୍କୁ କହିଦେଉଛୁ କି ୨୦ ବର୍ଷର ଏଲେକ୍ସର କହିବା ଅଟେ କି ଗର୍ଲଫ୍ରେଣ୍ଡର ସତ୍ୟତା ଜାଣିବା ପରେ ତାହାର ହୃଦୟ ଭାଙ୍ଗିଗଲା ।

ସେ କହିଲା କି ସେ ୨୫ ବର୍ଷର ଝିଅର ପ୍ରେମରେ ପଡି ଯାଇଥିଲା ଓ ଦୁଇ ଜଣଙ୍କ ମଧ୍ୟରେ ଭଲ ସମ୍ବନ୍ଧ ବି ହୋଇ ଯାଇ ଥିଲା ।

ଝିଅ ଜଣକ ୧୮ ବର୍ଷରେ କରାଇଥିଲା ଅପରେସନ

ମିଡିଆ ରିପୋର୍ଟ ଅନୁସାରେ ପ୍ରେମିକକୁ ଏହି କଥା ସେତେ ବେଳେ ଜଣା ପଡିଲା ଯେତେବେଳେ ନିଶାରେ ଜଣେ ମ୍ୟୁଚୁଆଲ ଫ୍ରେଣ୍ଡ କହିଲା କି ତାହାର ପ୍ରେମିକା ଯାହାକୁ ସେ ବହୁତ ଭଲ ପାଉଛି ସେ ତାକୁ କିଛି ଲୁଚାଉଛି । ଏକ FM ଚ୍ୟାନେଲରେ କଥାବାର୍ତ୍ତା କରି ଏଲେକ୍ସ ନିଜର ଏହି କାହାଣୀକୁ କହିଥିଲା । ଏଲେକ୍ସକୁ ତାହାର ବନ୍ଧୁ କହିଲା କି ତାହାର ପ୍ରେମିକା ୧୮ ବର୍ଷ ବୟସରେ ସେକ୍ସ ଚେଂଜ ସର୍ଜରୀ କରାଇ ଥିଲା ।

ଏଲେକ୍ସକୁ ପ୍ରଥମେ ଏହି କଥା ଉପରେ ବିଶ୍ଵାସ ହେଲା ନାହିଁ । କିନ୍ତୁ ଯେତେ ବେଳେ ଏଲେକ୍ସ ନିଜର ଗର୍ଲଫ୍ରେଣ୍ଡକୁ ଏହି ବିଷୟରେ ପଚାରିଲା ତେବେ ସେ ଜବାବ ନ ଦେଇ କାନ୍ଦିବାକୁ ଲାଗିଲା । ଏଲେକ୍ସ କହିଲା କି ତାହାର ପ୍ରେମିକା ସେକ୍ସ ସର୍ଜରୀ କରିବା ପରେ ବି କିଛି ଔଷଧ ନେଉ ଥିଲା । ଏଲେକ୍ସକୁ କେବେ ବି ଅବୁଭବ ହୋଇ ନ ଥିଲା କି ତାହାର ଗର୍ଲଫ୍ରେଣ୍ଡ ଟ୍ରାଂସଜେଣ୍ଡର ଅଟେ ।

ଏଲେକ୍ସ ଆଗକୁ କହିଲା କି ସେ ଓ ତାର ଗର୍ଲଫ୍ରେଣ୍ଡ ୩ ସପ୍ତାହ ହେବ ଅଲଗା ହୋଇ ଯାଇଛନ୍ତି । ସେ ବର୍ତ୍ତମାନ ନା ନିଜର ଏକ୍ସ ଗର୍ଲଫ୍ରେଣ୍ଡ ସହିତ ନା ହିଁ ଅନ୍ୟ କୌଣସି ବନ୍ଧୁ ସହ ସମ୍ପର୍କରେ ଅଛି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।