ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଭୁଲରେ କେବେ ବି ଏହି 5 ଟି ଜିନିଷର କରନ୍ତୁ ନାହିଁ ଅପମାନ, ମାଡି ଆସେ ଭୟଙ୍କର ଦରିଦ୍ରତା- Vastu Tips

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହି ୫ଟି କାରଣରୁ ବ୍ଯକ୍ତିର ଜୀବନରେ ନିର୍ଦ୍ଧନତା ଆସିଥାଏ । ଆମ ଜୀବନରେ କେବେ କେବେ ଏପରି ଅବସର ଆସିଥାଏ ଯେବେ ଆମେ ଆମ ନିଜକୁ ବହୁତ ଅସହାୟ ମାନିଥାଉ । ସେ ଯେଉଁ ବି କାରଣ ହେଇଥାଉ ସେମିତିରେ ଆମ ସାମ୍ନା ଅସୁବିଧା ସହ ହୋଇଥାଏ କେବେ ପଇସାର ଅଭାବ, ସମ୍ବନ୍ଧରେ ଫାଟ, କେବେ କେଉଁ ଦୁର୍ଘଟଣା, ଓ ଅସଫଳତା ର ସାମ୍ନା ଏ ସବୁ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନରେ ଆସିଥାଏ ।

ପରନ୍ତୁ ଏହି ସ୍ଥିତି ଯଦି ଲଗାତର ଆସିଥାଏ ତେବେ ଅବଶ୍ୟ ଜଣା ଅଜଣା ରେ ଆମ ଠାରୁ କିଛି ଏହିପରି ଭୁଲ ହେଉଛି ଯାହାର ସମ୍ବନ୍ଧ ବାସ୍ତୁଶାସ୍ତ୍ର ପାଇଁ ହୋଇଥାଇ ପାରେ । ଭଗବାନ ଶ୍ରୀକୃଷ୍ଣ ତାଙ୍କ ଉପଦେଶ ରେ କିଛି ଏପରି କଥାର ଉଲ୍ଲେଖ କରିଛନ୍ତି ଯାହା ଆମେ ଭୁଲରେ ବି କରିବା ଉଚିତ ନୁହେଁ । ଯାହାକୁ କରିବା କାରଣରୁ ଆମେ ନିର୍ଧନ ହୋଇପାରିବା । ଏବଂ ଆର୍ଥିକ ସମସ୍ୟା ଦ୍ଵାରା ଘେରି ହୋଇ ରହିବା ।

ପ୍ରଥମ କଥା ଟି ହେଉଛି ଆମେ ଆମ ସ୍ଵାର୍ଥ ପାଇଁ କୌଣସି ବି ବ୍ୟକ୍ତି କୁ ଆର୍ଥିକ ରୂପରେ ହଇରାଣ କରିବା ଉଚିତ ନୁହେଁ । ମିଛ, ବେଇମାନି, ଓ ଧୋକା ଦେଇ ଅର୍ଜିତ କରିଥିବା ଧନ କେବେ ବି ସୁଖର କାରଣ ହୋଇପାରିବା ନାହିଁ । କାହାର ପଇସା ହଡପ କରିବା ର ବିଚାର ନିଜ ମନ ରେ କେବେ ବି ଆଣିବା କଥା ନୁହେଁ । କାହାର ଜମି ଓ ଦୌଲତ ଉପରେ କବ୍ଜା କରିବା ଉଚିତ ନୁହେଁ । କାରଣ ଆପଣ ଯାହାର କ୍ଷତି କରିବେ ତେବେ ତା ମୁହଁ ରୁ ଆପଣଙ୍କ ପାଇଁ ସବୁବେଳେ ଖରାପ କଥା ବାହାରିବ । ଯାହା ଫଳରେ ଆପଣ ବି ଆର୍ଥିକ ସଙ୍କଟ ରେ ଆସିପାରନ୍ତି ।

ଦ୍ଵିତୀୟ କଥା ଟି ହେଲା କେବେ ବି ବିନା କାରଣରେ ବସ୍ତୁ ଓ ଅନାଜ ର ବରବାଦି କରନ୍ତୁ ନାହିଁ । ଏହା ଦ୍ଵାରା ମା ଲକ୍ଷ୍ମୀ ଓ ଅନ୍ନର୍ପୁର୍ନା ଦେବୀ ଦୁହିନ ଙ୍କର ଅପମାନ ହୋଇଥାଏ ଓ ମା ଲକ୍ଷ୍ମୀ ଆମ ଉପରେ ରୁଷ୍ଟ ହୋଇଯାଇଥାନ୍ତି । ସେହି ବ୍ୟକ୍ତି କୁ ଆର୍ଥିକ ସମସ୍ୟା ର ସମନ୍ନା କରିବାକୁ ମଧ୍ୟ ପଡିପାରେ ।

ତୃତୀୟ କଥା ଟି ହେଲା ନିଜ ଘରେ ସବୁ ଜିନିଷ କୁ ଅସ୍ତବ୍ୟସ୍ତ ଅବସ୍ଥା ରେ ରଖିବା ଉଚିତ ନୁହେଁ । ପରନ୍ତୁ ଯଥା ସ୍ଥାନରେ ରଖି ଘରକୁ ସଫା ଓ ସଜାଇ ରଖିବା ଉଚିତ । ଘରର ମୁଖ୍ୟଦ୍ଵାର ରେ ଅନାବଶ୍ୟକ ଅଳିଆ ଆବର୍ଜନା, ଜୋତା ଚପଲ ବା ଅସନା ଜିନିଷ ରଖନ୍ତୁ ନାହିଁ । କାରଣ ମା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କଲାବେଳେ ମୁଖ୍ୟଦ୍ଵାର ରେ ଏ ସବୁ ଅଳିଆ ଦେଖି ବିନା କୃପା ବର୍ଷା କରି ସେଠାରୁ ଚାଲିଯାଇଥାନ୍ତି ।

ଚତୁର୍ଥ କଥାଟି ହେଲା ଝାଡୁ କୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ ମାନାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ରଖିବା ସମ୍ବନ୍ଧିତ ସବୁ କଥାର ଧ୍ୟାନ ଅବଶ୍ୟ ରଖିବା ଉଚିତ । ସନ୍ଧ୍ୟା ସମୟରେ ଝାଡୁ କେବେ ବି ଲଗାନ୍ତୁ ନାହିଁ । କେବେ ବି ଝାଡୁ ର ନିରାଦର କରି ଧନ ର ଦେବୀ ମହାଲକ୍ଷ୍ମୀ ଙ୍କୁ ରୁଷ୍ଟ କରନ୍ତୁ ନାହିଁ ।

ପଞ୍ଚମ କଥାଟି ହେଉଛି ବିନା କାରଣରେ କାହାର ବି ଅପମାନ କରନ୍ତୁ ନାହିଁ । ସିଏ ଛୋଟ ଛୁଆ ହେଉ କୀ କୌଣସି ଗୁରୁଜନ ହୁଅନ୍ତୁ । ଓ ଯିଏ ନିର୍ଧନ ଅଛନ୍ତି ତାଙ୍କର ଅପମାନ ଭୁଲରେ ବି କରନ୍ତୁ ନାହିନ । ଯଦି କୌଣସି ବ୍ୟକ୍ତି ଆପଣଙ୍କ ପାଖକୁ ସହାୟତା ର ଆଶା ରଖି ଆସିଥାଏ ଆଉ ଯଦି ଆପଣ ତାର ସହାୟତା କରିପାରିବେନି ତ କିଛି ଖରାପ ନାହିଁ କିନ୍ତୁ ତାର ଅପମାନ କରନ୍ତୁ ନାହିଁ ।

କାହା ମଜବୁରି ର ମଧ୍ୟ କେବେ ବି ଫାଇଦା ଉଠାନ୍ତୁ ନାହିଁ । ବାଳିକା ଓ ମହିଳା ଙ୍କ ସମ୍ମାନ ର ବିଶେଷ ରୂପରେ ଧ୍ୟାନ ରଖନ୍ତୁ । ମହିଳା ମାନଙ୍କୁ ଆମ ଶସ୍ତ୍ର ରେ ଦେବୀ ରୂପ ମାନା ଯାଇଥାଏ ତେଣୁ ଭୁଲରେ ବି ମହିଳା ମାନଙ୍କ ଅପମାନ କରନ୍ତୁ ନାହିଁ ।

ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।