କୋଟିଏ ରେ କେବଳ ଗୋଟିଏ ଲୋକକୁ ହିଁ ଆସିଥାଏ ଶିବଙ୍କର ଏହି 1 ସ୍ଵପ୍ନ, ଯଦି ଆପଣଙ୍କୁ ବି ଆସୁଛି ଏମିତି ସ୍ଵପ୍ନ ତ ଆପଣ ବନିଯିବେ କୋଟିପତି

ସ୍ଵପ୍ନରେ ଦେବୀଦେବତା ଆସିବା ଦ୍ଵାରା ଆପଣଙ୍କ ଜୀବନରେ କିଛି ଏମିତି ଚମତ୍କାର ହୋଇପାରେ ଯାହା ଆପଣ କେବେ ମଧ୍ୟ ଚିନ୍ତା କରି ନଥିବେ । ବିଶେଷ କରି ଭଗବାନ ଶିବ ଯଦି କାହାର ସ୍ଵପ୍ନରେ ଆସନ୍ତି ତେବେ ଏହି ୫ଟି ବିଷୟ ପ୍ରତି ଇଶାରା ହୋଇଥାଏ । ଭଗବାନ ଶିବ ଯଦି କାହା ଉପରେ ପ୍ରସନ୍ନ ହୁଅନ୍ତି ତେବେ ତାକୁ କିଛି ସଂକେତ ନିଶ୍ଚୟ ଦିଅନ୍ତି । ତେବେ ଯଦି ସ୍ଵପ୍ନରେ ଭଗବାନ ଶିବ ଆସନ୍ତି ତେବେ ଆମକୁ କେଉଁ ସବୁ ବିଷୟ ପ୍ରତି ଇଶାରା ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଭଗବାନ ଶିବଙ୍କ ସ୍ଵପ୍ନ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଶାସ୍ତ୍ରନୁସାରେ ଏପରି ସ୍ଵପ୍ନ ଦେଖିବା ପରେ ବ୍ୟକ୍ତିଙ୍କୁ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିବା ଉଚିତ । ଯେଉଁ ବ୍ୟକ୍ତିଙ୍କ ପଛ ଜନ୍ମରେ ଭକ୍ତି ଅଧୁରା ରହି ଯାଇଥାଏ, ଭଗବାନ ଶିବ ସ୍ଵପ୍ନରେ ଆସି ତାକୁ ସ୍ମରଣ କରାନ୍ତି ବୋଲି ମାନାଯାଏ । ଏକଦା ଭଗବାନ ଶିବ ଜଣେ ଗରିବ ବ୍ୟକ୍ତି ଭେଶରେ ପୃଥିବୀକୁ ଆସିଥିଲେ । ଜଣେ ଭକ୍ତ ସେ ଭଗବାନ ଶିବ ବୋଲି ନଜାଣି ମଧ୍ୟ ତାଙ୍କର ଆତିଥ୍ୟ କରିଥିଲେ । ଏହାପରେ ଭଗବାନ ଶିବ ସେହି ବ୍ୟକ୍ତିକୁ ତା ଭକ୍ତିର ଅନେକ ଗୁଣ ଫଳ ଦେଇଥିଲେ ।

ସେଥିପାଇଁ ଆପଣ କେବେ ମଧ୍ୟ କୌଣସି ଗରିବ ବ୍ୟକ୍ତିଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ହୋଇପାରେ ସେହି ଗରିବ ବ୍ୟକ୍ତି ଇଶ୍ଵର ହୋଇଥାଇ ପାରନ୍ତି । ବ୍ୟକ୍ତିଙ୍କ ସ୍ଵପ୍ନରେ ଶିବଲିଙ୍ଗ ଦେଖାଯିବା ମଧ୍ୟ ଖୁବ ଶୁଭ ସଂକେତ ହୋଇଥାଏ । ଏପରି ସ୍ଵପ୍ନ ଆସିବା ପରେ ଆପଣଙ୍କୁ ତୁରନ୍ତ ଶିବଲିଙ୍ଗରେ ଜଳ ଚଢାଇବା ଉଚିତ । ଏହାର ଅର୍ଥ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କୁ ଶିବଙ୍କ ପୂଜାର୍ଚ୍ଚନା କରିବା ଉଚିତ ।

ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି କି ଯଦି କୌଣସି ବ୍ୟକ୍ତିଙ୍କ ସ୍ଵପ୍ନରେ ଭଗବାନ ଶିବ ଆସନ୍ତି ତେବେ ତା’ର ସମସ୍ତ ପାପ ଧୋଇ ହୋଇଯାଏ । ଯେଉଁ ବ୍ୟକ୍ତିଙ୍କ ହୃଦୟ କୋମଳ ହୋଇଥାଏ ଓ ମନ୍ଦ ବିଷୟରୁ ଯିଏ ଅଜ୍ଞାତ ଥାଆନ୍ତି ସେମାନଙ୍କ ସ୍ଵପ୍ନରେ ଭଗବାନ ଶିବ ଆସନ୍ତି ବୋଲି କୁହାଯାଏ । ସ୍ଵପ୍ନରେ ଭଗବାନ ଶିବ ଆସିବା ଅଦ୍ଭୁତ ଚମତ୍କାର ବୋଲି ମାନାଯାଏ । ଏପରି ବ୍ଯକ୍ତିର ସମସ୍ତ ସମସ୍ଯା ଖୁବ ଶୀଘ୍ର ଦୂର ହୋଇଯାଏ । ଏହାର ଅର୍ଥ ଆପଣ ଭଗବାନ ଶିବଙ୍କ ଅତିପ୍ରିୟ ଅଟନ୍ତି ।

କିନ୍ତୁ ଏପରି ସ୍ଵପ୍ନକୁ କାହାରିକୁ ମଧ୍ୟ ଭୁଲରେ କୁହନ୍ତୁ ନାହିଁ । ନଚେତ ଏହି ସ୍ଵପ୍ନର ଫଳ ଆପଣଙ୍କୁ କେବେ ମଧ୍ୟ ମିଳିବ ନାହିଁ । ଏହାଦ୍ବାରା ଭଗବାନ ଶିବ କ୍ରୋଧିତ ମଧ୍ୟ ହୋଇପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।