ଆଇଏଏସ ଇଣ୍ଟରଭିୟୁରେ ଜଣେ ଯୁବକଙ୍କୁ ପଚରାଗଲା ଏମିତି ପ୍ରଶ୍ନ, ଯାହାକୁ ଶୁଣି ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ

ଆମ୍ଭେମାନେ ସମସ୍ତେ ବହୁତ ପରୀକ୍ଷା ଦେଇଥାଉ । କେତେକ ବହୁତ କଠିନ ପରୀକ୍ଷା ମଧ୍ୟ ଥାଏ, ସେହି କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ହେଉଛି ଆଇଏଏସ ପରୀକ୍ଷା । ଏହି ପରୀକ୍ଷାରେ କିଛି ଏମିତି ପ୍ରଶ୍ନ ପଚରାଯାଇ ଥାଏ ଯାହାର ଉତ୍ତର ଦେବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଆପଣମାନେ ଆଜି ପର୍ଯ୍ୟନ୍ତ ବହୁତ ପ୍ରଶ୍ନ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ୧୦ଟି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ଯାହା ସରଳ ଅଟେ କିନ୍ତୁ ଆମେ ତାକୁ କଠିନ କରିଦେଇଥାଉ । ଏହି ପ୍ରଶ୍ନକୁ ଆଇଏଏସ, ୟୁପିଏସସି ଇଣ୍ଟରଭ୍ୟୁରେ ପାର୍ଥୀଙ୍କର ଆଇକ୍ୟୁ ପରୀକ୍ଷା କରିବା ପାଇଁ ପଚରା ଯାଇଥିଲା ଯାହାକୁ ଆପଣ ପଢିବା ପରେ ଚକିତ ହୋଇଯିବେ ।

୧ -ପ୍ରଶ୍ନ

ଯଦି ଆପଣ କୌଣସି ଜିଲ୍ଲାର ଡ଼ିଏମ ଅଟନ୍ତି ଏବଂ ଆପଣଙ୍କୁ ହଠାତ ସୂଚନା ମିଳୁଛି କି ଦୁଇଟି ଟ୍ରେନ ବାଡେଇ ହୋଇଯାଇଛି ତାହେଲେ ଆପଣ ପ୍ରଥମେ କଣ କରିବେ କିମ୍ବା ଆପଣଙ୍କର ପ୍ରତିକ୍ରିୟା କଣ ହେବ ?

ଉତ୍ତର

ଏହି ପ୍ରଶ୍ନର କେହି ଉତ୍ତର ଦେଇଥାନ୍ତି କି ପୋଲିସଙ୍କୁ ଡାକିବି, କେହି କହିଥାନ୍ତି ଆମ୍ବୁଲାନ୍ସ ଡାକିବି କିନ୍ତୁ ସିଲେକ୍ସନ ତ ତାଙ୍କର ହେବ ଯିଏ କହିବେ କି ମୁଁ ପ୍ରଥମେ ଖବର ନେବି କି ତାହା ମାଲ ଗାଡି ଥିଲା ନା ଯାତ୍ରୀ ଗାଡି ତାପରେ ଯାହା ପଦକ୍ଷେପ ନେବି ।

୨-ପ୍ରଶ୍ନ

ଯଦି ଆପଣଙ୍କ ବିବାହର ୧୦ଦିନ ପୂର୍ବରୁ ଆପଣଙ୍କ ଭଉଣୀ ମୋ ସହିତ ପଳାଇବ ତାହେଲେ ଆପଣ କଣ ଭାବିବେ ?

ଉତ୍ତର

ମୋ ପାଇଁ ଏହା ଠାରୁ ଭଲ କଥା କଣ ହେବ କି ମୋ ଭଉଣୀ ଆପଣଙ୍କ ଭଳି ବରିଷ୍ଠ ଆଇଏଏସ ଅଧିକାରୀଙ୍କ ସହିତ ଅଛି ।

୩-ପ୍ରଶ୍ନ

ମୁଁ ୨ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧିଛି ଏବଂ ଆପଣ ୨୫୦ଟଙ୍କାର ଘଣ୍ଟା ପିନ୍ଧିଛନ୍ତି ଏହି ଦୁଇଟି କଣ ଦର୍ଶାଉଛି ?

ଉତ୍ତର

ଏହା ଆପଣଙ୍କର ଏବଂ ମୋର ସ୍ଥିତି ଦର୍ଶାଉଛି କି ଆପଣଙ୍କର ସ୍ଥିତି କଣ ଏବଂ ମୋ ସ୍ଥିତି କଣ । ଆପଣଙ୍କ ସ୍ଥିତି ବଡ, ଏଥିପାଇଁ ଆପଣ ଦାମି ଘଣ୍ଟା ପିନ୍ଧିଛନ୍ତି ଏବଂ ମୁଁ ବର୍ତ୍ତମାନ ଛାତ୍ର ଅଛି ସେଥିପାଇଁ ଶସ୍ତା ଘଣ୍ଟା ପିନ୍ଧୁଛି ।

୪-ପ୍ରଶ୍ନ

ଆପଣ ଏକ କଞ୍ଚା ଅଣ୍ଡାକୁ ଏକ କନିଷ୍ଠ ପୃଷ୍ଠରେ କିପରି ଛାଡିବେ କି ଏହା ଫାଟିବ ନାହିଁ ?

ଉତ୍ତର

କନିଷ୍ଠ ପୃଷ୍ଠ ଅଣ୍ଡା ଦ୍ଵାରା ଭାଙ୍ଗିବ ନାହିଁ ଆପଣ କେମିତି ବି ଛାଡନ୍ତୁ ।

୬-ପ୍ରଶ୍ନ

ତାହା କଣ ଅଟେ ଯାହା ଆପଣ ଜଳଖିଆ ପୂର୍ବରୁ ଖାଇ ପାରିବେ ନାହିଁ ?

ଉତ୍ତର

ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ।

୭-ପ୍ରଶ୍ନ

ଅଧା ସେଓ ପରି କଣ ଦେଖାଯାଇ ଥାଏ ?

ଉତ୍ତର

ଅନ୍ୟ ଅଧା ସେଓ ।

୮-ପ୍ରଶ୍ନ

ଦୁଇଜଣ ଯାଆଁଳା ପିଲା ରମେଶ ଏବଂ ସୁରେଶ ମେ ରେ ଜନ୍ମ ହେଲେ କିନ୍ତୁ ତାଙ୍କ ଜନ୍ମ ଦିନ ଜୁନରେ ଆସିଥାଏ ଏହା କେମିତି ସମ୍ଭବ ଅଟେ ?

ଉତ୍ତର

କାରଣ ମେ ଗୋଟିଏ ଜାଗାର ନାମ ସେଥିପାଇଁ ଏହା ସମ୍ଭବ ଅଟେ ।

୯-ପ୍ରଶ୍ନ

ଜଣେ ଲୋକ ନିଦ ବିନା ୮ଦିନ କେମିତି ରହିପାରିବ ?

ଉତ୍ତର

ମଣିଷ ରାତିରେ ଶୋଇଥାଏ ତାହେଲେ ତାକୁ ଦିନରେ ଶୋଇବା କଣ ଦରକାର ।

୧୦-ପ୍ରଶ୍ନ

ମୟୂର ଏକ ଏମିତି ପକ୍ଷୀ ଅଟେ ଯିଏ ଅଣ୍ଡା ଦେଇ ନଥାଏ, ତାହେଲେ ମୟୂରର ପିଲା କେମିତି ହୋଇଥାଏ ?

ଉତ୍ତର

କାରଣ ମୟୂରୀ ଅଣ୍ଡା ଦେଇଥାଏ ମୟୂର ନୁହେଁ । ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।