ରେଳ ଟ୍ରାକରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଆହତ ଯାତ୍ରୀ, ଏହା ପରେ ସିପାହୀ ଜଣକ ତାଙ୍କୁ କାନ୍ଧରେ ପକାଇ ଦୌଡିବାକୁ ଲାଗିଲେ ଓ ତା ପରେ…

ପୁଲିସକୁ ନେଇ ଆମ ମନରେ ପ୍ରାୟତଃ ଭୁଲ ଛବି ରହିଥାଏ । ଏହାର କାରଣ ସେମାନେ ଲାଞ୍ଚ ନିଅନ୍ତି, ଗରିବ ଏବଂ ଅସାହାୟଙ୍କୁ ଡରାନ୍ତି । କିନ୍ତୁ ପୁଲିସବାଲା ଅସଲରେ ତ ଆମର ସୁରକ୍ଷା କରିଥାନ୍ତି । ଏମିତି ହିଁ ଏକ ପୁଲିସବାଲା ଏହିଭଳି କାମ କରିଛନ୍ତି କି ଯାହାକୁ ଦେଖି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ଭଗବାନଙ୍କ ରୂପରେ ଜଣେ ସିପାହୀ ଜଣେ ଆଘାତ ଯାତ୍ରୀଙ୍କର ଜୀବନ ବଞ୍ଚାଇଛନ୍ତି ଏବଂ ସେ ପୁଣି ଭିନ୍ନ ଢଙ୍ଗରେ ।

୧.୫ କିଲୋମିଟର ପର୍ଯ୍ୟନ୍ତ ଦୌଡିଲେ

ଭାଗଲପୁର ଏକ୍ସପ୍ରେସରୁ ୟୁପିରେ ରହୁଥିବା ଅଜିତ ମୁମ୍ବାଇ ଯାଉଥିଲେ । ଶିବାନୀ ମାବନାର ଆଗରେ ଶିବପୁର ରେଳ ଟ୍ରାକରେରେ ଅଚାନକ ସେ ଚାଲୁଥିବା ଟ୍ରେନରୁ ତଳେ ପଡିଗଲେ । ଏହାର ସୂଚନା ରେଳର କଣ୍ଟ୍ରୋଲଙ୍କୁ ବୋର୍ଡ ଡାୟଲ ୧୦୦ ଫୋନ ନମ୍ବରଙ୍କୁ ଜଣା ପଡିଲା । ଶିବପୁରରେ ଥିବା ଆରକ୍ଷକ ପୂନମଚଂଦ ବିଲ୍ଲୌର ସେହି ଜାଗାକୁ ଯାଇ ପହଞ୍ଚିଲେ,

କିନ୍ତୁ ଘଟଣାସ୍ଥଳ ପର୍ଯ୍ୟନ୍ତ ଯିବା ପାଇଁ ନା ହିଁ କୌଣସି ରାସ୍ତା ଦେଖାଯାଉଥିଲା, ନା ହିଁ ଆଘାତ ଯାତ୍ରୀଙ୍କୁ ହସ୍ପିଟାଲ ନେବା ପାଇଁ ସ୍ଟ୍ରେଚର । ଏହା ପରେ ପୂନମ ଯାହା କରିଲେ ତାହା ସେହି ସମୟରେ କରିବା ଉଚିତ ଥିଲା ।

ଡାୟଲ ୧୦୦ରେ ପ୍ରସ୍ତୁତ ସିପାହୀ ପୂନମଚଂଦ ବିଲ୍ଲୌର ରକ୍ତରେ ଜୁଡୁବୁଡୁ ଆଘାତ ଅଜିତଙ୍କୁ ନିଜ କାନ୍ଧରେ ପକାଇଲେ ଏବଂ ରେଳ ଟ୍ରାକରେ ଦୌଡିବାକୁ ଲାଗିଲେ । ପାଖାପାଖି ୧.୫ କିଲୋମିଟର ଦୌଡିବା ପରେ ଯାତ୍ରୀକୁ ପୁଲିସ କର୍ମୀମାନେ ଗାଡିରେ ନେଇ ସୀବନୀ ମାଲବା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଲେ । ଏହି ପୁରା ଘଟଣାକ୍ରମକୁ ସିପାହୀ ସହିତ ମୋବାଇଲରେ ଭିଡିଓ ବି କରା ଯାଇଛି । ତାଙ୍କର ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ସିପାହୀଙ୍କର ହେଉଛି ପ୍ରଶଂସା

ଯଦି ସେହି ସମୟରେ ପୂନମଚଂଦ ସେହି ଯାତ୍ରୀଙ୍କୁ ନିଜ କାନ୍ଧରେ ନେଇ ଦଉଡି ନ ଥାନ୍ତେ ତେବେ ତାଙ୍କର ଜୀବନ ଚାଲି ଯାଇଥାନ୍ତା । ସେ ଯେତେବେଳେ ଦୌଡୁ ଥିଲେ ସେତେବେଳେ ସେ ନିଜର ଜୀବନର ମଧ୍ୟ ଚିନ୍ତା କରି ନଥିଲେ କାରଣ ତାଙ୍କ ପାଖରେ ଥିବା ରେଳ ଟ୍ରାକରେ ଏକ ଦୂତାଗାମୀ ଟ୍ରେନ ଯାଉଥିଲା । ସମୟରେ ତାଙ୍କର ଚିକିସ୍ଛା ହେବ ଦ୍ଵାରା ସେହି ଯାତ୍ରୀଙ୍କର ଜୀବନ ବଞ୍ଚିଗଲା ।

ପ୍ରଦେଶ ପୁଲିସ ମୁଖିୟା ଡିଜିପି ବିକେ ସିଂହ ସିପାହୀ ପୂନମଚଂଦ ବିଲ୍ଲୌରଙ୍କର ଏହି କର୍ତବ୍ୟକୁ ପ୍ରଶଂସା କରିଛନ୍ତି ଏବଂ ହୋଶଂଗାବାଦ ଏସପୀକୁ ସିପାହୀର ଅସମାନ୍ୟ କାମ ପାଇଁ ପୁରସ୍କୃତ କରିବା ପାଇଁ ଘୋଷଣା କରିଛନ୍ତି ।

ଏମିତି ପୋଲିସ ଭାଇଙ୍କୁ ହୃଦୟରୁ ସଲାମ । ଟକ ପାଇଁ ଗୋଟେ ଶେୟାର କରନ୍ତୁ ଓ ଏମିତି ନୂଆ ନୂଆ ଖବର ପାଇଁ ପେଜକୁ ଲାଇକ କରନ୍ତୁ ।