IAS Interview Questions: ଯଦି ତୁମକୁ 10 ଟଙ୍କା ଦିଆଯାଏ ଏମିତି କଣ କିଣିବେ ଯେଉଁଥିରେ ପୁରା ଘର ଫୁଲ୍ ହୋଇଯିବ ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ବୃକ୍ଷରେ ଫଳୁଥିବା ବିଶ୍ଵର ସବୁଠାରୁ ବଡ ଫଳର ନାମ କଣ ?

ଉ: ପଣସ

୨- ସଂସାରର ସବୁଠାରୁ ବଡ କଇଁଛ କେଉଁଠି ଦେଖିବାକୁ ମିଳିଥାଏ ?

ଉ: ଅଷ୍ଟ୍ରେଲିଆରେ

୩- ଆଧୁନିକ ଯୁଗର ମୀରା ନାମରେ କିଏ ପରିଚିତ ଅଟନ୍ତି ?

ଉ: ମହାଦେବ ବର୍ମା

୪- କେଉଁ ଦେଶର ଲୋକ ସାପ ଖାଇଥାନ୍ତି ?

ଉ: ଚୀନ

୫- DP ର ଫୁଲଫର୍ମ କଣ ?

ଉ: Display Picture

୬- କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?

ଉ: ବାଂଲାଦେଶ

୭- ଚଷମାକୁ ହିନ୍ଦୀରେ କଣ କୁହାଯାଏ ?

ଉ: ଐନକ୍

୮- ବିଶ୍ଵର କେଉଁ ଦେଶର ଜନସଂଖ୍ୟା ସବୁଠୁ ଅଧିକ ଅଟେ ?

ଉ: ଚୀନ

୯- କେଉଁ ଜୀବକୁ ଆଇନା ଦେଖିବାକୁ ସବୁଠୁ ଅଧିକ ଡର ଲାଗିଥାଏ ?

ଉ: ଘୁଷୁରି

୧୦- ହରିୟାଣା ରାଜ୍ୟରେ ସମୁଦାୟ କେତୋଟି ଜିଲ୍ଲା ଅଛି ?

ଉ: ୨୨ଟି

୧୧- ଏଭଳି କେଉଁ ପ୍ରାଣୀ ଅଛି ଯିଏ ସବୁବେଳେ ନିଜର ଭୋଜନକୁ ଖାଇବା ଆଗରୁ ଧୋଇକରି ଖାଇଥାଏ ?

ଉ: ରେକୁନ

୧୨- ଏଭଳି କେଉଁ ବୁକ୍ ଅଛି ଯାହା ଛପା ହୋଇ ନାହିଁ ?

ଉ: ଫେସବୁକ୍

୧୩- ଏଭଳି କେଉଁ ଫଳ ଅଛି ଯାହାର ଚୋପା ନଥାଏ କି ଭିତରେ ମଞ୍ଜି ନଥାଏ ?

ଉ: ତୁତକୋଳି

୧୪- ଏଭଳି କଣ ଅଛି ଯାହାର ଆକାର ଅଛି କିନ୍ତୁ ଧାରା ବି ଅଛି ?

ଉ: ଅକ୍ଷର

୧୫- କେଉଁ ଦେଶର ଲୋକମାନେ ଗଛରେ ରୁହନ୍ତି ?

ଉ: କାଙ୍ଗୋ ବେସିନ

୧୬- ଗୋଟେ ସ୍ତ୍ରୀ କେତେ ଥର ଛୁଆ ଜନ୍ମ କରିପାରିବ ?

ଉ: ୪୦ ଥର

୧୭- କେଉଁ ଜୀବର ଗୋଡ ନଥାଇ ମଧ୍ୟ ଜୋରରେ ଦୌଡିପାରେ ?

ଉ: ସାପ

୧୮- କେଉଁ ଗ୍ଯାସ ଶୁଙ୍ଘିଲେ ମଣିଷ ହସିବାକୁ ଲାଗେ ?

ଉ: ନାଇଟ୍ରସ ଅକ୍ସାଇଡ

୧୯- ପୃଥିବୀର କେଉଁ ସ୍ଥାନରେ ବର୍ଷସାରା ଦିନରାତି ସମାନ ଅବସ୍ଥାରେ ରହିଥାଏ ?

ଉ: ଉତ୍ତର ଓ ଦକ୍ଷିଣ ମେରୁରେ

୨୦- କେଉଁ ଦେଶରେ ରାତିରେ ଇନ୍ଦ୍ରଧନୁ ଦେଖାଯାଏ ?

ଉ: ଆଇସଲ୍ୟାଣ୍ଡ ଓ ହାୱାଇ ଦ୍ଵୀପ

୨୧- ଯଦି ତୁମକୁ 10 ଟଙ୍କା ଦିଆଯାଏ ଏମିତି କଣ କିଣିବେ ଯେଉଁଥିରେ ଘର ଫୁଲ୍ ହୋଇଯିବ ?

ଉ: ମହମବତୀ, ଯାହାର ଆଲୋକରେ ପୁରା ଘର ଆଲୋକିତ ହେଇଯିବ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।