ବଲିଉଡ ଦୁନିଆ ଯେତିକି ରଙ୍ଗୀନ ସେତିକି ଗଭୀର ମଧ୍ୟ । ଏହି ଦୁନିଆ ଏତେ ବଡ ହେଲେ ମଧ୍ୟ ଏଠାରେ ଅନେକ ତାରକା ଏପରି ଅଛନ୍ତି ଯେଉଁମାନଙ୍କ ଅନ୍ୟ ଅଭିନେତା ବା ଅଭିନେତ୍ରୀଙ୍କ ସହ କୌଣସି ନ କୌଣସି ସମ୍ପର୍କରେ ଯୋଡି ହୋଇଛନ୍ତି । ବଲିଉଡରେ କିଏ କାହାର ପୁଅ ତ କିଏ ମା, କିଏ ଭଉଣୀ ତ କିଏ କାହାର ଜ୍ବାଇଁ । କିନ୍ତୁ ଏପରି କେତେ ସମ୍ପର୍କ ଅଛି ଯାହା ଆମକୁ ଏବେ ବି ଅଜଣା ଅଛି । ଏହିପରି ଗୋଟେ ଅଜଣା ସମ୍ପର୍କ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲା ଙ୍କୁ ତ ଆପଣ ଜାଣିଥିବେ । କିନ୍ତୁ ଆପଣ କଣ ଜାଣିଛନ୍ତି କି ଜୁହି ଚାୱଲା ଙ୍କ ଜଣେ ଭଉଣୀ ମଧ୍ୟ ଅଛନ୍ତି ଯିଏ ଜୁହିଙ୍କ ପରି ବହୁତ ସୁନ୍ଦର ଓ ବଲିଉଡରେ ମଧ୍ୟ ନିଜ ଅଭିନୟର ଜଲୱା ଦେଖାଇ ସାରିଛନ୍ତି ।

ଜୁହି ଚାୱଲା ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇ ସାରିଛନ୍ତି ଓ ତାଙ୍କ ସୋନ୍ଦର୍ଯ୍ଯର ମଧ୍ୟ ସମସ୍ତେ ଦିୱାନା । କିନ୍ତୁ ଜୁହି ଚାୱଲା ଙ୍କ ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି ଯିଏ ଜୁହି ଙ୍କ ଠୁ ମଧ୍ୟ କିଛି କମ୍ ନୁହନ୍ତି ।ଆପଣଙ୍କୁ ଜଣାଇ ଦଉଛୁ ଯେ ଜୁହି ଙ୍କ ସାନ ଭଉଣୀ ସଲମାନ୍ ଖାଁ ଙ୍କ ସୁପରହିଟ ଫିଲ୍ମ ତେରେ ନାମ୍ ରେ ସଲମାନ୍ ଙ୍କ ହିରୋଇନ୍ ଭୂମିକାରେ ଅଭିନୟ କରିଛନ୍ତି ।

ଆଜ୍ଞା ହଁ ଆମେ କଥା ହେଉଛୁ ଅଭିନେତ୍ରୀ ଭୂମିକା ଚାୱଲା ଙ୍କ ବିଷୟରେ । ତେରେ ନାମ୍ ସହ ଆପଣ ତାଙ୍କୁ ଅଭିଷେକ ବଚ୍ଚନ ଙ୍କ ଫିଲ୍ମ ରନ୍ ରେ ମଧ୍ୟ ଦେଖିଥିବେ । ଏହା ସହ ଭୂମିକା ଚାୱଲା କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନି ଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଏମ ଏସ ଧୋନି ରେ ମଧ୍ୟ କାମ କରିଛନ୍ତି । ଏହି ଫିଲ୍ମରେ ସେ ମାହି ଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ ।

କିନ୍ତୁ ଏତେ ଫିଲ୍ମ ଗୁଡ଼ିକରେ କାର୍ଯ୍ୟ କରିବା ପରେ ମଧ୍ୟ ଭୂମିକାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ଖାସ୍ ପରିଚୟ ମିଳି ପାରି ନାହିଁ । ୨୦୦୭ ରେ ରିଲିଜ୍ ହୋଇଥିବା ଫିଲ୍ମ ଗାନ୍ଧୀ ମାଇ ଫାଦର୍ ପରେ ଭୂମିକା ଙ୍କୁ କୌଣସି ବଲିଉଡ ଫିଲ୍ମ ରେ ଦେଖିବାକୁ ମିଳି ନ ଥିଲା । ଭୂମିକା ଙ୍କ ଜନ୍ମ ଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ହୋଇଥିଲା ।

ସେ ସେହିଠାରୁ ହିଁ ନିଜ ପାଠପଢ଼ା ଶେଷ କରିଥିଲେ । ତାଙ୍କ ପିତା ଜଣେ ଆର୍ମି ଅଫିସର୍ ଥିଲେ । ୧୯୯୭ ମସିହାରେ ଭୂମିକା ମୁମ୍ବାଇ ଆସି ଆଡ଼ ଫିଲ୍ମ ଓ ହିନ୍ଦୀ ମ୍ୟୁଜିକ୍ ଭିଡ଼ିଓ ଆଲବମ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୦ ମସିହାରେ ସେ ନିଜ ଫିଲ୍ମ କ୍ୟାରିଅର ଏକ ତେଲୁଗୁ ଫିଲ୍ମ ୟୁବାକୁଡୁ ରୁ ଆରମ୍ଭ କରିଥିଲେ ।
ଆପଣଙ୍କୁ ଭୂମିକା କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।