ବାପା ଲୁଚେଇକି ଘରେ ଲଗାଇଲା କ୍ୟାମେରା, ତ ସାମ୍ନାକୁ ଆସିଲା ରୁମ ଟାଙ୍କୁରି ଉଠିଲା ଭଳି ଭିଡିଓ

ଆଜି ଆମେ ଆପଣଙ୍କୁ ଏକ ଏମିତି ଖବର ବିଷୟରେ କହିବୁ, ଯାହାକୁ ଜାଣିବା ପରେ ଆପଣଙ୍କର ହୋସ ଉଡିଯିବ । ଆପଣ ସମସ୍ତେ ଜାଣିଛନ୍ତି କି ସିସିଟିଭି କ୍ୟାମେରା ଦ୍ଵାରା ଆପଣମାନେ ସମସ୍ତ ସ୍ଥାନ ଓ ବ୍ୟକ୍ତିଙ୍କ ଉପରେ ନଜର ରଖି ପାରିବେ । କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତି କଥା କହୁଛୁ ସେ ତାଙ୍କ ଘରେ ସିସିଟିଭି କ୍ୟାମେରା ନୁହେଁ ମୋବାଇଲ କ୍ୟାମେରା ଲଗାଇଥିଲେ । ଏହା ପରେ ମୋବାଇଲ କ୍ୟାମେରାରେ ଯାହା ରେକଡିଙ୍ଗ ହେଲା, ତାକୁ ଜାଣିଲେ ଆପଣଙ୍କର ହୋସ ଉଡିଯିବ ।

ଆପଣଙ୍କୁ କହିଦେଉଛୁ କି ଏହି ମାମଲାଟି ପଞ୍ଜାବର କପୂରଥଲା ର ଅଟେ । ଯେଉଁଠି ସୁଖଦେବ ନାମକ ଏକ ବ୍ୟକ୍ତି କାହାକୁ ନ କହି ନିଜ ଘରେ ମୋବାଇଲ କ୍ୟାମେରା ଇନସ୍ଟଲ କରି ଦେଇଥିଲେ । ଯାହାଙ୍କର ଏକ ମୋବାଇଲ ଦୋକାନ ବି ଅଛି । ଏହା ଛଡା ତାଙ୍କର ପତ୍ନୀ ସ୍ଟେଫୀ ଏକ ଅଫିସରେ ବି ଜବ କରୁଥିଲେ । କହିଦେଉଛୁ କି ସେମାନଙ୍କର ଏକ ଛୋଟ ଝିଅ ବି ଅଛି । ଯାହାର ନାମ ନବପ୍ରିତ ଅଟେ ।

ଯିଏକି ମାତ୍ର ୧୭ ମାସର ଅଟେ । ସ୍ଵାମୀ ସ୍ତ୍ରୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ନିଜ ଝିଅର ଦେଖାଶୁଣା କରିବା ପାଇଁ ସେମାନେ ଏକ ବେବୀ ସୀଟର ରଖିଥିଲେ ।

କିନ୍ତୁ ଯେତେବେଳେ ସୁଖଦେବ ମୋବାଇଲର ରେକଡିଙ୍ଗ ଦେଖିଲେ ତେବେ ତାଙ୍କର ହୋସ ଉଡିଗଲା । ସୁଖଦେବ ଦେଖିଲେ କି ତାଙ୍କର ବେବୀ ସୀଟର ତାଙ୍କ ଶିଶୁର ଡ୍ରେସକୁ ଓଲ୍ହାଇ ତାକୁ ବହୁତ ମାରପିଟ କରୁଛି । ସେହି ବେବୀ ସୀଟର ଯୁବତୀର ନାମ ପରବୀନ ଅଟେ । ଯିଏକି ଗତ ଦୁଇ ବର୍ଷ ହେବ ସୁଖଦେବଙ୍କ ଘରେ କାମ କରୁଥିଲେ । ଏହା ଛଡା ଯେତେବେଳେ ତାଙ୍କ ଝିଅର ଜନ୍ମ ହୋଇଥିଲା ତେବେ ସୁଖଦେବ ପରବୀନର ସ୍ୟାଲେରୀ ୨୦୦୦ ବଢାଇ ଦେଇଥିଲେ ଯାହା ଦ୍ଵାରା ସେ ନବପ୍ରିତର ଦେଖାଶୁଣା ଠିକ ସେ କରି ପାରିବ ।

ଏହା ପରେ ସୁଖେଦେବ ଦିନେ ନିଜ ଝିଅର ଶରୀରକୁ ଦେଖିଲେ ଓ ତାକୁ ପଚାରିଲେ କି ଏହି ସମସ୍ତ ଚିହ୍ନ କେମିତି ହୋଇଛି । ତେବେ ଶିଶୁଟି କହିଲା କି ତାକୁ ଆଣ୍ଟି ମାରିଛନ୍ତି । ଏହା ବିଷୟରେ ସୁଖଦେବ ନିଜ ପତ୍ନୀକୁ କହିଲେ ଓ ନିଜ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଓ ସେହି ବେବୀ ସୀଟର ବିରୁଦ୍ଧରେ ପୋଲିସରେ FIR  ଦେଇଥିଲେ ।

ଆମେ ଅଶାକରୁଛୁ କି ଏହି ଘଟଣାରୁ ଅନ୍ୟ ପ୍ଯାରେଣ୍ଟସ ଙ୍କୁ କିଛି ଶିକ୍ଷା ମିଳିବ। କେବେ ନିଜ ପିଲାଙ୍କୁ ଅଜଣା ଲୋକ ସହିତ ଏକୁଟିଆ ଛାଡିବା ଠିକ ନୁହେଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।