ମାସିକ ରାଶିଫଳ : ଏହି ମାସରେ ହେବ ବଡ ଚମତ୍କାର, ୭ଟି ରାଶିର ପ୍ରଚୁର ଧନପ୍ରାପ୍ତି ଯୋଗ, ସବୁ ଅସୁବିଧା ହେବ ଦୂର

ବହୁତ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଉଠୁଛି କି ଅଗଷ୍ଟ ମାସ ସେମାନଙ୍କ ପାଇଁ କେମିତି ରହିବ ? ଆଜି ଆମେ ଆପଣଙ୍କୁ ଅଗଷ୍ଟ ମାସର ରାଶିଫଳ ବିଷୟରେ କହିବାକୁ ଯାଉଛୁ । ଏହି ମାସିକ ରାଶିଫଳରେ ଆପଣ ନିଜ ରାଶି ଅନୁସାରେ ଜାଣି ପାରିବେ କି ଆପଣଙ୍କର ଆସୁଥିବା ମାସ ଆପଣଙ୍କର ପ୍ରେମ, କ୍ୟାରିୟର ତଥା ସ୍ୱାସ୍ଥ୍ୟ ପାଇଁ କେମିତି ରହିବ ।

ଏହି ମାସିକ ରାଶିଫଳରେ ଆପଣଙ୍କୁ ଆପଣଙ୍କର ଜୀବନରେ ହେଉଥିବା ଏକ ମାସର ଘଟଣାର ସଂକ୍ଷେପରେ ବର୍ଣନ ମିଳିବ । ତେବେ ଜାଣନ୍ତୁ ଅଗଷ୍ଟ ମାସ ୨୦୧୯ର ରାଶିଫଳ ବିଷୟରେ ।

ମେଷ ରାଶି :

ଏହି ମାସରେ ମହିଳା ମିତ୍ରଙ୍କ ଠାରୁ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଏହି ମାସର ଅନ୍ତିମ ସପ୍ତାହରେ କୌଣସି ବି ପରିଣାମର ଫଳ ଅଧିକ ଶୁଭଦାୟୀ ରହିବ । ଆପଣ ବିନା କୌଣସି କାରଣରୁ ଖର୍ଚ କରିବା ଠାରୁ ବଞ୍ଚନ୍ତୁ । ତୃତୀୟ ସପ୍ତାହରେ ଆପଣଙ୍କର ଆୟରେ ବୃଦ୍ଧି ହେବ । ବ୍ୟାପାର କ୍ଷେତ୍ରରେ ଭଲ ସମୟ ଆସୁଛି । ଆପଣଙ୍କୁ ନିଜ ପାର୍ଟନର ଠାରୁ ଭଲ ଶୁଭ ଖବର ମିଳିବାର ଅଛି ।

ବୃଷ ରାଶି :

ଏହି ମାସରେ ଚାକିରି କରୁଥିବା ଲୋକମାନଙ୍କର ପ୍ରମୋଶନ ହୋଇପାରେ । କାମ – କାର୍ଯ୍ୟରେ ଅଧିକ ବ୍ୟସ୍ତ ଥିବା କାରଣରୁ ଆପଣ ନିଜ ପରିଜନ ଓ ପରିବାରଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇପାରେ । ପ୍ରଫେଶନାଲୀ ଆପଣ କିଛି ନୂଆ କରିବାରେ ବିଚାର କରି ପାରିବେ ।

ମିଥୁନ ରାଶି :

ଏହି ମାସରେ ପ୍ରାପ୍ତ ହୋଇଥିବା ଧନ ଆପଣଙ୍କର ଆଶା ଅନୁସାରେ ହେବ ନାହିଁ । ଆପଣ ନିଜ ବ୍ୟାପାରରେ ଓ କାରୋବାରରେ ବହୁତ ପରିଶ୍ରମ କରିବେ । ମାସର ପ୍ରଥମ ସପ୍ତାହରେ ଆସୁଥିବା ଅବସର ଓ ନିବେଶ ଟଙ୍କାରେ ଆପଣଙ୍କୁ ଅବଶ୍ୟ ଲାଭ ମିଳିବ ।

କର୍କଟ ରାଶି :

ଏହି ମାସରେ ନୂତନ କାର୍ଯ୍ୟ ସ୍ଥଗିତ କରିବା ଉଚିତ ହେବ । ସମ୍ପର୍କରେ ମଜବୁତି ଆସିବ । ଗାଈଙ୍କୁ ରୁଟି ଦିଅନ୍ତୁ, ଆପଣଙ୍କର ସମସ୍ତ କାମ ହୋଇଯିବ । ଲାଭର ଅବସର ବଢିବ । କୋର୍ଟ କଚେରୀର ସମସ୍ତ ମାମଲାରୁ ଆପଣ ମୁକ୍ତି ପାଇଯିବେ । ସ୍ଥିତି ଅନୁକୂଳ ରହିବ ।

ସିଂହ ରାଶି :

ବୈବାହିକ ଜୀବନରେ କିଛି ଦିନ ପାଇଁ କୌଣସି କଥାକୁ ନେଇ ଝଗଡା ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀମାନଙ୍କର ସାହାର୍ଯ୍ୟ ମିଳିବ ନାହିଁ । ଧର୍ମ – କର୍ମରେ ଆପଣ ରୁଚି ରଖିବେ । ଛାତ୍ରମାନଙ୍କୁ ନିଜର ପଢା ଲେଖା ଉପରେ ଅଧିକ ଧ୍ୟାନ ଦେବା ଉଚିତ ।

କନ୍ୟା ରାଶି :

ଏହି ମାସରେ ଆପଣଙ୍କୁ ଆପଣଙ୍କର ଶତୃ ଠାରୁ ସାବଧାନ ରହିବା ଉଚିତ । ଏହି ମାସରେ କନ୍ୟା ରାଶିମାନଙ୍କ ପାଇଁ ଖୁସି ଓ ଦୁଃଖ ଏକା ସହିତ ହିଁ ଆସିବ । ଏହି ମାସରେ ଆରମ୍ଭରୁ ଆପଣଙ୍କର କୌଣସି ବି ଯୋଜନା ସଫଳ ହୋଇପାରେ ।

ତୁଳା ରାଶି :

ଏହି ମାସରେ କୋର୍ଟ କଚେରୀର ପୁରୁଣା କାମ ସମାଧାନ ହୋଇଯିବ । ଏହି ମାସରେ ଆପଣଙ୍କର ଅଧିକ ଖର୍ଚ ହେବ । ବ୍ୟାପାର – ବ୍ୟବସାୟରେ ସମୟ ଅନୁକୂଳ ରହିବ । ଆପଣଙ୍କର ଜୀବନସାଥୀ ଆପଣଙ୍କୁ ସାହାର୍ଯ୍ୟ କରିବେ         । କାର୍ଯ୍ୟସ୍ଥଳରେ ସୁଧାର ଓ ପରିବର୍ତ୍ତନ ହୋଇପାରେ ।

ବିଛା ରାଶି :

ଆପଣ ଯେତେ ଗରିବ ଲୋକମାନଙ୍କର ସାହାର୍ଯ୍ୟ କରିବେ, ଆପଣ ସେତିକି ହିଁ ଜଲ୍ଦି ଆଗକୁ ବଢି ପାରିବେ । ଏହି ମାସରେ ଆପଣଙ୍କୁ ଭଲ ବାହନର ସୁଖ ବି ମିଳିବ । ବିଦ୍ୟାର୍ଥୀମାନଙ୍କର ପଢାରେ ମନ ଲାଗି ରହିବ । ଏହି ମାସରେ କେଉଁଠି ବି ଟଙ୍କା ନିବେଶ କରନ୍ତୁ ନାହିଁ ।

ଧନୁ ରାଶି :

ଏହି ମାସରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଆସିପାରେ । ଯେଉଁ ଲୋକମାନେ ଥାନା କଚେରୀ କାର୍ଯ୍ୟରେ ଫସିଛନ୍ତି ତାଙ୍କୁ ବିଶେଷ ସାବଧାନ ହୋଇ ରହିବା ଉଚିତ । କୌଣସି ବି ମହତ୍ଵପୂର୍ଣ କାର୍ଯ୍ୟ ଏହି ମାସରେ କରନ୍ତୁ ନାହିଁ । ସମସ୍ତ ସମସ୍ୟା ଦୂର ହୋଇଯିବ ।

ମକର ରାଶି :

ଏହି ମାସରେ ଛୋଟ – ମୋଟ ସମସ୍ୟାରେ ଚିନ୍ତିତ ରହିବେ । କିନ୍ତୁ ଧୈର୍ଯ୍ୟ ରଖିଲେ ସମସ୍ତ ସମସ୍ୟା ଦୂର ହୋଇଯିବ । ପରିବାରରେ କୌଣସି କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇପାରେ । ଏହା ଛଡା ଏହି ମାସର ପ୍ରଥମ ଦୁଇ ସପ୍ତାହରେ ଆପଣ ନିଜ ବ୍ୟବସାୟକୁ ବିସ୍ତାର କରି ପାରିବେ ।

କୁମ୍ଭ ରାଶି :

କୁମ୍ଭ ରାଶିମାନଙ୍କ ପାଇଁ ଏହି ମାସ ଭଲ ରହିବାର ଅଛି । ଦୁଷ୍ଟଜନ ହାନି ପହଞ୍ଚାଇ ପାରନ୍ତି । ଆର୍ଥିକ ରୂପରେ ଦେଖିଲେ ଏହି ମାସ ଆପଣଙ୍କ ପାଇଁ ସାମାନ୍ୟ ରହିବ । ପ୍ରଥମ ସପ୍ତାହ ଛାତ୍ରମନଙ୍କ ପାଇଁ ଶୁଭ ରହିବ । ସ୍ୱାସ୍ଥ୍ୟରେ ସମସ୍ୟା ଆସିପାରେ ।

ମୀନ ରାଶି :

ଏହି ମାସରେ ଆପଣଙ୍କ ଘରର ସମସ୍ୟା ଦୂର ହେବ । ଆପଣଙ୍କର ଟଙ୍କା ଯଦି କେଉଁଠି ଫସି ଯାଇଛି ତେବେ ଏହି ମାସରେ ଫେରି ଆସିବ । ବ୍ୟବସାୟିକ ଯାତ୍ରା ସଫଳ ରହିବ । କାରୋବାର ବୃଦ୍ଧି ହେବ । ପ୍ରେମ ସମ୍ବନ୍ଧ ଅଧିକ ଗଭୀର ହେବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।